Browsing Category

ଖେଳ

କ୍ରମାଗତ ପରାଜୟ ପରେ ମର୍ମାହତ ୱେଷ୍ଟଇଣ୍ଡିଜର ତାରକା ଅଲରାଉଣ୍ଡର, ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ଦଳ ଟି-୨୦ ବିଶ୍ୱ କପରୁ ବାହାର ହୋଇ ଯାଇଛି । ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନ ୱେଷ୍ଟଇଣ୍ଡିଜକୁ ଶ୍ରୀଲଙ୍କା ୨୦ ରନରେ ହରାଇଛି । ଟୁର୍ଣ୍ଣାମେଣ୍ଟରେ ଏହା ଇଣ୍ଡିଜର ତୃତୀୟ ପରାଜୟ । ଲଗାତାର…

୨୩ ବର୍ଷ ବୟସରେ ଜିତିଛନ୍ତି ୨ଟି ବିଶ୍ୱକପ୍ ଟାଇଟଲ୍, ଆଜି ସବୁଠାରୁ ସଫଳ କ୍ୟାପଟେନ୍

ନୂଆଦିଲ୍ଳୀ: ବିରାଟ କୋହଲୀ, କେବଳ ନାମ ହିଁ ଯଥେଷ୍ଟ । ଆଜି ନଭେମ୍ବର ୫ ତାରିଖ ହେଉଛି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲୀଙ୍କ ଜନ୍ମଦିନ । ସେ ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି । ହେଲେ ସେ ୨୩ ବର୍ଷ ବୟସରେ…

ଭାରତର ପ୍ରଥମ ବିଜୟରେ ବଦଳିଗଲା ସେମି ଫାଇନାଲର ସମୀକରଣ, ଜାଣନ୍ତୁ ଏବେ ଦଳକୁ କଣ କରିବାକୁ ପଡିବ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ କ୍ରମାଗତ ଦୁଇଟି ଶୋଚନୀୟ ପରାଜୟ ପରେ ଭାରତ ପ୍ରଥମ ବିଜୟ ହାସଲ କରିଛି । ଭାରତ ନିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁକ ୬୬ ରନର ବଡ ବ୍ୟବଧାନରେ ହରାଇଛି । ଏଥିସହିତ ଭାରତର ସେମି…

T-20 World Cup: ଏହି ପାଞ୍ଚଟି କାରଣ ପାଇଁ ଟିମ୍ ଇଣ୍ଡିଆ ବିଜୟ ଟ୍ରାକକୁ ଫେରିବାକୁ ସକ୍ଷମ ହେଲା

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଟିମ୍ ଇଣ୍ଡିଆ ସମସ୍ତଙ୍କର ସମାଲୋଚନାର ପାତ୍ର ହୋଇଥିଲା । ଏଥିପାଇଁ ଖେଳାଳିଙ୍କ ମନୋବଳ, ମ୍ୟାନେଜେମେଣ୍ଟ ଆଦିରେ…

ଦେଶର ପ୍ରଥମ ଫୁଟବଲ୍‌ ଖେଳାଳି ଭାବେ ଖେଳରତ୍ନ ପୁରସ୍କାର ପାଇବାରେ ଛେତ୍ରୀ

ନୂଆଦିଲ୍ଲୀ: ସୁନିଲ ଛେତ୍ରୀ ଦେଶର ପ୍ରଥମ ଫୁଟବଲ ଖେଳାଳି ଭାବେ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ପୂର୍ବରୁ ଅନ୍ୟ କୌଣସି ଫୁଟବଲ ଖେଳାଳି ଆଜି…

ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଫ୍ୟାନ ମାନଙ୍କୁ ବିଜୟ ଭେଟି ଦେଇଛି ଭାରତ । ଆଫଗାନିସ୍ତାନ ବିପକ୍ଷରେ ଦଳ ହାସଲ କରିଛି ବୃହତ ବିଜୟ । ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ୨୧୦ ରନର ବୃହତ ସ୍କୋର କରିବା ପରେ…

ଶତକୀୟ ଭାଗିଦାରୀରେ ରୋହିତ ରାହୁଲଙ୍କ ନୂଆ ରେକର୍ଡ; ପଛରେ ପଡିଲେ ସେହ୍ୱାଗ-ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଓପନର ରୋହିତ ଶର୍ମା ଏବଂ କେ ଏଲ ରାହୁଲଙ୍କ ଶତକୀୟ ଭାଗିଦାରୀ ବଳରେ ଭାରତ ୨୦୦ ରନ ପୂରଣ କରିଥିଲା । ଏହି ଶତକୀୟ ଭାଗିଦାରୀ ଜରିଆରେ ଉଭୟ ଖେଳାଳି ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ପ୍ରଥମ…

ରୋହିତ-ରାହୁଲଙ୍କ ଅର୍ଦ୍ଧଶତକ: ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ ଫ୍ୟାନଙ୍କୁ ଏକ ଦମଦାର ଶୁଭେଚ୍ଛା ଜଣାଇଛି କ୍ରିକେଟ ଟିମ୍ । ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦୁଇ ଓପନରଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ଭାରତ ୨୦୦…

ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ ହେଲେ ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରାଯାଇଛି । ବିସିସିଆଇ ପକ୍ଷରୁ ବୁଧବାର ଦ୍ରାବିଡଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବରୁ ଦ୍ରାବିଡଙ୍କୁ ବରିଷ୍ଠ ଦଳର…

T20 World Cup: ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ଜିତିଲା ନ୍ୟୁଜିଲାଣ୍ଡ,  ଭାରତ ପାଇଁ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ଆଇସିସି ଟି୨୦ ୱାର୍ଲ୍ଡ କପ୍ ୨୦୨୧ରେ ବୁଧବାର ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡକୁ ୧୬ ରନରେ ପରାସ୍ତ କରିଛି । ତେବେ ନ୍ୟୁଜିଲାଣ୍ଡର ବିଜୟ ସହ ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ପାଇଁ ଅଡ଼ୁଆ ବଢ଼ିଛି ।…