Browsing Category

ଖେଳ

ଦିନିକିଆ ବିଶ୍ୱକପ ପାଇଁ ଇଂଲଣ୍ଡର ୧୫ ଜଣିଆ ଦଳ ଘୋଷଣା…ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ

ଓଡିଶା ଭାସ୍କର: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସରୁ କମ ଦିନ ବାକି ରହିଛି । ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ…

(Video) ଏବେ ନୁହେଁ, ବିଶ୍ୱକପ୍‌ ଜିତିବା ପରେ ବାଣ ଫୁଟାଇବ; ହିଟ୍‌ମ୍ୟାନ୍‌ ତଥା ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ୫ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏସିଆ ବିଶ୍ୱ କପ୍ ୨୦୨୩ ଟାଇଟଲ୍ ବିଜୟ ହାସଲ କରିଛି । ଗତକାଲି ଶ୍ରୀଲଙ୍କାର ଖୁବ କମ ବ୍ୟବଧାନ ଅର୍ଥାତ ୫୧ ରନ୍ ଟାର୍ଗେଟକୁ ମାତ୍ର ୬.୧ ଓଭରରେ…

(VIDEO) ଏସିଆ କପ୍ ଜିତିବା ପରେ ରାତାରାତି ଭାରତ ପହଞ୍ଚିଲା ଟିମ୍ ଇଣ୍ଡିଆ: ବିମାନବନ୍ଦରରେ ନାଚିଲେ ରୋହିତ ଶର୍ମା, ଏପରି ପୋଜ୍ ଦେଲେ…

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏସିଆ ବିଶ୍ୱ କପ୍ ୨୦୨୩ ଟାଇଟଲ୍ ବିଜୟ ସହ ଶେଷ କରିଛନ୍ତି । ସେପ୍ଟେମ୍ବର ୧୭ରେ ଶ୍ରୀଲଙ୍କାକୁ ହରାଇ ପ୍ରାୟ ୫ ବର୍ଷ ପରେ ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିଛି ଭାରତ…

ଟିମ୍ ଇଣ୍ଡିଆର ବିଜୟ ପରେ ଚାଲିଲା ‘ରାଜନୀତିର ବ୍ୟାଟିଂ’: କିଏ ‘ଇଣ୍ଡିଆ’କୁ ତ କିଏ ‘ଭାରତ’କୁ ଜଣାଇଲା ଅଭିନନ୍ଦନ

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି । ଭାରତୀୟ ପେସର ମହମ୍ମଦ ସିରାଜ ୧୬ଟି ବଲରେ ୫ଟି ୱିକେଟ ଅକ୍ତିଆର କରି ଏକାଧିକ…

ODIରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ସିରାଜଙ୍କ ଆଶ୍ଚର୍ଯ୍ୟଜନକ ଘୋଷଣା: ଅଚାନକ ଏପରି ନିଷ୍ପତ୍ତି ନେଇଗଲେ ବୋଲର

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ମାତ୍ ଦେଇ ଅଷ୍ଟମ ଥର ପାଇଁ ଏସିଆ କପ୍ ଚମ୍ପିଆନ ପାଲଟିଛି ଟିମ ଇଣ୍ଡିଆ । ଭାରତର ଦମଦାର ବୋଲିଂ ଆଗରେ ହାର ମାନି ଶ୍ରୀଲଙ୍କା ମାତ୍ର ୫୦ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଭାରତର ଏହି…

ଇତିହାସ ରଚିଲେ ସିରାଜ: ଭାରତୀୟ ବୋଲରଙ୍କ ନାମରେ ଯୋଡ଼ି ହେଲା ଏକାଧିକ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏସିଆ କପର ଫାଇନାଲରେ ଦେଖିବାକୁ ମିଳିଛି ସିରାଜ୍ ଝଡ଼ । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଚୁରମାର…

ଏସିଆ ମହାଦେଶର ‘ମହାରାଜା’ ସାଜିଲା ଟିମ ଇଣ୍ଡିଆ: ୫ ବର୍ଷ ପରେ ହାସଲ କଲା ଏସିଆ କପ୍ ଟାଇଟଲ

ନୂଆଦିଲ୍ଲୀ: ୫ ବର୍ଷ ପରେ ପୁଣିଥରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ମାତ୍ର ୬.୧ ଓଭରରେ ହାସଲ କରି ଏସିଆ ମହାଦେଶର ନୂଆ ମହାରାଜା ସାଜିଛି ରୋହିତ ସେନା…

ଫାଇନାଲ ମ୍ୟାଚରେ ଚିତପଟାଙ୍ଗ ମାରିଲା ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା: ମାତ୍ର ୫୧ ରନ ମିଳିଲା ଟାର୍ଗେଟ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତର ଗାତକ ବୋଲିଂ ଆଗରେ ଫେଲ ମାରିଛି ପୂର୍ବତନ ଚମ୍ପିଆନ୍ । ଭାରତର ପେସ୍ ଆଟାକ୍ ସାମ୍ନାରେ ସମ୍ପୂର୍ଣ୍ଣ ଦଳ ମାତ୍ର ୫୦ ରନ୍ କରିବାରେ ସମର୍ଥ ହୋଇ ପାରିଛି । ମହମ୍ମଦ…

ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜି ଶେଷ ପାଦରେ ପହଞ୍ଚିଛି । ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଫାଇନାଲ କେଳାଯିବାକୁ…

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲ ମ୍ୟାଚ ଚାଲିଥିବା ବେଳେ ଆସନ୍ତା ୨୨ ତାରିଖରୁ ଭାରତ ପୁଣି ଏକ ନୂଆ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ । ଭାରତ ବିପକ୍ଷ ତିନି ଦିନିଆ ସିରିଜ ପାଇଁ ଅଷ୍ଟ୍ରେଲିଆର ତା’ର ୧୮ ଜଣିଆ ଦଳ…