fbpx
Browsing Category

ଖେଳ

ମିତାଲିଙ୍କ ବିଶ୍ୱକପ୍‌ ରେକର୍ଡ, ପ୍ରଥମ ମହିଳା ଭାବେ ହାସଲ କଲେ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ ନ୍ୟୁଜିଲାଣ୍ଡରେ ଚାଲିଥିବା ଚଳିତ ୫୦ ଓଭର ବିଶିଷ୍ଟ ମହିଳା ଦିନିକିଆ ବିଶ୍ୱକପରେ ପ୍ରତିଷ୍ଠା କରିଛନ୍ତି ଏକ ନିଆରା ରେକର୍ଡ । କ୍ରିକେଟ ଜଗତର ପ୍ରଥମ…

ରଣଜୀ ଟ୍ରଫି: ମୁମ୍ବାଇ ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ଅହମଦାବାଦ: ଚଳିତ ବର୍ଷର ଘରୋଇ ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଲଗାତର ଦ୍ୱିତୀୟ ପରାଜୟ ସ୍ୱିକାର କଲା ଓଡିଶା । ରଣଜୀ ଟ୍ରଫି ଏଲିଟ ଗ୍ରୁ ଡି” ଦ୍ୱିତୀୟ ମ୍ୟାଚରେ ସୌରାଷ୍ଟ୍ର ଠାରୁ ଶୋଚନୀୟ ପରାଜୟ ସ୍ୱିକାର…

କାହିଁକି ପାଳି ଘୋଷଣା କଲେ ରୋହିତ: ମ୍ୟାଚ ବିଜୟ ପରେ ପ୍ରେସମିଟରେ ଏ ନେଇ କହିଲେ ଭାରତର ଅଧିନାୟକ

ମୋହାଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସହ ଅଧିନାୟକ ପଦର ଅଭିଯାନ ଆରମ୍ଭ କରିଛନ୍ତି ରୋହିତ ଶର୍ମା । ମୋହାଲୀରେ ଭାରତ ହାସଲ କରିଛି ଏକ ମହାବିଜୟ । ଗୋଟିଏ ଇନିଂସ ଏବଂ ୨୨୨ରନରେ ଶ୍ରୀଲଙ୍କାକୁ ମାତ ଦେଇଛି…

ଘୋଷଣା ହେଲା IPL -୨୦୨୨ର SCHEDULE : ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପୂର୍ବ ସିଜନର ଦୁଇ ଫାଇନାଲିଷ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସିଜନ ପାଇଁ ଘୋଷଣା ହୋଇଛି ଖେଳସୂଚୀ । ମାର୍ଚ୍ଚ ୨୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ମେ ୨୯ରେ ଖେଳାଯିବ ଏହାର ଫାଇନାଲ ମ୍ୟାଚ । ତେବେ IPL ୧୫ତମ ସଂସ୍କରଣର…

ମୃତ୍ୟୁ ପୂର୍ବରୁ ରକ୍ତବାନ୍ତି କରିଥିଲେ ଶେନ୍ ୱର୍ଣ୍ଣ: ଥାଇଲାଣ୍ଡ ପୁଲିସର ବଡ ଖୁଲାସା[Video]

ନୂଆଦିଲ୍ଳୀ: ଅଷ୍ଟ୍ରେଲୀୟ କ୍ରିକେଟର ସ୍ପିନର କିଙ୍ଗ ଶେନ୍ ୱର୍ଣ୍ଣଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି । ତାଙ୍କର ଦେହାନ୍ତ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ କ୍ଷତି । ଏହି ଲେଜେଣ୍ଡ ସ୍ପିନରଙ୍କୁ ମୃତ୍ୟୁ ବେଳକୁ ମାତ୍ର୫୨…

ମେହାଲୀରେ ଭାରତର ମନମୋହକ ବିଜୟ: ଐତିହାସିକ ମ୍ୟାଚରେ ବିରାଟଙ୍କୁ ଉପହାର ଦେଲା ରୋହିତ ସେନା

ମୋହାଲୀ: ଭାରତ ବିପକ୍ଷ ଶ୍ରୀଲଙ୍କା ଟେଷ୍ଟରେ ବିରାଟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଗୋଟିଏ ଇନିଂସ ଏବଂ ୨୨୨ ରନରେ ସିଂହଳୀ ଦଳକୁ ପଛରେ ପକାଇଛି ରୋହିତ ସେନା । ତେବେ ଏହି ମ୍ୟାଚ ବିରାଟ କୋହଲିଙ୍କ ୧୦୦ ତମ ମ୍ୟାଚ…

ଅଶ୍ୱିନ ପାଲଟିଲେ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ: ପଛରେ ପଡିଲେ କିମ୍ବଦନ୍ତୀ କପିଳ ଦେବ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଜିତି ନେଇଥିବା ବେଳେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । କିମ୍ବଦନ୍ତୀ କ୍ରିକେଟର…

ମହିଳା ବିଶ୍ୱକପ୍ କ୍ରିକେଟ୍: ପାକିସ୍ତାନକୁ ୧୦୭ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ବେ ଓଭାଲଠାରେ ଚାଲିଥିବା ମହିଳା ବିଶ୍ୱକପରେ ଆଜି ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଜବରଦସ୍ତ ପ୍ରଦର୍ଶନ କରିଛି । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନରେ ପରାସ୍ତ କରିଛି ।…

ଆର ଅଶ୍ଵିନଙ୍କ କମାଲ, ରଙ୍ଗନା ହେରାଥଙ୍କୁ ପଛରେ ପକାଇ ଟପ୍ ୧୦ କ୍ଲବରେ ହେଲେ ସାମିଲ୍

ମୋହାଲି: ଭାରତୀୟ କ୍ରିକେଟ୍ ଦଳର ତାରକା ଅଫ ସ୍ପିନର ଆର ଅଶ୍ଵିନ ଟେଷ୍ଟ କ୍ରିକେଟରେ କମାଲ କରିଛନ୍ତି। ଅଶ୍ଵିନ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ତାଲିକାରେ ଟପ୍ ୧୦ରେ ପ୍ରବେଶ କରିଛନ୍ତି।…

ଇତିହାସ ରଚିଲେ ଜାଡେଜା: ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍, ଫଲୋଅନ୍ ପରେ ମ୍ୟାଚ ବଞ୍ଚାଇବାକୁ ସିଂହଳିର ସଂଘର୍ଷ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ହେଉଛି ତୃତୀୟ ଦିବସ । ପୂର୍ବରୁ ଭାରତ ବ୍ୟାଟିଂରେ ମଜବୁତ ସ୍ଥିତିରେ ରହିଥିବା ଆଜି ପୁଣି ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିଛି । ଶ୍ରୀଲଙ୍କା ତା’ର ପ୍ରଥମ…