Browsing Category
ଖେଳ
ଏତେ ଆକ୍ରମଣାତ୍ମକ ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ବ୍ରେଟ ଲି!, ନିଜର ପୁଅକୁ ମଧ୍ୟ ଛାଡ଼ିଲେ ନାହିଁ, ଦେଖନ୍ତୁ VIDEO
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟତର ତଥା ବିଶ୍ୱର ଅନ୍ୟତମ ଦ୍ରୁତ ବୋଲର ବ୍ରେଟ ଲିଙ୍କୁ କିଏ ବା ନ ଜାଣେ । ନିଜର ଆକ୍ରମଣାତ୍ମକ ବୋଲିଂରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଉଥିଲେ । ତେବେ ଏବେ…
ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ଗାଙ୍ଗୁଲି, କିନ୍ତୁ ବିରାଟଙ୍କ ନାଁ ଧରିଲେ ନାହିଁ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନରେ ପ୍ରଥମ ଏସିଆ ଦେଶ ଭାବେ ଭାରତ ଟେଷ୍ଟ ମ୍ୟାଚ ଜିତିଥିଲା । ଏହି ବିଜୟ ଫଳରେ ଅଧିନାୟକ ବିରାଟ କୋହଲି ଏକ କୀର୍ତ୍ତମାନ ସ୍ଥାପନ କରିଛନ୍ତି । ଏକମାତ୍ର କ୍ୟାପ୍ଟେନ…
ତିନି ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ ରସ୍ ଟେଲର, ବାଂଲାଦେଶ ବିପକ୍ଷ ଖେଳିବେ ଶେଷ ଟେଷ୍ଟ ସିରିଜ
ୱେଲିଂଟନ: ଆଉ ଅଳ୍ପଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇବେ ନ୍ୟୁଜିଲାଣ୍ଡର ମହାନ କ୍ରିକେଟର ରସ୍ ଟେଲର । ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି ଟେଲର । ଆସନ୍ତା ଶନିବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା…
ଟେଷ୍ଟ୍ କ୍ରିକେଟରୁ ଅବସର ନେଲେ ଷ୍ଟାର୍ କ୍ରିକେଟର୍ କ୍ୱିଣ୍ଟନ୍ ଡି କକ୍
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଷ୍ଟାର୍ କ୍ରିକେଟର୍ କ୍ୱିଣ୍ଟନ ଡି କକ୍ ଟେଷ୍ଟ୍ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି । ଗୁରୁବାର ଦିନ ସେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଗତକାଲି ସୁପରସ୍ପୋର୍ଟ ପାର୍କରେ ପ୍ରଥମ…
ମୁମ୍ବାଇ ରଣଜୀ ଟ୍ରଫି ଟିମରେ ସଚିନଙ୍କ ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ: ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଛି ବଡ଼ ସୁଯୋଗ । ପ୍ରଥମଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇଛି । ଆଗାମୀ ରଣଜୀ ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ…
ପ୍ରଥମ ଟେଷ୍ଟ: ବୁମରା ଓ ଶାମିଙ୍କୁ ୩-୩ ୱିକେଟ, ସହଜ ବିଜୟ ସହିତ ୧-୦ରେ ଆଗୁଆ ଭାରତ
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ୧୧୩ ରନରେ ଜିତି ନେଇଛି ଭାରତ । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେବା ସହିତ ଭାରତ ୧-୦ରେ ଆଗୁଆ ରହିଛି ।…
(ଭିଡ଼ିଓ) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଖେଳାଳି
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ ଟେଲର ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୩୭ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ ଖେଳାଳି କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ହୋମ୍ ଗ୍ରାଉଣ୍ଡରେ ହେବାକୁ ଥିବା…
ଦ୍ୱିତୀୟ ଇନିଂସରେ ଭାରତ ୧୭୪ ରନ୍ରେ ଅଲ୍ଆଉଟ୍: ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନ୍ର ଟାର୍ଗେଟ, ଅନ୍ତିମ ଦିନରେ ବିଜୟ ପାଇଁ ଭାରତକୁ…
ସେଞ୍ଚୁରିୟନ(ଦକ୍ଷିଣ ଆଫ୍ରିକା): ସ୍ଥାନୀୟ ସୁ ର ସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥବ ଟେଷ୍ଟ କ୍ରିକେଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ପେସ୍ ବୋଲରଙ୍କୁ ସଠିକ ମୁକାବିଲା କରିବାରେ…
ପ୍ରଥମ ଟେଷ୍ଟ: ଏଲଗାରଙ୍କ ଅର୍ଦ୍ଧଶତକ, ଅନ୍ତିମ ଦିନରେ ବିଜୟ ପାଇଁ ଭାରତକୁ ଆବଶ୍ୟକ ୬ ୱିକେଟ
ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରହିଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ । ଅନ୍ତିମ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୧୧ ରନ ଆବଶ୍ୟକ ରହିଥିବା ବେଳେ ଭାରତକୁ ଆବଶ୍ୟକ ୬ ୱିକେଟ ।…
ପ୍ରଥମ ଟେଷ୍ଟ: ୧୭୪ ରନରେ ଅଲଆଉଟ ହେଲା ଭାରତ, ଘରୋଇ ଦଳକୁ ୩୦୪ ଟାର୍ଗେଟ୍
ନୂଆଦିଲ୍ଳୀ: ସେଞ୍ଚୁରିଅନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଦଳ ମାତ୍ର ୧୭୪ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନର ଅବିଭାଜିତ ସ୍କୋର ୧୨/୧ରୁ ଖେଳ ଆରମ୍ଭ କରିଥିବା ଭାରତ ବଡ ସ୍କୋର…