fbpx
Browsing Category

ଖେଳ

ଏସିଆ କପ୍ ପୂର୍ବରୁ ଭାରତ ପାଇଁ ସତର୍କ ଘଣ୍ଟି, ପୁରୁଣା ରଙ୍ଗକୁ ଫେରିଲେ ହାର୍ଦ୍ଦିକଙ୍କ ସାଥୀ ଖେଳାଳି

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଭାରତ-ପାକିସ୍ତାନ ପାଇଁ ବିପଦର ଘଣ୍ଟି ବାଜିଛି। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କି ବିପଦ ରହିଛି। ବିପଦ ଏହା ଯେ, ରଶିଦ ଖାନ ନିଜର ପୁରୁଣା ରଙ୍ଗରେ ନଜର ଆସିଛନ୍ତି। ଅତି କମରେ ଗତ…

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ : ପ୍ରମୋଦଙ୍କ ସହ ତିନି ଭାରତୀୟ ମହିଳା ଜିତିଲେ ସ୍ୱର୍ଣ୍ଣ ପଦକ

ବ୍ୟାକଂକ (ଥାଇଲାଣ୍ଡ): ଗତ ବର୍ଷର ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଥିବା ପ୍ରମୋଦ ଭଗତ ଏଠାରେ ଅନୁଷ୍ଠିତ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍ସ ଫାଇନାଲରେ…

୨୦ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିଅନସିପ, ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଅନ୍ତିମ ପଂଘଲ

ନୂଆଦିଲ୍ଲୀ: ଭାରତୀୟ ମହିଳା ରେସଲର ଅନ୍ତିମ ପଂଘଲ ରଚିଲେ ନୂଆ ଇତିହାସ । ବୁଲଗାରିଆର ରାଜଧାନୀ ସୋଫିଆ ଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ରେସଲିଂ ଚାମ୍ପିଅନଶି ରେ ଅନ୍ତିମ ପଂଘଲ ୫୩ କେଜି କ୍ୟାଟୋଗୋରୀ ଫାଇନାଲରେ…

ଦ୍ୱିତୀୟ ଦିନିକିଆ ମ୍ୟାଚକୁ କବଜା କଲା ଟିମ ଇଣ୍ଡିଆ: ଜିମ୍ବାୱେ ଦେଇଥିଲା କଡା ଟକ୍କର

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତ ବିଜୟ ହାସଲ କରିଛି । ୨୬ ତମ ଓଭରରେ ୧୬୨ ରନର ଛୋଟ ଟାର୍ଗେଟକୁ ହାସଲ କରି ନେଇଛି ରାହୁଲ ସେନା । ଫଳରେ ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଦ୍ୱିତୀୟ…

Asia Cup-2022 ରୁ ବିଦା ହେଲେ ଶାହିନ ଆଫ୍ରିଦି: ପାକିସ୍ତାନକୁ ହରାଇବା ଭାରତ ପାଇଁ ହେବ ସହଜ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ଆରମ୍ଭ ହେବାର ଠିକ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଏକ ଖୁସି ଖବର । ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଥିବା ଜଣେ ଖେଳାଳି ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଆହତ ଯୋଗୁଁ…

ଏସିଆ କପରେ ଏଣ୍ଟ୍ରି କଲେ ଧୋନୀଙ୍କ ଧୁରନ୍ଧର: ଚେନ୍ନାଇ ପାଇଁ ପାଲଟିଥିଲେ ସୁପରହିରୋ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ପ୍ରାୟ ସମସ୍ତ ଦଳ ନିଜ ନିଜ ସ୍କ୍ୱାଡ ଘାଷଣା କରି ସାରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ହଠାତ…

ଲଡ୍ସରେ ଶେଷ ମ୍ୟାଚ୍ ଖେଳିବେ ଝୁଲଣ ଗୋସ୍ୱାମୀ, ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ଦିଆଯିବ ଐତିହାସିକ ବିଦାୟ

ମୁମ୍ବାଇ: ଭାରତୀୟ ମହିଳା ଟିମ୍‌ର ଦିଗଜ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଐତିହାସିକ ଲଡ୍ସରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ। ଭାରତ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା…

ଏଆଇଏଫ୍‌ଏଫ୍‌ ସଭାପତି ପଦ ଦୌଡରେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: ପୂର୍ବତନ ଜାତୀୟ ଫୁଟବଲ ଦଳ ଅଧିନାୟକ ବାଇଚୁଙ୍ଗ ଭୂତିଆ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) କର୍ମକର୍ତ୍ତା ନିର୍ବାଚନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏଆଇଏଫଏଫର ସଭାପତି ପଦ ପାଇଁ…

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଫାଇନାଲରେ ଭଗତ, ଇଂଲଣ୍ଡର ଡ୍ୟାନିଏଲ ବେଥେଲଙ୍କ ସହିତ କରିବେ ମୁକାବିଲା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡରେ ଚାଲି ଥିବା ପାରା ବ୍ୟାଡମିଣ୍ଟନ ଚାମ୍ପିଅନଶି ପୁରୁଷ…

ବିନା ଶତକରେ ୧୦୦୦ ଦିନ ବିତାଇଲେ ବିରାଟ କୋହଲି, ଏସିଆ କପରେ ନିଜର ଦୁର୍ବଳ ଫର୍ମରେ ସୁଧାର ଆଣିବା ଆଶା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଦୀର୍ଘ ୧୦୦୦ ଦିନ ଧରି କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରିଲେ ନାହିଁ । ଶେଷ ଥର ପାଇଁ ୨୦୧୯ରେ କୋହଲି ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ…