fbpx
Browsing Category

ଖେଳ

ଏସିଆ କପରେ ଏଣ୍ଟ୍ରି କଲେ ଧୋନୀଙ୍କ ଧୁରନ୍ଧର: ଚେନ୍ନାଇ ପାଇଁ ପାଲଟିଥିଲେ ସୁପରହିରୋ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ପ୍ରାୟ ସମସ୍ତ ଦଳ ନିଜ ନିଜ ସ୍କ୍ୱାଡ ଘାଷଣା କରି ସାରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ହଠାତ…

ଲଡ୍ସରେ ଶେଷ ମ୍ୟାଚ୍ ଖେଳିବେ ଝୁଲଣ ଗୋସ୍ୱାମୀ, ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ଦିଆଯିବ ଐତିହାସିକ ବିଦାୟ

ମୁମ୍ବାଇ: ଭାରତୀୟ ମହିଳା ଟିମ୍‌ର ଦିଗଜ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଐତିହାସିକ ଲଡ୍ସରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ। ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା…

ଏଆଇଏଫ୍‌ଏଫ୍‌ ସଭାପତି ପଦ ଦୌଡରେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: ପୂର୍ବତନ ଜାତୀୟ ଫୁଟବଲ ଦଳ ଅଧିନାୟକ ବାଇଚୁଙ୍ଗ ଭୂତିଆ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) କର୍ମକର୍ତ୍ତା ନିର୍ବାଚନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏଆଇଏଫଏଫର ସଭାପତି ପଦ ପାଇଁ…

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଫାଇନାଲରେ ଭଗତ, ଇଂଲଣ୍ଡର ଡ୍ୟାନିଏଲ ବେଥେଲଙ୍କ ସହିତ କରିବେ ମୁକାବିଲା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡରେ ଚାଲି ଥିବା ପାରା ବ୍ୟାଡମିଣ୍ଟନ ଚାମ୍ପିଅନଶି ପୁରୁଷ…

ବିନା ଶତକରେ ୧୦୦୦ ଦିନ ବିତାଇଲେ ବିରାଟ କୋହଲି, ଏସିଆ କପରେ ନିଜର ଦୁର୍ବଳ ଫର୍ମରେ ସୁଧାର ଆଣିବା ଆଶା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଦୀର୍ଘ ୧୦୦୦ ଦିନ ଧରି କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରିଲେ ନାହିଁ । ଶେଷ ଥର ପାଇଁ ୨୦୧୯ରେ କୋହଲି ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ…

ମୁଁ ଜାଣିଶୁଣି ସ୍ପିଡ୍ ବଲ୍ ମାରି ଗାଙ୍ଗୁଲିଙ୍କୁ ଆହତ କରାଇଥିଲି: ଭାରତ-ପାକ୍ ମ୍ୟାଚର ୨୩ ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅଖତର

ନୂଆଦିଲ୍ଲୀ: ୧୯୯୯ରେ ଭାରତ-ପାକିସ୍ତାନ ମଧ୍ୟରେ ଆୟୋଜିତ ହୋଇଥିବା ଏକ ମ୍ୟାଚ ଅବସରରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଆହତ ହୋଇଥିଲା । ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ସ୍ପିଡ୍ ବଲରେ ଗାଙ୍ଗୁଲି…

ସାମ୍ନାକୁ ଆସଲା ଫୁଟବଲ ଖେଳାଳିଙ୍କ କଳା କାରନାମା ,୧୦ହଜାରରୁ ଅଧିକ ଯୁବତୀଙ୍କ ସହ ରଖିଥିଲେ ସମ୍ପର୍କ…

ବର୍ତ୍ତମାନ ସମୟରେ ସମ୍ପର୍କ ରଖିବା ଏକ ସାଧାରଣ କଥା ହୋଇଗଲାଣି । ଆଉ ସମ୍ପର୍କକୁ ନେଇ ଯେଉଁ ସବୁ ଘଟଣା ସାମ୍ନାକୁ ଆସୁଛି ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କ…

ମାଲାମାଲ ହେବେ ୟୁଏସ ଓପନର ବିଜେତା, IPL ଚାମ୍ପିଅନ ଦଳର ପୁରସ୍କାର ରାଶି ପରି ମିଳିବ ଟଙ୍କା

ନୂଆଦିଲ୍ଲୀ: ୟୁଏସ ଓପନରେ ଏଥର ହେବ ଟଙ୍କା ବର୍ଷା। ଏକକ ବର୍ଗ ଚାମ୍ପିଅନଙ୍କୁ ଚଳିତ ବର୍ଷ ମିଳିବ ୨୬ ଲକ୍ଷ ଡଲାର(ପ୍ରାୟ ୨୦ କୋଟି ଟଙ୍କା)ର ପୁରସ୍କାର ରାଶି। ଆଇପିଏଲ ୨୦୨୨ରେ ବିଜେତା ଦଳକୁ ମଧ୍ୟ ୨୦ କୋଟି ଟଙ୍କାର…

ଜିତାଇ ଦେଲେ ଶିଖର-ଗିଲ ଯୋଡି: ଜିମ୍ବାୱେ ଉପରେ ଭାରତର ‘Perfect-10’ ବିଜୟ

ନୂଆଦିଲ୍ଲୀ: ବୋଲରମାନଙ୍କ ଧୂଆଁଧାର ପ୍ରଦର୍ଶନ ପରେ ଜିମ୍ବାୱେ ଉପରେ ଭାରୀ ପଡିଛନ୍ତି ଭାରତର ବ୍ୟାଟ୍ସମ୍ୟାନ । ଟିମ ଇଣ୍ଡିଆର ଓପନର ଶିଖର ଧୱନ ଏବଂ ଶୁଭମନ ଗିଲ ଏକା ଦମରେ ମ୍ୟାଚକୁ ବିଜୟ ଭେଟି ଦେଇଛନ୍ତି । ପ୍ରଥମେ…

ବିରାଟଙ୍କ କ୍ୟାରିୟରକୁ ୧୪ ବର୍ଷ: ଟିମ ଇଣ୍ଡିଆ ପାଇଁ ଡେବ୍ୟୁ ମ୍ୟାଚରେ କେତେ ରନ କରିଥିଲେ କୋହଲି?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଆଜିର ଦିନ ଖୁବ ସ୍ପେଶାଲ । ୧୪ ବର୍ଷ ତଳେ ଆଜିର ଦିନରେ ହିଁ ଭାରତ ପାଇଁ ଡେବ୍ୟୁ କରିଥିଲେ ବିରାଟ କୋହଲି । ଆଜି ଦିନରେ…