Browsing Category
ଖେଳ
ଇତିହାସ ରଚିଲା ଭାରତ: ଇରାନକୁ ହରାଇ ଭାରତୀୟ ପୁରୁଷ ଦଳ କବାଡ଼ି ଚାମ୍ପିୟନ
ନୂଆଦିଲ୍ଲୀ: ଭାରତ ଏସିଆନ କବାଡ଼ି ଚାମ୍ପିୟନ ୨୦୨୩ରେ ଇତିହାସ ରଚିଛି । ଦକ୍ଷିଣ କୋରିଆର ବୁସାନାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ଇରାନକୁ ସହଜରେ ପରାସ୍ତ କରିଥିଲା । ଏହି ବିଜୟ…
ବିଶ୍ୱକପ ପାଇଁ ୭ଟି ଷ୍ଟାଡିୟମର ହେବ ନବକଳେବର: ପ୍ରତ୍ୟେକ ଷ୍ଟାଡିୟମକୁ BCCIର ୫୦ କୋଟି
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ବିଶ୍ୱ କ୍ରିକେଟ ମହାକୁମ୍ଭ । ଚଳିତ ଥର ବିଶ୍ୱକପର ଆୟୋଜନ ଦାୟିତ୍ୱ ପାଇଛି ଭାରତ । ତେଣୁ ଦେଶର ବିଭିନ୍ନ ଷ୍ଟାଡିୟମରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବ । ସେଥିପାଇଁ…
ରୋହିତ ନୁହେଁ, ବିଶ୍ୱକପ ବେଳେ ଧୱନଙ୍କୁ ମିଳିବ ଅଧିନାୟକ ପଦ! ଟିମ ଇଣ୍ଡିଆରେ ହୋଇପାରେ ଜବରଦସ୍ତ କମବ୍ୟାକ
ନୂଆଦିଲ୍ଲୀ: ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ଟିମ ଇଣ୍ଡିଆରୁ ସ୍ଥାନ ହରାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଶିଖର ଧୱନ । ତେବେ ଆସନ୍ତା ଦିନିକିଆ ବିଶ୍ୱକପରେ ତାଙ୍କର କମବ୍ୟାକକୁ ନେଇ ଚର୍ଚ୍ଚା ହେଉଛି ।…
ବଡ ଖବର! ଫିକ୍ସ ହେବାକୁ ଯାଉଛି ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସାମନାକୁ ଆସିଲା ଆଶ୍ଚର୍ଯ୍ୟକର ଫଟୋ
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ବିଶ୍ବକପ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଆହୁରି ପ୍ରାୟ ୧୦୦ ଦିନ ବାକି ରହିଛି । ତେବେ ବିଶ୍ୱକପରେ ଅକ୍ଟୋବର ୧୫ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେଣୁ…
ବାରବାଟୀରେ କାହିଁକି ହେବନି ବିଶ୍ୱକପ୍ ମ୍ୟାଚ: BCCI ଓ ICCକୁ ସିଧାସଳଖ ସ୍ପଷ୍ଟିକରଣ ମାଗିଲେ ଓଡ଼ିଶାର କ୍ରୀଡ଼ାପ୍ରେମୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ ୨୦୨୩ କ୍ରିକେଟ ପାଇଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଏବେ ଉତ୍ସାହିତ ହୋଇପଡ଼ିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତ ବିଶ୍ୱକପର…
ବଡ ଖୁଲାସା: IPL 2023 ସମୟରେ ୪ ଜଣ ଭାରତୀୟ ଖେଳାଳୀ ହୋଟେଲରୁ ହୋଇଥିଲେ ଗାଏବ୍ , ସେଥିପାଇଁ ଟିମ୍ ଇଣ୍ଡିଆରେ …
ନୂଆଦିଲ୍ଲୀ: ଭାରତର ଚାରିଜଣ ଯୁବ ଖେଳାଳିଙ୍କୁ ବିସିସିଆଇ ଦଣ୍ଡିତ କରିବାକୁ ଯାଉଛି । ବଡ ଖବର ହେଉଛି ଯେ, ଏହି ଚାରି ଖେଳାଳି ଆଇପିଏଲ ୨୦୨୩ ସମୟରେ ଦଳର ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ଏହି ଖେଳାଳିମାନେ ବିନା…
କ’ଣ ଏହି ରାଉଣ୍ଡ ରବିନ ଫର୍ମାଟ? ଦିନିକିଆ ବିଶ୍ୱକପର ବଡ ନିୟମ ବିଷୟରେ ଜାଣନ୍ତୁ…
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ । ଏଥିପାଇଁ ସୂଚୀ ଘୋଷଣା ହୋଇସାରିଥିବା ବେଳେ ଚର୍ଚ୍ଚା ଜୋର ଧରିଛି । ତେବେ ଇତିହାସରେ ପ୍ରଥମ ଥର ପାଇଁ କୌଣସି…
ଜାତୀୟ ସୁଟିଂ ଚାମ୍ପିଅନସିପରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସ୍ୱର୍ଣ୍ଣ
ନୂଆଦିଲ୍ଲୀ : ପୁଣିଥରେ କମାଲ୍ କରିଛନ୍ତି ଓଡ଼ିଶାର ଷ୍ଟାର୍ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସୁଟିଂ ଚାମ୍ପିଅନସିପରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି । ୧୦ ମିଟର ଏୟାର…
ବିଶ୍ୱକପ ମାନିଆ: ଅହମ୍ମଦାବାଦ ହୋଟେଲରେ ରାତ୍ରିଯାପନ ପାଇଁ ୫୦ ହଜାର ଟଙ୍କା, ତଥାପି ସବୁ ରୁମ୍ ବୁକ୍
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩କୁ ଆହୁରି ୧୦୦ ଦିନ ବାକି ରହିଛଇ । କିନ୍ତୁ ଏବେଠୁ କ୍ରିକେଟପ୍ରେମୀଙ୍କ ମନରେ ଦେଖିବାକୁ ମିଳିଛି ବିଶ୍ୱକପ ପାଇଁ ଉତ୍ସାହ । ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ମଧ୍ୟ ଏହାର ଫାଇଦା…
ଲର୍ଡସରେ ହଙ୍ଗାମା: ଆସେଜ ଟେଷ୍ଟରେ ପିଚ୍ ଖରାପ କରିବା ପାଇଁ ପଡିଆରେ ପଶିଗଲେ ଦର୍ଶକ
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ହଙ୍ଗାମା ଦେଖିବାକୁ ମିଳିଛି ।…