Browsing Category
ଖେଳ
ପ୍ରଥମ ଥର ବିଦେଶରେ ହେବାକୁ ଯାଉଛି ଆଇପିଏଲ୍ ପାଇଁ ନିଲାମ, କେଉଁଠାରେ ଓ କିପରି ଏହା ଦେଖିବେ ଜାଣି ନିଅନ୍ତୁ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ନିଲାମୀର ଆୟୋଜନ ପ୍ରଥମ ଥର ଭାରତ ବାହାରେ ହେବାକୁ ଯାଉଛି । ୧୯ ଡିସେମ୍ବରରେ ଏହି ନିଲାମୀ ପ୍ରକ୍ରିୟାର ଆୟୋଜନ ଦୁବାଇର କୋକାକୋଲା ଏରିନାରେ ହେବ । ନିଲାମୀ ପାଇଁ ଏଥର ୧୧୬୬ ଖେଳାଳୀ ନିଜର…
ଏତେ ଦିନ ପରେ ଫାଇନାଲରେ ହାରିବାର କାରଣ ଜଣାପଡ଼ିଲା? ICCର ରେଟିଂ ରିପୋର୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଗତ ନଭେମ୍ବର ମାସ ୧୯ ତାରିଖ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏକ ଅଶୁଭ ଦିନ କହିଲେ ଚଳେ । ସେହି ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତ…
T-20 World Cup ଦଳକୁ ଫେରିବେ ପୂର୍ବତନ ଅଧିନାୟକ! ବିଶ୍ୱକପ ପୂର୍ବରୁ ଦେଲେ ସଂକେତ
ନୂଆଦିଲ୍ଲୀ: କ୍ରିକେଟ ପ୍ୟାନ୍ସମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ଜଣେ ଷ୍ଟାର କ୍ରିକେଟର । ଦଳରୁ ଅନେକ ଦିନ ଦୂରରେ ରହିବା ପରେ ପୁଣିଥରେ ଦଳ ପାଇଁ…
ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବେ କିଙ୍ଗ କୋହଲି? BCCI ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ନୁହଁନ୍ତି ବିରାଟ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ସମଗ୍ର ଟୁର୍ଣ୍ଣାମେଣ୍ଟରେ ୭୦୦ରୁ ଅଧିକ ରନ୍ କରି ଗୋଲ୍ଡେନ୍ ବ୍ୟାଟ ନିଜ…
(Video) ଟିମ ଇଣ୍ଡିଆକୁ ଖୁବଶୀଘ୍ର ଫେରୁଛନ୍ତି ହାର୍ଦ୍ଦିକ: ଷ୍ଟାର ଅଲରାଉଣ୍ଡରଙ୍କ ପାଇଁ BCCIର ସ୍ପେଶାଲ ପ୍ଲାନ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଆହତ ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଗୋଡ଼ରେ ଆଘାତ ଲାଗିବା ପରେ ସେ ଦଳକୁ ଆଜି ପର୍ଯ୍ୟନ୍ତ କମବ୍ୟାକ…
ନଂ୧ ବୋଲର ହେବା ପଛରେ କ’ଣ ରହିଛି ରାଜ୍ ? ଜାଣନ୍ତୁ କିଏ ସେହି ଖେଳାଳୀ
ଭାରତୀୟ କ୍ରିକେଟ ଦଳର ସେ ଜଣେ ଚମତ୍କାର ଲେଗ୍ ସ୍ପିନର । ନିକଟରେ ଆଇସିସି ଟି-୨୦ ରେଙ୍କିଙ୍ଗ୍ରେ ବିଶ୍ୱର ନଂ-୧ ବୋଲର ଭାବେ ସାମ୍ନାକୁ ଆସିଛନ୍ତି । ଆଫ୍ଗାନିସ୍ତାନ ଲେଗ୍ ସ୍ପିନର ରାଶିଦ୍ ଖାନଙ୍କ ରେଟିଂ(୬୯୨ ପଏଣ୍ଟ)…
ଡିସେମ୍ବର ୧୦ରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ: ବିଶ୍ୱକପ ପରେ ପ୍ରଥମ ଥର ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରୀଡ଼ାପ୍ରେମୀ ସର୍ବଦା ଉତ୍ସାହିତ ରହିଥାନ୍ତି । ଏହି ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ ପୂର୍ବରୁ ହିଁ ସମସ୍ତ ଟିକେଟ ବିକ୍ରି…
ପଡିଆରେ ଏହି ନିୟମ ଭାଙ୍ଗିବାରୁ ବାଂଲାଦେଶ କ୍ରିକେଟର୍ ମୁଶଫିକୁର ରହିମଙ୍କୁ ଆଉଟ କରାଗଲା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଶେର-ଇ-ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଚାଲିଛି। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ…
ଆଜି ଟିମ୍ ଇଣ୍ଡିଆର ଏହି ୫ ଖେଳାଳିଙ୍କ ଜନ୍ମଦିନ, ଆସନ୍ତୁ ଜାଣିବା ସେମାନଙ୍କ ଲାଇଫ୍ର କିଛି ଅଜଣା କଥା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଲାଗି ସେପ୍ଟେମ୍ବର ୬ ତାରିଖ ବହୁତ ସ୍ୱତନ୍ତ୍ର । କାରଣ ଆଜି ଟିମ୍ ଇଣ୍ଡିଆର ୫ ଜଣ ବଡ ଖେଳାଳୀଙ୍କ ଜନ୍ମଦିନ । ଏମାନଙ୍କ ମଧ୍ୟରୁ ଜଣେ ଖେଳାଳୀ ଦୀର୍ଘ ସମୟ ଧରି ଟିମ୍ରେ ନାହାନ୍ତି…
‘କୋହଲିଙ୍କୁ ଅଧିନାୟକ ପଦରୁ ମୁଁ ହଟାଇନାହିଁ…’ ୨ ବର୍ଷ ପରେ ବିବାଦ ଉପରେ ମୁହଁ ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି ଟିମ ଇଣ୍ଡିଆ । ଉଭୟ ଦଳ ମଧ୍ୟରେ ଟି-୨୦, ଦିନିକିଆ ଏବଂ ପରେ ଟେଷ୍ଟ ସିରିଜ ଖେଳାଯିବ । ନୂଆ ମିଶନରେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ଦେଇଛି ଭାରତୀୟ…