Browsing Category

ଖେଳ

ବଟଲରଙ୍କ ଶତକ; ପ୍ରଥମ ଦଳ ଭାବରେ ସେମିରେ ଇଂଲଣ୍ଡ

ନୂଆଦିଲ୍ଲୀ: ଓପ୍ନର ଜୋସ୍ ବଟଲରଙ୍କ ଶତକ ବଳରେ ଶ୍ରୀଲଙ୍କାକୁ ୨୬ ରନରେ ପରାସ୍ତ କରିଛି ଇଂଲଣ୍ଡ । ଏହି ବିଜୟ ସହିତ ୪ଟି ମ୍ୟାଚରୁ ୪ଟି ବିଜୟ ହାସଲ କରି ଇଂଲଣ୍ଡ ପ୍ରଥମ ଦଳ ଭାବରେ ଟି-୨୦ ବିଶ୍ୱକପ ସେମିରେ ପ୍ରବେଶ କରିଛି…

ଆଶଙ୍କାରେ ଭାରତର ସେମି ଫାଇନାଲ ଆଶା; ଜାଣନ୍ତୁ କଣ ରହିଛି ସମୀକରଣ

ନୂଆଦିଲ୍ଳୀ: ଚଳିତ ଟି-୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରିଛି । ଦଳ ନିଜର ପ୍ରଥମ ଦୁଇ ମୁକାବିଲାରେ ପରାଜିତ ହେବା ସହିତ ସେମିଫାଇନାଲ ଦୌଡରୁ ଆପାତତଃ ବାଦ ପଡିଛି ।…

ଟିମ୍ ଇଣ୍ଡିଆ T-20 ବିଶ୍ୱକପରେ ବାରମ୍ବାର ହାରୁଛି ଓ ଆଗକୁ ଜିତିବାର ସମ୍ଭାବନା ମଧ୍ୟ କମ୍: ଜାଣନ୍ତୁ ଏହା ପଛର ୮ଟି ମୁଖ୍ୟ କାରଣ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ଅନ୍ୟତମ ଦାବିଦାର କୁହାଯାଉଥିବା ଭାରତର ବିଶ୍ୱକପ ଅଭିଯାନ ଏକପ୍ରକାର ସରିଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଓ ନ୍ୟଜିଲାଣ୍ଡଠାରୁ ଏକତରଫା ଭାବେ ପରାଜୟ ପରେ ଟିମ୍ ଇଣ୍ଡିଆର…

ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଲା ଚେନ୍ନାଇ ସୁପର କିଙ୍ଗ

ନୂଆଦିଲ୍ଲୀ: ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍‌ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ ଥ୍ରୋର ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଲା ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ।…

ଡେରିଲ୍ ମିଚେଲ୍ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଦମଦାର ପ୍ରଦର୍ଶନ: ନ୍ୟୁଜିଲାଣ୍ଡର ସହଜ ବିଜୟ

ନୂଆଦିଲ୍ଳୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମୁକାବିଲାକୁ ଅନାୟାସରେ ଜିତି ନେଇଛି ନ୍ୟୁଜିଲାଣ୍ଡ । ୧୧୧ ରନ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ହାସଲ କରି…

ବୋଲ୍ଟଙ୍କ ଘାତକ ବୋଲିଂ: ୧୧୦ ରନରେ ସୀମିତ ରହିଲା ଭାରତ

ନୂଆଦିଲ୍ଲୀ: ଟ୍ରେଣ୍ଟ ବୋଲ୍ଟ ଓ ଇଶ ସୋଧୀଙ୍କ ଘାତକ ବୋଲିଂ ଫଳରେ ମାତ୍ର ୧୧୦ ରନରେ ସୀମିତ ରହିଛି ଭାରତ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୨୬ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ କରିଥିଲେ ।…

ହମିଦ ହସନଙ୍କ ଘାତକ ବୋଲିଂ; ଆଫଗାନିସ୍ତାନର ବୃହତ ବିଜୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଳ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖିଛି । ପ୍ରଥମ ମ୍ୟାଚରେ ବୃହତ ବିଜୟ ହାସଲ କରିଥିବା ଆଫଗାନିସ୍ତାନ ଆଉ ଏକ ବଡ ବିଜୟ ସହିତ ସେମି ଫାଇନାଲ ଦାବିଦାରୀକୁ…

ଟି-୨୦ ବିଶ୍ୱକପ୍: ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଲା ଭାରତ

ନୂଆଦିଲ୍ଳୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ସୁପର-୧୨ ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ବେଳେ ଦୁଇଟି ପରିବର୍ତ୍ତନ…

ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର; ସ୍ୱତନ୍ତ୍ର ଜର୍ସିରେ ସମ୍ମାନିତ କଲା ଆଇପିଏଲ ଫ୍ରାଞ୍ଚାଇଜି

ନୂଆଦିଲ୍ଳୀ: ଭାରତୀୟ ଅଲିମ୍ପିକ୍ସ ହିରୋ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର ପ୍ରଦାନ କରିଛି ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ । ୪ଥର ଆଇପିଏଲ ବିଜୟୀ ହୋଇଥିବା ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ…

ଶାମିଙ୍କୁ ସମର୍ଥନ କଲେ କୋହଲି; ପ୍ରଶଂସା କଲେ ସ୍ୱରା ଓ ଫରହାନ୍

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଟ୍ରୋଲ କରାଯାଉଥିଲା । ଏକାଧିକ ପୂର୍ବତନ ଖେଳାଳି ଶାମିଙ୍କ ସମର୍ଥନରେ ବାହାରିଥିଲେ । ଶେଷରେ ଶନିବାର ଭାରତୀୟ ଅଧିନାୟକ ବିରାଟ…