Browsing Category
ଖେଳ
Paris Olympics: “ମୁଁ ବ୍ୟସ୍ତ ଅଛି, ପରେ ଫୋନ କରିବୁ”- ସରବଜୋତ ସିଂଙ୍କ ମା’, ପୁଅର ଅଲମ୍ପିକ ବିଜୟକୁ ନେଇ ଏମିତି କହିଲେ….
ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ମନୁ ଭାକରଙ୍କ ସହ କାଂସ୍ୟ ଜିତିବା ପରେ ସାରା ଭାରତ ୨୨ ବର୍ଷିୟ ସୁଟର ସରବଜୋତ ଓ ମନୁଙ୍କ ପ୍ରତିଟି ଘଟଣା ପ୍ରତି ନଜର ରଖିଛି । ଏହି ଦୁହିଁଙ୍କୁ ଶୁଣିବା ପାଇଁ ସମସ୍ତେ ମଧ୍ୟ…
ମନୁଙ୍କ ୨ ପଦକ ବିଜୟ ରଚିଲା ଇତିହାସ, ଝୁମିଲା ସାରା ବଲିଉଡ, ତାରକା କହିଲେ, ବଲ୍ଲେ ବଲ୍ଲେ….
ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସର ଚତୁର୍ଥ ଦିନରେ ସୁନାଝିଅ ମନୁ ଭାକର ପୁଣି ଚମକିଛନ୍ତି । ସୁନ୍ଦରୀ ସୁଟର ମନୁ ଭାକର ଏହାସହ ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି ।…
INDvsSL; ଶୁଭମନଙ୍କ ପରେ ପରାଗ-ସୁନ୍ଦରଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ, ଶ୍ରୀଲଙ୍କାକୁ ଦେଲେ ୧୩୮ ରନର ଟାର୍ଗେଟ
ନୂଆଦିଲ୍ଲୀ: ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କା ଆଗରେ ୧୩୮ ରନର ଟାର୍ଗେଟ ରଖିଛି । ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପରେ ଭାରତୀୟ…
ଭାରତୀୟ ହକି ଟିମର ଦ୍ୱିତୀୟଥର ବିଜୟ ହାସଲ: ଆୟରଲ୍ୟାଣ୍ଡ ୨-୦ରେ ପଏଣ୍ଟରେ ହାରିଲା
ନୂଆଦିଲ୍ଲୀ: ଆଜି ଭାରତୀୟ ହକି ଟିମ୍ ପ୍ୟାରିସ ଅଲିମ୍ପିକରେ ଆୟରଲ୍ୟାଣ୍ଡକୁ ୨-୦ ପଏଣ୍ଟରେ ହରେଇଛି । ଏହା ଭାରତୀୟ ଟିମକୁ ଦ୍ୱିତୀୟଥର ପାଇଁ ବିଜୟ ଲାଭ କରିଛି । ଏହି ଅଲିମ୍ପିକରେ ସବୁଠାରୁ ଅଧିକ ଗୋଲ୍ ପୁରୁଷ ହକି ଟିମ…
କ୍ରିକେଟ୍ ଜଗତରେ ଇତିହାସ ରଚିଲେ ରସିଦ ଖାନ୍; ମାତ୍ର ୨୫ ବର୍ଷ ବୟସରେ ୬୦୦ଟି ଟି-୨୦ ୱିକେଟ୍
ନୂଆଦିଲ୍ଲୀ: ଆଫଗାନିସ୍ତାନର ରସିଦ ଖାନ୍ ଙ୍କୁ ବିଶ୍ୱର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରେ ଗଣା ଯାଏ। ବିଶେଷ କରି ଟି-୨୦ ଫର୍ମାଟରେ ରସିଦ ଖାନଙ୍କ ପାଖରେ କୌଣସି ଉତ୍ତର ନାହିଁ। ରସିଦ୍ ଖାନ୍ ନିଜର ଗୁଗଲି ଏବଂ ଭେରିଏସନ୍…
ପ୍ୟାରିସ ଅଲିମ୍ପିକ୍ସରେ ଦ୍ୱିତୀୟ ପଦକ ଜିତିଲା ଭାରତ: ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଚତୁର୍ଥ ଦିବସରେ ଆଜି ଭାରତର କ୍ରୀଡ଼ା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ଗତ ୨୮ ତାରିଖରେ ଭାରତ ପ୍ରଥମ ପଦକ ଜିତିଥିବା ବେଳେ ଆଜି ଦ୍ୱିତୀୟ ପଦକ ଜିତିଛି । ଏୟାର…
ଟିମ୍ ଇଣ୍ଡିଆକୁ ମିଳିବ ନୂତନ ବୋଲିଂ କୋଚ୍, ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫ୍ ହେବେ ଏହି ଖେଳାଳି
ନୂଆଦିଲ୍ଲୀ: ଆଇସିସି ଟି- ୨୦ ବିଶ୍ୱକପ୍ ପରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ସମ୍ପୂର୍ଣ୍ଣ ସପୋର୍ଟ ଷ୍ଟାଫ୍ ମିଳିପାରିନାହିଁ ।…
ACC ପକ୍ଷରୁ ବଡ଼ ଘୋଷଣା: ଏସିଆ କପ ୨୦୨୫ ଭାରତ ଆୟୋଜନ କରିବ, ପାକିସ୍ତାନକୁ ଝଟକା
ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଆୟୋଜନକୁ ନେଇ ଆସିଛି ଏକ ବଡ଼ ନିଷ୍ପତ୍ତି । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରିବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଭାରତ ପାକିସ୍ତାନ ଗସ୍ତ କରିବା ନ କରିବା ନେଇ…
ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ବିଶ୍ୱ ଦେଖିଲା ଆଶ୍ଚର୍ଯ୍ୟଜନକ ଟେକ୍ନୋଲୋଜି; ପକ୍ଷାଘାତ ସତ୍ତ୍ୱେ ମଶାଲ ଧରି ବୁଲିଲେ ଆଥଲେଟ୍, ଜାଣନ୍ତୁ କେମିତି?
ନୂଆଦିଲ୍ଲୀ: ପ୍ୟାରିସରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ-୨୦୨୪ । ଜୁଲାଇ ୨୬ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଉଦଘାଟନ ପୂର୍ବରୁ ଅନେକ ଖେଳାଳି ପ୍ୟାରିସର ରାସ୍ତାରେ ମଶାଲ ଧରି ଦୌଡୁଥିବା ଦେଖିବାକୁ…
Paris Olympics 2024: ପଦକ ବିଜେତାଙ୍କୁ ମିଳୁଛି Eiffel Tower ଲୁହା, ଜାଣନ୍ତୁ ପ୍ୟାରିସ ଅଲମ୍ପିକ୍ସର ସତ୍ୟତା
ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଯେଉଁ ଖେଳାଳି ପଦକ ଜିତିବ, ସେ ଇତିହାସର ଏକ ସ୍ୱତନ୍ତ୍ର ଅଂଶ ମଧ୍ୟ ହୋଇଯିବ । ଯେମିତିକି ଭାରତର ସୁନ୍ଦରୀ ସୁଟର ମନୁ ଭାକର ୧୦ ମିଟର ଏୟାର ପିଷ୍ଟଲରେ କାଂସ୍ୟ ଜିତିଛନ୍ତି ।…