fbpx
Browsing Category

ଖେଳ

ଭାରତ ୱାର୍ଲ୍ଡ କପ୍ ଜିତିବ ବୋଲି ପାକିସ୍ତାନର ଏହି କ୍ରିକେଟର କଲେ ଭବିଷ୍ୟବାଣୀ, କହିଲେ ଏପରି କଥା

ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଓ ବର୍ତ୍ତମାନର କ୍ରିକେଟ ବିଶେଷଜ୍ଞ ସୋଏବ ଅଖତାର ୱାର୍ଲ୍ଡ କପ୍‌୍ ୨୦୨୩କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ଏ ପର୍ଯ୍ୟନ୍ତ ସେ ଭାରତର ପ୍ରଦର୍ଶନକୁ ଦେଖି ଏହା କହିଛନ୍ତି…

ଏସିଆନ୍ ପାରା ଗେମ୍ସରେ ଅବନୀ ଲେଖରାଙ୍କ ଯାଦୁ: ସୁଟିଂରେ ଜିତିଲେ ସ୍ୱର୍ଣ୍ଣ ପଦକ

ହାଙ୍ଗଜୋ: ଚୀନର ହାଙ୍ଗଜୋରେ ପାରା ଏସିଆନ୍ ଗେମ୍ସ ୨୦୨୩ ଆରମ୍ଭ ହୋଇଛି । ଏହି ବଡ ଇଭେଣ୍ଟରେ ମଧ୍ୟ ଭାରତୀୟଙ୍କ ଉତ୍ସାହ ଦେଖିବାକୁ ମିଳୁଛି । ହାଇ ଜମ୍ପରେ ଶିଲେଶ କୁମାର ସ୍ୱର୍ଣ୍ଣ ପଦକ ଜିତିବା ପରେ ବର୍ତ୍ତମାନ ଅବନୀ…

ଏସିଆନ୍ ପାରା ଗେମ୍ସ: ମେନ୍ସ ହାଇ ଜମ୍ପ T-47 ଫାଇନାଲରେ ଭାରତର ନିଶାଦ ଜିତିଲେ ସ୍ୱର୍ଣ୍ଣ

ହାଙ୍ଗଜୋ: ହାଙ୍ଗଜୋଠାରେ ଚାଲିଥିବା ୪ର୍ଥ ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ହାଇ ଜମ୍ପ ଟି-୪୭ରେ ଭାରତର ନିଶାଦ  କୁମାର ଏକ ନୂଆ ଏସୀୟ ଗେମ୍ସ ରେକର୍ଡ କରି ସ୍ୱର୍ଣ୍ଣ ଜିତିଛନ୍ତି । ନିଶାଦ ତାଙ୍କର ଅନ୍ୟ…

ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଭାରତ ମ୍ଯାଚକୁ Disney+ Hotstarରେ ଦେଖିଲେ ରେକର୍ଡ ୪.୩ କୋଟି ଦର୍ଶକ

ଧର୍ମଶାଳା: ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ ମ୍ୟାଚରେ ଭାରତ 4 ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ରୋମାଞ୍ଚକର ମ୍ୟାଚକୁ ଗ୍ରାଉଣ୍ଡରେ ଦର୍ଶକ ଭରପୁର ଉପଭୋଗ କରିଥିବା ବେଳେ ଅନଲାଇନରେ ଦର୍ଶକଙ୍କ ସଂଖ୍ୟା…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବଡ଼ ରେକର୍ଡ: ୪.୩ କୋଟି ଦର୍ଶକ ଏକସଙ୍ଗେ ମୋବାଇଲରେ ଦେଖୁଥିଲେ ମ୍ୟାଚ

ନୂଆଦିଲ୍ଲୀ: ଆଜି ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୪ ୱିକେଟରେ ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲରେ ଟପରେ ପହଞ୍ଚି ଯାଇଛି । ପୁଣି ଥରେ ବିରାଟ କୋହଲିଙ୍କ ରାଜୁତି ଦେଖିବାକୁ ମିଳିଛି । ବିରାଟଙ୍କ ୯୫ ରନର…

ବିଶ୍ୱକପ ଲଢ଼େଇ: କେଉଁ ୪ଟି ଟିମ୍ ଏଥର ସେମିଫାଇନାଲ ଖେଳିବେ?

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପକୁ ନେଇ ଏବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ‘ଏଥର କିଏ ଜିତିବ ବିଶ୍ୱକପ’? କହିବାକୁ ଏଥର ବିଶ୍ୱ ଚାମ୍ପିୟନ ରେସରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ,…

BIG BREAKING; ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ

ଓଡିଶା ଭାସ୍କର; ୨୦୨୩ ବିଶ୍ୱକପକୁ ନେଇ ଦମଦାର ପଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ଏହି ମହାଲଢେଇରେ ଅଦ୍ୟପି କୌଣସି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇନାହିଁ ଭାରତ । ନିଜର ବୋଲି, ବ୍ୟାଟିଂ ସହ ଅନ୍ୟ ସବୁଥିରେ ସୁନ୍ଦର…

ଭାରତକୁ ପ୍ରଶଂସା କରୁଛି ସାରା ଦୁନିଆ: ‘ଅପରେସନ ଗଙ୍ଗା’ ପରେ ‘ଅପରେସନ ଅଜୟ’ର ଶକ୍ତି ଦେଖୁଛନ୍ତି ବିଶ୍ୱବାସୀ

ନୂଆଦିଲ୍ଲୀ: ଦିନ ଥିଲା ବିଶ୍ୱରେ ଭାରତକୁ କୌଣସି ରାଷ୍ଟ୍ର ଗୁରୁତ୍ୱ ଦେଉନଥିଲେ । ମାତ୍ର ଆଜି ସମୟ ବଦଳିବା ସହିତ ଭାରତରେ ଅନେକ ପରିବର୍ତ୍ତନ ଘଟିଛି । ଅତୀତର ଭାରତ ଆଉ ଆଜିର ଭାରତ ଭିତରେ ବହୁତ ଫରକ ଅଛି ବୋଲି ଏକଦା…

ଭାରତ ପାଇଁ ଗର୍ବର ବିଷୟ: ୧୬ ବର୍ଷର ଝିଅ ଉନ୍ନତି ବ୍ୟାଡମିଣ୍ଟନ ଚାମ୍ପିୟନ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ୧୬ ବର୍ଷର ଜଣେ ଝିଅ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି । ଆବୁଧାବି ମାଷ୍ଟର୍ସରେ ୧୬ ବର୍ଷୀୟ ଝିଅ ଉନ୍ନତି ହୁଦା ମହିଳା ସିଙ୍ଗଲସ ଟାଇଟଲ ହାସଲ…

ଆବୁଧାବି ମାଷ୍ଟର୍ସ ଟାଇଟଲ ଜିତିଲା ଭାରତ: ମହିଳା ବ୍ୟାଡମିଣ୍ଟନ ଡବଲ୍ସରେ କମାଲ କଲେ ଅଶ୍ୱିନୀ ଓ ତନିଶା

ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡମିଣ୍ଟନ ଯୋଡ଼ି କମାଲ କରିଛନ୍ତି । ଆବୁଧାବି ମାଷ୍ଟର୍ସ ୨୦୨୩ ଟାଇଟଲ ହାସଲ କରିଛି ଭାରତ । ଭାରତୀୟ ମହିଳା ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ତାନିଶା କ୍ରାଷ୍ଟୋ ଏହି ସଫଳତା ହାସଲ…