Browsing Category
ଖେଳ
ପୁରୁଷ ହକି ବିଶ୍ୱକପ: ଜାପାନ୍ଠାରୁ ୭-୧ ଗୋଲ୍ରେ ବେଲଜିୟମ ବିଜୟୀ, ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଡ୍ର’
ରାଉରକେଲା: ପୁରୁଷ ହକି ବିଶ୍ୱକପରେ ଆଜିର ଦ୍ୱିତୀୟ ମ୍ୟାଚ୍ରେ ବେଲଜିୟମ’ ଜାପାନଠାରୁ ୭-୧ ଗୋଲ୍ରେ ବିଜୟୀ ହୋଇଛି। ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ସମ୍ପୁର୍ଣ୍ଣ ଏକପାଖିଆ ରହିଥିଲା। ବେଲଜିୟମ…
ଟେଷ୍ଟ ଅଧିନାୟକ ପଦରୁ ରୋହିତଙ୍କ ଛୁଟି! ରେସରେ ୩ ନୂଆ ଖେଳାଳି, ଟିମ୍ ଇଣ୍ଡିଆ ଭବିଷ୍ୟତ ପାଇଁ BCCI କରୁଛି ପ୍ଲାନିଂ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ନୂଆ ଯୋଜନା କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଗତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା…
ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ୯-୨ ରେ ହରାଇଲା ଅଷ୍ଟ୍ରେଲିଆ
ରାଉରକେଲା: ଆଜି ପୁରୁଷ ହକି ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ’ ଦକ୍ଷିଣ ଆଫ୍ରିକା’କୁ ୯-୨ ରେ ବ୍ୟବଧାନରେ ପରାସ୍ତ କରିଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁଲ୍-ଏ’ରେ ଏହି…
ନ୍ୟୁଜିଲାଣ୍ଡ ବିପକ୍ଷରେ ମନ୍ଥର ଓଭର ପଡିଲା ମହଙ୍ଗା, ଭାରତ ହେଲା ଦଣ୍ଡିତ
ନୂଆଦିଲ୍ଲୀ :ବୁଧବାର ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ODI ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମନ୍ଥର ଓଭର ହାର ବଜାୟ ରଖିଥିବାରୁ ଭାରତକୁ ସେହି ମ୍ୟାଚ ଶୁଳ୍କର ୬୦ ପ୍ରତିଶତ ଜରିମାନା କରାଯାଇଛି।
ଏମିରେଟ୍ସ ଆଇସିସି…
ଭାରତ-ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଏହି ଦେଶରେ ଖେଳାଯିବ ଟି-୨୦ ମ୍ୟାଚ!
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସୀମା ବିବାଦ ହେତୁ ଦୀର୍ଘ ଦିନ ଧରି ଏମାନଙ୍କ ମଧ୍ୟରେ କୌଣସି କ୍ରିକେଟ୍ ସିରିଜ୍ ହୋଇନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପରେ ଉଭୟ ଦଳ ମୁହାଁମୁହିଁ…
ହକି ବିଶ୍ୱକପ: ୱେଲସ୍କୁ ୪-୨ ଗୋଲ୍ରେ ହରାଇଲା ଭାରତ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ୱେଲସ୍ ମଧ୍ୟରେ ଜୋରଦାର ଲଡେଇ ଦେଖିବାକୁ ମିଳିଛି। ଏହି ଲଢେଇରେ ଭାରତ ୱେଲସକୁ ୪-୨ ଗୋଲ୍ରେ ମାତ୍ ଦେଇଛି। ଏହା ସହିତ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜୟ ରହିଛି। ତେବେ…
ହକି ବିଶ୍ୱକପ୍: ସ୍ପେନ୍କୁ ଏକତରଫା ମାତ୍ ଦେଲା ଇଂଲଣ୍ଡ, ୪-୦ରେ ସ୍ପେନ୍ ପରାସ୍ତ
ଭୁବନେଶ୍ୱର: ଆଜି ହକି ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ୍ରେ ସ୍ପେନ୍କୁ ଏକ ପାଖିଆ ଭାବେ ପରାସ୍ତ କରିଛି ଇଂଲଣ୍ଡ। କଳିଙ୍ଗ ଷ୍ଟାଡିୟମ୍ରେ ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ସ୍ପେନ୍କୁ ୪-୦ ଗୋଲ୍ରେ…
ହକି ବିଶ୍ୱକପରେ ନେଦରଲ୍ୟାଣ୍ଡସ୍ର ରେକର୍ଡ ବିଶାଳ ବିଜୟ, ଚିଲି ୧୪-୦ରେ ପରାସ୍ତ
ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍-୨୦୨୩ରେ ଚିଲି ବିପକ୍ଷରେ ଗୋଲଦ୍ ବର୍ଷା କରିଛି ନେଦରଲ୍ୟାଣ୍ଡସ୍। ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍ର ଖେଳାଳି ମାନେ ଚିଲି ବିପକ୍ଷରେ ୧୪…
ବିଶ୍ୱକପ୍ ହକି ୨୦୨୩: ଆଜି ୱେଲ୍ସ ଓ ଭାରତ ମଧ୍ୟରେ ଟକ୍କର
ଭୁବନେଶ୍ୱର:ପୁରୁଷ ହକି ବିଶ୍ୱକପ ହକିରେ ଆଜି ଭାରତ ଏବଂ ୱେଲ୍ସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଯାହାକି ସଂନ୍ଧ୍ୟା ୭ ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ତେବେ ଭାରତ ସିଧାସଳଖ କ୍ୱାଟର ଫାଇନାଲରେ…
ଟମ୍ ଲାଥାମଙ୍କ ହୋଶ ଉଡ଼ାଇଲେ ଇଶାନ କିଶନ, ତାଗିଦ୍ କରିପାରନ୍ତି ମ୍ୟାଚ୍ ରେଫରି
ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ୱିକେଟ୍ କିପର ଇଶାନ୍ କିଶନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାଇଦ୍ରାବାଦରେ ପ୍ରଥମ ଦିନିକିଆ ମ୍ୟାଚରେ ରେଫରିଙ୍କ ଦ୍ୱାରା ତାଗିଦ୍ ହୋଇପାରନ୍ତି। ୱିକେଟ୍ ପଛରେ ଚତୁରତା ପ୍ରଦର୍ଶନ କରୁଥିବାବେଳେ…