fbpx
Browsing Category

ଖେଳ

ଦିନ ୧୧ଟାରେ ବାରବାଟୀ ଷ୍ଟାଡ଼ିଅମରେ ପହଞ୍ଚିବେ ଦୁଇ ଦେଶର ଖେଳାଳି

କଟକ, ୨୨ା୧୨(ଓଡ଼ିଶା ଭାସ୍କର): ଆଜି ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ୩ଟିକିଆ ସିରିଜ ୧-୧ ବରାବର ସ୍ଥିତିରେ ରହିଛି । ସକାଳ ୯ଟାରୁ ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡ଼ିଅମର…

ଶେଷ ମ୍ୟାଚ୍ ଭଳି ଖେଳିବୁ: ଶ୍ରେୟସ

କଟକ,୨୧ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଭାରତୀୟ ଖେଳାଳି ଶ୍ରେୟସ ଆୟାର କହିଛନ୍ତି ଯେ, ଦଳର ଆବଶ୍ୟକତା ଅନୁସାରେ…

ବାରବାଟୀରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

କଟକ,୨୧ ।୧୨(ଓଡିଶା ଭାସ୍କର): ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ଭାରତୀୟ ଖେଳାଳି । କାଲିର ମ୍ୟାଚ୍ ପାଇଁ ଭୁବନେଶ୍ୱର ମେ ଫେୟାରରେ ରହୁଥିବା ଭାରତୀୟ ଖେଳାଳି କଟକରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି ।…

ରଣଜୀ ମ୍ୟାଚରେ ଓଡ଼ିଶାର ଇନିଂସ ବିଜୟ

ଭୁବନେଶ୍ୱର,୨୦ା୧୨(ଓଡ଼ିଶା ଭାସ୍କର): ରଣଜୀ ମ୍ୟାଚରେ ଓଡ଼ିଶାର ଇନିଂସ ବିଜୟ ହୋଇଛି । ସର୍ଭିସେସକୁ ଏକ ଇନିଂସ ଓ ୩୧ ରନରେ ହରାଇଛି ଓଡ଼ିଶା । ଇନିଂସ ବିଜୟ ପାଇଁ ଓଡ଼ିଶାକୁ ୭ପଏଣ୍ଟ ମିଳିଛି । ପ୍ରଥମ ଇନିଂସରେ ଓଡ଼ିଶା…

ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷା ଯାଞ୍ଚ କଲେ ଡିଜିପି

କଟକ, ୨୦ା୧୨(ଓଡ଼ିଶା ଭାସ୍କର): ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ଡିଜିପି ଅଭୟଙ୍କ ସହ ପୋଲିସ କମିଶନର ଓ ଡିସିପି ଉପସ୍ଥିତ ମଧ୍ୟ ରହିଥିଲେ । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ…

ଆସନ୍ତାକାଲି ବାରବାଟୀରେ ଅଭ୍ୟାସ କରିବନି ଭାରତୀୟ ଦଳ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ବାରବାଟୀରେ ଭାରତୀୟ ଦଳ ଅଭ୍ୟାସ କରିବନି । ଅଭ୍ୟାସ ନକରିବା ନେଇ ଓସିଏକୁ ସୂଚନା ଦେଇଛନ୍ତି ଟିମ୍ ମ୍ୟାନେଜର । ୱେଷ୍ଟଇଣ୍ଡିଜ ମଧ୍ୟ କାଲି ବାରବାଟୀରେ ଅଭ୍ୟାସ…