Browsing Category
ଖେଳ
ମାତ୍ର ୪ଟି ବଲ୍ ଖେଳି ସମସ୍ତଙ୍କ ହୃଦୟ ଜିତି ନେଲେ: ୧୪ ଛକା ମାରି ଟିମରେ ସାମିଲ ହୋଇଥିଲେ
ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଅଧିନାୟକ ୟଶ ଧୁଲ ଶତକ ହାସଲ କରିଥିଲେ । କୋହଲି ଏବଂ ଉନ୍ମୁକ୍ତ ଚାନ୍ଦଙ୍କ ପରେ ତୃତୀୟ ଭାରତୀୟ…
ଭାରତୀୟ ଦଳର ଅନେକ ଖେଳାଳି କରୋନା ସଂକ୍ରମିତ, ତଥାପି ପ୍ରଥମ ଦିନିକିଆ ଖେଳିବେ ନାହିଁ କେଏଲ ରାହୁଲ
ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ଏବଂ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା। ଦଳର ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ, ଋତୁରାଜ ଗାଏକଓ୍ଵାଡ ସହିତ ମଧ୍ୟକ୍ରମ ବ୍ୟାଟସମ୍ୟାନ…
(Video) ୱେଷ୍ଟଇଣ୍ଡିଜ୍ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା: ୭ ଜଣ ହେଲେ କୋଭିଡରେ ସଂକ୍ରମିତ
ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜବରଦସ୍ତ ଝଟକା । ଦଳର ୪ ଜଣ ଖେଳାଳି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଏହି…
(Video) U-19 ବିଶ୍ୱକପ: ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କଲା ଭାରତ, ଇଂଲଣ୍ଡ ସହ ହେବ ଫାଇନାଲ ମୁକାବିଲା
ନୂଆଦିଲ୍ଲୀ: ନୂଆବର୍ଷର ଆରମ୍ଭରୁ ଭାରତୀୟ କ୍ରିକେଟ ପାଇଁ ଏକ ଶୁଭ ଖବର ଆସିଛି । ଅଣ୍ଡର-୧୯ ବିଶ୍ୱକପରେ ଭାରତ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ…
୧୯ ବର୍ଷରୁ କମ ବିଶ୍ୱକପ୍: ସେମିଫାଇନାଲରେ ଚମକିଲେ ୟଶ ଧୁଲ, ୨୯୧ ରନର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ ସେମି ଫାଇନାଲରେ ଅଧିନାୟକ ୟଶ ଧୁଲଙ୍କ ଦମଦାର ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆକୁ ୨୯୧ ରନର ଟାର୍ଗେଟ ଦେଇଛି ଭାରତ । ନିର୍ଦ୍ଧାରିତ ଓଭରରେ ଭାରତ ୫ ୱିକେଟ ହରାଇ ୨୯୦ ରନ…
ଭାରତୀୟ ଦଳକୁ ଝଟକା: ଶିଖର ଧୱନ ଓ ଋତୁରାଜ ଗାଏକ୍ୱାଡଙ୍କ ସମେତ ଏକାଧିକ ଖେଳାଳି କରୋନା ପଜିଟିଭ୍
ନୂଆଦିଲ୍ଳୀ: ୱେଷ୍ଟଇଣ୍ଡିଜ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଝଟକା । ଭାରତୀୟ ଦଳର ଏକାଧିକ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅହମ୍ମଦାବାଦରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ଭାରତୀୟ ଦଳ ରହିଥିବା…
ନୂଆ ଅବତାରରେ ପ୍ରଶଂସକଙ୍କ ପାଖକୁ ଫେରିଲେ ମାହି: ପ୍ରଥମ ଝଲକରେ ହିଁ କରିଦେଲେ ପାଗଳ
ନୂଆଦିଲ୍ଲୀ: ସିଂହ ପଛକୁ ଫେରିଲେ ଏକ ବଡ ଲମ୍ଫ ଦିଏ । ଏହି ଉକ୍ତିଟି ସବୁ ପ୍ରଶଂସକଙ୍କ ମୁହଁରେ ଥିଲା, ଯେତେବେଳେ ୨୦୨୦ରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ମହେନ୍ଦ୍ର ସିଂହ ଧୋନୀ । ଆଉ ନିଜ ଫ୍ୟାନ୍ସମାନଙ୍କ ଏହି…
ବାରମ୍ବାର ଖେଳାଳି ପରିବର୍ତ୍ତନ ନକରି ସମୟ ଦେବା ଦରକାର: ଗୌତମ ଗମ୍ଭୀର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଟିମ ସିଲେକ୍ସନକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଗତ ତିନି ବର୍ଷ ଧରି ଜଣେ ଅଲରାଉଣ୍ଡର ପାଇଁ ଟିମ ଇଣ୍ଡିଆରେ ଭାଳେଣି ପଡିଛି । ଷ୍ଟାର ଅଲରାଉଣ୍ଡର…
ଫାଇନାଲ ଖେଳିବାକୁ ଦୀର୍ଘ ଦିନର ଅପେକ୍ଷା ଶେଷ: ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ
ଆଣ୍ଟିଗୁଆ: ଅଣ୍ଡର ୧୯ ବିଶ୍ୱକପରେ ଆଫଗାନିସ୍ତାନକୁ ମାତ ଦେଇ ଫାଇନାଲରେ ପହଞ୍ଚିଛି ଇଂଲଣ୍ଡ । ଡକ-ୱର୍ଥ-ଲୁଇସ ନିୟମ ଅନୁସାରେ ଇଂଲଣ୍ଡ ଆଫଗାନିସ୍ତାନକୁ ୧୫ ରନରେ ହରାଇ ଫାଇନାଲର ଟିକେଟ ହାସଲ କରିଛି । ତେବେ ସବୁଠୁ ରୋଚକ…
ଦିନିକିଆ ସିରିଜ ପାଇଁ ଅହମ୍ମଦାବାଦରେ ପହଞ୍ଚିଲା ୱେଷ୍ଟଇଣ୍ଡିଜ: ୧୯ ବର୍ଷର ରେକର୍ଡ ଦୋହରାଇବାକୁ ରଖିଛି ଆଶା
ନୂଆଦିଲ୍ଳୀ: ୧୯ ବର୍ଷର ରେକର୍ଡକୁ ଦୋହରାଇବା ପାଇଁ ଭାରତରେ ପହଞ୍ଚିଛି ୱେଷ୍ଟ ଇଣ୍ଡିଜ ଟିମ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ ମହାସମର । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…