Browsing Category
ଖେଳ
ଜୁନିୟର ହକି ବିଶ୍ୱକପ ସେମିରେ ଭାରତ: ନେଦରଲାଣ୍ଡସକୁ ୪-୩ରେ ପରାସ୍ତ କଲା ଟିମ୍ ଇଣ୍ଡିଆର ଯୁବ ବାହିନୀ
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ଜୁନିୟର ହକି ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ପ୍ରତିପକ୍ଷ ନେଦରଲାଣ୍ଡସକୁ ୪-୩ ଗୋଲରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏହି ସୌଭାଗ୍ୟ ଅର୍ଜନ…
୨୦୨୪ ICC U-19 ପୁରୁଷ କ୍ରିକେଟ ବିଶ୍ୱକପ: ୧୬ ଟିମଙ୍କ ପାଇଁ ଶିଡ୍ୟୁଲ ଜାରି କଲା ICC
ନୂଆଦିଲ୍ଲୀ: ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ୨୦୨୪ ଆଇସିସି ୟୁ-୧୯ ପୁରୁଷ କ୍ରିକେଟ ବିଶ୍ୱକପରେ ଭାରତ ବ୍ଲୋଏମଫୋଣ୍ଟେନ ଠାରେ ୨୦୨୦ର ବିଜେତା ବାଂଲାଦେଶ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ ଖେଳିବ ।…
IPL-2024 Auction ପାଇଁ କେଉଁ ଦଳ ପାଖରେ କେତେ ଟଙ୍କା ଅଛି? ଦେଖନ୍ତୁ ନିଲାମର ପ୍ରଥମ ଅପଡେଟ୍
ନୂଆଦିଲ୍ଲୀ: IPL-2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଦଳ ପାଖରେ ମୋଟ ୭୭ ଜଣ ଖେଳାଳିଙ୍କ ପାଇଁ ସ୍ଥାନ ବାକି…
ଘୋଷଣା ହେଲା IPL-2024 Auction ର ସମ୍ପୂର୍ଣ୍ଣ ତାଲିକା: ୩୩୩ ଖେଳାଳି ହେବେ ନିଲାମ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଦଳ ପାଖରେ ମୋଟ ୭୭ ଜଣ ଖେଳାଳିଙ୍କ ପାଇଁ ସ୍ଥାନ…
(Video) ଦେଶ ବିରୋଧରେ ଗଲେ ପାକିସ୍ତାନୀ ଖେଳାଳି! ଭାରତ ବିପକ୍ଷରେ ଗୋଡ଼ରେ ଧରିଲେ ଅସମ୍ଭବ କ୍ୟାଚ୍
ନୂଆଦିଲ୍ଲୀ: କ୍ରିକେଟରେ ଖରାପ ଫିଲ୍ଡିଂ ପାଇଁ ବାରମ୍ବାର ଟ୍ରୋଲ ହୋଇଛନ୍ତି ପାକିସ୍ତାନର ଅନେ ଖେଳାଳି । ଏଭଳି ଅନେକ ଘଟଣାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଖରାପ ଫିଲ୍ଡିଂକୁ ନେଇ କ୍ରିକେଟପ୍ରେମୀ…
କିଭଳି କାମ କରିବ ICCର Electronic Clock? ଜାଣନ୍ତୁ କ୍ରିକେଟରେ କେଉଁ ନିୟମ ହେବ ପରିବର୍ତ୍ତନ…
ଦିନିକିଆ ଏବଂ ଟି-୨୦ ମ୍ୟାଚ ପାଇଁ ଏକ ଇଲେକ୍ଟ୍ରୋନିକ ଘଡ଼ିର ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଚଳିତ ଡିସେମ୍ବର ମାସରୁ ଆସନ୍ତାବର୍ଷ ଏପ୍ରିଲ(୨୦୨୫) ମଧ୍ୟରେ ହେବାକୁ ଥିବା ସମସ୍ତ ପୁରୁଷ ଦିନିକିଆ ଏବଂ ଟି-୨୦…
Big Breaking; ବୋଲରଙ୍କ ପାଇଁ ICC ଆଣିଲା ନୂଆ ନିୟମ: ODI, T-20 ମ୍ୟାଚରେ ବଦଳିଯିବ ଖେଳର ଷ୍ଟାଇଲ
ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ମ୍ୟାଚକୁ ଆହୁରି ରୋମାଞ୍ଚକର କରିବା ପାଇଁ ନୂଆ ବ୍ୟବସ୍ଥା କରୁଛି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ । ମ୍ୟାଚକୁ ସଠିକ ସମୟରେ ଆରମ୍ଭ କରିବା ପାଇଁ ଏବଂ ଶେଷ କରିବା ପାଇଁ ଆଇସିସି ନିଜର…
‘ଶାମୀଙ୍କ ସ୍ୱିଙ୍ଗ’କୁ ଭୁଲିଗଲା ICC: ଗୋଟିଏ ମ୍ୟାଚରେ ବାଜି ମାରିନେଲେ ଟ୍ରାଭିସ ହେଡ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଭାରତକୁ ପରାସ୍ତ କରି ଚମ୍ପିଆନର ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ଟ୍ରାଭିସ ହେଡଙ୍କ ଶତକ ବଳରେ ଏହି ମ୍ୟାଚରେ ଭାରତକୁ ଚକମା ଦେବାରେ ସଫଳ ହୋଇଛି କମିନ୍ସ ସେନା । ୬ ୱିକେଟରେ ଫାଇନାଲ…
BIG BREAKING: ବାତିଲ ହେଲା ଭାରତ-ସାଉଥ ଆଫ୍ରିକା 1st T20 ମ୍ୟାଚ
ଡର୍ବାନ: ବାତିଲ ହେଲା ଭାରତ-ସାଉଥ ଆଫ୍ରିକା 1st T20 ମ୍ୟାଚ। ତେବେ ବର୍ଷା କାରଣରୁ ମ୍ୟାଚ ବାତିଲ ହେବା ନେଇ ସୂଚନା ମିଳିଛି। ଦୀର୍ଘ ସମୟ ଧରି ବର୍ଷା ଲାଗି ରହିଥିବାରୁ ଟସ ପଡିବାରୁ ବିଳମ୍ବ ହେଉଥିଲା। ବର୍ଷା ଛାଡିବା…
IND vs SA, 1st T20: ବର୍ଷା ପାଇଁ ବିଳମ୍ବ ହେଉଛି ଟସ୍ ପଡ଼ିବା
ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହେଉଛି ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ। ତେବେ ଏହି ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗ୍ସମେଡ ଷ୍ଟାଡିୟମରେ ଖେଳାଯିବ। ହେଲେ…