Browsing Category

ଖେଳ

ପ୍ୟାରିସ୍ ଅଲିମ୍ପିକ୍ସ ବିବାଦ: ମହିଳା ବକ୍ସରଙ୍କ ସହ ମୁକାବିଲା କଲେ ପୁରୁଷ ବକ୍ସର, ୪୬ ସେକେଣ୍ଡରେ ଖେଳ ଶେଷ

ଓଡ଼ିଶା ଭାସ୍କର: ପ୍ୟାରିସ୍ ଅଲିମ୍ପିକ୍ସରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଶ୍ୱରେ କ୍ରୀଡ଼ା ପ୍ରେମୀଙ୍କୁ ଆଘାତ ଦେଇଛି । ଜଣେ ମହିଳା ବକ୍ସରଙ୍କ ସହ ପୁରୁଷ ବକ୍ସରଙ୍କ ମୁକାବିଲାକୁ ନେଇ ବିବାଦ ଦେଖାଦେଇଛି ।…

ପ୍ରେରଣା: ପଥର ଫିଙ୍ଗି ଆମ୍ବତୋଳୁଥିଲେ ଏ ଝିଅ, ଏବେ ବିଶ୍ୱରେ ତୀରମାରି ସାଜିଛନ୍ତି ତୀରନ୍ଦାଜୀ, ଏମିତି ଥିଲା ରିକ୍ସାବାଲା ଝିଅଙ୍କ…

ଓଡିଶା ଭାସ୍କର: କୁହାଯାଏ, ମଣିଷ କିଛି କରିବାର ମନସ୍ତ କରି ନିଅ ତ ସେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବାରେ ଜମାରୁ ଅସୁବିଧା ହୋଇ ନଥାଏ । କେହି ବି ତାହାକୁ ରୋକି ପାରନ୍ତି ନାହିଁ । ଏମିତି କିଛି ହୋଇଛି ଜଣେ ମହିଳା ଖେଳାଳିଙ୍କ…

ଭାରତୀୟ ଗଲ୍ଫର Diksha Dagarଙ୍କ କାର ଦୁର୍ଘଟଣା: ହସ୍ପିଟାଲରେ ଭର୍ତ୍ତି ଥିଲେ ମା’, Diksha ମ୍ୟାଚ୍ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ମଧ୍ୟରେ ଜଣେ ଭାରତୀୟ ଆଥଲେଟ ଭୟଙ୍କର ଦୁର୍ଘଟଣାର ଶିକାର ହେବା ଖବର ସାମ୍ନାକୁ ଆସିଛି । ନିକଟରେ ଭାରତୀୟ ଗୋଲ୍ପ ଖେଳାଳି ଦୀକ୍ଷା ଦାଗର(Diksha Dagar) ଏକ କାର ଦୁର୍ଘଟଣାର…

ଏଚଏସ ପ୍ରଣୟ ଭେଦ କରି ପାରିଲେନି ନିଜର ଲକ୍ଷ୍ୟ, ଲକ୍ଷ୍ୟସେନଙ୍କ ଆଗରେ ଧରାଶାୟୀ ହେଲେ ପ୍ରଣୟ, କ୍ୱାଟରଫାଇନାଲରେ ଚୋଉ ଟିଏନ ଚେନଙ୍କ ସହ…

ଓଡିଶା ଭାସ୍କର: ଭାରତର ସୁପରଷ୍ଟାର ସଟଲର ଲକ୍ଷ୍ୟସେନ ନିଜ ଦେଶର ଏଚଏସ ପ୍ରଣୟଙ୍କୁ ସହଜରେ ହରାଇ ଦେଇଛନ୍ତି । ତାହାସହ ଲକ୍ଷ୍ୟସେନ କ୍ୱାଟରଫାଇନାଲରେ ପ୍ରବେଶ କରିଛନ୍ତି । ସିଧାସଳଖ ସେଟରେ ସେ ପ୍ରଣୟଙ୍କୁ ୨୧-୧୨, ୨୧-୬…

Paris Olympics: ସ୍ୱିପ୍ନିଲ ଜିତିଲେ କାଂସ୍ୟ, ଲାଇଭ ଟିଭିରେ କାନ୍ଦିଲେ ଭାରତର ଶେଫ ଡେ ମିଶନ ଗଗନ ନାରଙ୍ଗ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଭାରତର ମୁଖ୍ୟ ମିଶନ ଗଗନ ନାରଙ୍ଗ ସ୍ୱପ୍ନିଲଙ୍କ କାଂସ୍ୟ ବିଜୟ ପରେ ଲାଇଭ ଟିଭିରେ କାନ୍ଧିଛନ୍ତି । କହିରଖୁ, ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନରେ ସ୍ୱିପ୍ନିଲ କୁସାଲେ…

Paris Olympics: ଅଲିମ୍ପିକ୍ସରେ ଦୁଇ ଭାରତୀୟଙ୍କ ଟକ୍କର! ଏଚଏସ ପ୍ରଣୟ ଓ ଲକ୍ଷ୍ୟସେନ ହେବେ ଆମନା-ସାମନା, ଜାଣନ୍ତୁ କାହାର ପଲା ଅଛି ଭାରି

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ଭାରତୀୟ ଆଥଲେଟ ଓ ପ୍ରଶଂସକଙ୍କ ପାଇଁ ଅଲଗା ପ୍ରକାର ମୋଡ ନେଇ ଆସିଛି । ଯାହା କେହି କେବେ ଭାବି ନ ଥିଲେ । ତାହା ହିଁ ହେବାକୁ ଯାଉଛି । ଭାରତର ଦୁଇ ତାରକା ବ୍ୟାଡମିଣ୍ଟନ ଖେଳାଳି…

Paris Olympics: ନୀରଜ ଚୋପ୍ରାଙ୍କ ଜାଭେଲିନ, କେତେ ଓଜନ ଅଟେ ଗୋଲଡେନ ବୟଙ୍କ ଭାଲା, ଜାଣନ୍ତୁ ତାହାର ଦାମ ଓ ସ୍ୱତନ୍ତ୍ରତା..

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ନୀରଜ ଚୋପ୍ରାଙ୍କ ଆକ୍ସନ ଦେଖିବା ପାଇଁ ସାରା ଦେଶ ଚାତକ ପରି ଚାହିଁ ରହିଛି । ମାତ୍ର ତାଙ୍କର ଏହି ଆକ୍ସନ ପୂର୍ବରୁ ତାଙ୍କ ବିଷୟରେ ଅନେକ କିଛି ସର୍ଚ୍ଚ କରାଯାଉଛି ।…

ପ୍ୟାରିସ ଅଲିମ୍ପିକ୍ସ: ଷଷ୍ଠ ଦିବସରେ ବ୍ରୋଞ୍ଜ ପଦକ ଜିତିଲା ଭାରତ, ଶୁଟିଂରେ ଦେଶ ପାଇଁ ଗୌରବ ଆଣିଲେ ସ୍ୱପ୍ନିଲ କୁସାଲେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଆଜି ଷଷ୍ଠ ଦିବସରେ ଭାରତ ପାଇଁ ଶୁଟିଂରୁ ଆସିଛି ଏକ ବଡ଼ ଶୁଭ ଖବର । ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି…

ବ୍ଲଡ କ୍ୟାନ୍ସରରେ ପୁର୍ବତନ କ୍ରିକେଟର ଅଂଶୁମାନ ଗାୟକୱାଡଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଲହରୀ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାୟକୱାଡଙ୍କର ୭୧ ବର୍ଷ ବୟସରେ ବ୍ଲଡ କ୍ୟାନ୍ସର ରୋଗ ସହ ଦୀର୍ଘ ଯୁଦ୍ଧ ପରେ ଦେହାନ୍ତ ହୋଇଛି । ୧୨ ବର୍ଷ ବ୍ୟାପୀ କ୍ୟାରିୟରରେ ଗାୟକୱାଡ ୪୦ ଟି ଟେଷ୍ଟ ଏବଂ ୧୫ ଟି…

(Video) ଶ୍ରୀଲଙ୍କାରେ କିଙ୍ଗ କୋହଲିଙ୍କ ଉପରେ ‘ବିରାଟ ଆକ୍ରମଣ’: ଦିନିକିଆ ସିରିଜ ପୂର୍ବରୁ ଏ କି ଘଟଣା?

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜକୁ ୩-୦ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ବର୍ତ୍ତମାନ ଦିନିକିଆ ସିରିଜ ଉପରେ କବଜା କରିବାକୁ ନଜର ରଖିଛି ରୋହିତ ସେନା । ଏଥିପାଇଁ ଭାରତୀୟ ଟିମ୍ କଲମ୍ବୋରେ ପହଞ୍ଚି…