fbpx
Browsing Category

ଖେଳ

ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ଗୁଆହାଟୀ,୫ ।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ମ୍ୟାଚର ପ୍ରଥମ ଟି-୨୦ ସିରିଜ ମୁକାବିଲା ଆଜି ଗୁଆହାଟିରେ ଖେଳାଯିବ । ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛି ଭାରତ । ଉଭୟ ଦଳ ପାଇଁ ଏହା ୨୦୨୦ରେ ପ୍ରଥମ…

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଇରଫାନ୍ ପଠାନ

ନୂଆଦିଲ୍ଲୀ,୪ ।୧: ଦ୍ରୁତ ବୋଲର ଇରଫାନ୍ ପଠାନ ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ୧୫ ବର୍ଷର ଅନ୍ତରାଷ୍ଟ୍ରୀୟ କ୍ୟାରିୟରକୁ ସେ ଆଜି ଅଲବିଦା କହିଛନ୍ତି । କିନ୍ତୁ ସେ…

ଲୋକସେବା ଭବନରେ କୁମ୍ବଲେ

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ପହଞ୍ଚିଲେ କ୍ରିକେଟର ଅନୀଲ କୁମ୍ବଲେ । ସେଠାରେ ଉନ୍ନୟନ କମିଶନରଙ୍କ ସହ ଅନୀଲ ସାକ୍ଷାତ କରିଛନ୍ତି । ଓଡିଶା ନଲେଜ ହବ୍ ବକ୍ତୃୁତା ମାଳାରେ ଯୋଗ ଦେଇ ‘ଭାରତୀୟ…

ଚ୍ୟାଲେଞ୍ଜର ଟ୍ରଫି ମ୍ୟାଚ୍ ବାତିଲ

କଟକ, ୪ା୧(ଓଡ଼ିଶା ଭାସ୍କର): ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ପ୍ରଥମ ମ୍ୟାଚ ବାତିଲ ହୋଇଥିବା ସୂଚନା ମିଳିଛି । ଅନିଶ୍ଚିତତା ମଧ୍ୟରେ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଆଜି ପ୍ରଥମ ମ୍ୟାଚ ଥିଲା । ଟ୍ରପ ଲାଇନ…

ଆଶଙ୍କାରେ ରହିଛି ଚ୍ୟାଲେଞ୍ଜର ଟ୍ରଫି ମ୍ୟାଚ

କଟକ, ୪ା୧(ଓଡ଼ିଶା ଭାସ୍କର): ଅନିଶ୍ଚିତତା ମଧ୍ୟରେ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଆଜି ପ୍ରଥମ ମ୍ୟାଚ ଥିଲା । ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ…