Browsing Category
ଖେଳ
ସର୍ଜରୀ ପରେ ପଡ଼ିଆକୁ ଫେରିଲେ ସୂର୍ଯ୍ୟକୁମାର: ପ୍ରଥମ ଥର ଅଭ୍ୟାସ କରୁଥିବାର ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଆହତ ପରେ ପୁଣିଥରେ ପଡ଼ିଆକୁ ଫେରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ୨୦୨୪ ଜାନୁୟାରୀରେ ସର୍ଜରୀ ପରେ ପ୍ରଥମ ଥର ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ସୂର୍ଯ୍ୟକୁମାର । ଆସନ୍ତା…
ଶେଷ ମ୍ୟାଚରେ ବାଦ୍ ପଡ଼ିଲେ ସଙ୍କଟମୋଚକ: ପଞ୍ଚମ ଟେଷ୍ଟ ପାଇଁ ଘୋଷଣା ହେଲା ପ୍ଲେଇଙ୍ଗ-୧୧
ନୂଆଦିଲ୍ଲୀ: ମାର୍ଚ୍ଚ ୭ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ । ଭାରତ ଏହି ସିରିଜକୁ ୩-୧ରେ କବଜା କରି ସାରିଥିବା ବେଳେ ଏହି ମ୍ୟାଚକୁ ମଧ୍ୟ ବିଜୟ ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ…
ICC Test Ranking; ଟପ୍ ୧୦ରେ ଯଶସ୍ୱୀ ଜଏସ୍ୱାଲଙ୍କ ଏଣ୍ଟ୍ରି: ତାଲିକାରେ ଟିମ ଇଣ୍ଡିଆର ଦବଦବା
ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ ମ୍ୟାଚ ପୂର୍ବରୁ ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ । ଏଥିରେ ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏକ ବଡ଼ ସଫଳତା ପାଇଛନ୍ତି । ଟେଷ୍ଟ କ୍ରିକେଟରେ…
ଏଥର ଐତିହାସିକ ହେବ ରଣଜୀ ଟ୍ରଫି ଫାଇନାଲ; ଗୋଟିଏ ରାଜ୍ୟର ୨ଟି ଟିମ୍ ହେବେ ମୁହାଁମୁହିଁ
ନୂଆଦିଲ୍ଲୀ: ରଣଜୀ ଟ୍ରଫି ଫାଇନାଲ ଏଥର ଐତିହାସିକ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ କେବଳ ଦ୍ୱିତୀୟ ବାର ଏପରି ଫାଇନାଲ ହେବ ଯେତେବେଳେ ଗୋଟିଏ ରାଜ୍ୟର ୨ଟି ଟିମ୍ ସାମ୍ନାସାମ୍ନି ହେବେ । ଏହି ଟିମ୍ ହେଉଛି…
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ବଡ଼ ଘୋଷଣା: ଖେଲୋ ଇଣ୍ଡିଆ ଆଥଲେଟସ୍ ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ
ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ଆଥଲେଟମାନଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଖେଲୋ ଇଣ୍ଡିଆ ଆଥଲେଟସ୍ ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ…
IPL-2024ରେ ଓପନିଙ୍ଗ କରିବେ MS Dhoni? ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋରଦାର
ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତବର୍ଷ ଏକ ନୂଆ ଭୂମିକାରେ ନଜର ଆସିବେ କ୍ୟାପଟେନ କୁଲ୍ ମାହି । ଷ୍ଟାର…
ଅଶ୍ୱୀନଙ୍କ ସହ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ ଆଉ ଜଣେ କ୍ରିକେଟର: ସୃଷ୍ଟି ହେବ ନୂଆ ରେକର୍ଡ?
ନୂଆଦିଲ୍ଲୀ: ଯେକୌଣସି କ୍ରିକେଟରଙ୍କ ପାଇଁ ୧୦୦ତମ ଟେଷ୍ଟ ଖେଳିବା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହୋଇଥାଏ । ବିଶ୍ୱର ମାତ୍ର ୭୫ କ୍ରିକେଟର ଏହି ସ୍ୱପ୍ନ ସାକାର କରିବାରେ ସଫଳ ହୋଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ…
ଏକ ନିନ୍ଦନୀୟ ଘଟଣା: ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରି ପାକିସ୍ତାନୀ ବକ୍ସିଂ ଷ୍ଟାର ଫେରାର୍
ନୂଆଦିଲ୍ଲୀ: ଅନେକ ସମୟରେ ପାକିସ୍ତାନକୁ ନେଇ ସାରା ବିଶ୍ୱରେ ହାସ୍ୟାତ୍ମକ ପରିସ୍ଥିତି ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଜଣେ ପାକିସ୍ତାନୀ ଖେଳାଳିଙ୍କ କାରନାମାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି ।…
ଇତିହାସ ରଚିଲା ଭାରତୀୟ ପୁରୁଷ ଓ ମହିଳା ଟିଟି ଦଳ, ପ୍ରଥମ ଥର ଅଲିମ୍ପିକ୍ସ ପାଇଁ ହେଲା କ୍ୱାଲିଫାଇ
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ୍(ଟିଟି) ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତୀୟ ମହିଳା…
ପୁଣି ଥରେ ପଛରେ ପଡ଼ିଲା ପାକିସ୍ତାନ: WTC ପଏଣ୍ଟସ୍ ଟେବୁଲରେ ଟିମ୍ ଇଣ୍ଡିଆ ଟପରେ, ପାକିସ୍ତାନ ପଞ୍ଚମ ସ୍ଥାନରେ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା କ୍ରିକେଟ ମ୍ୟାଚ ସର୍ବଦା ରୋମାଞ୍ଚଭରା ହୋଇଥାଏ । ବିବାଦ କାରଣରୁ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ କ୍ୱଚିତ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥାଏ ।…