Browsing Category

Top Stories

ଚାକିରି କ୍ଷେତ୍ରରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଦେବେ ଏହି ରାଜ୍ୟ ସରକାର

ଭୋପାଳ: ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ ଦେବେ ମଧ୍ୟପ୍ରଦେଶ ସରକାର । ଚାକିରି କ୍ଷେତ୍ରରେ ମହିଳାଙ୍କ ଲାଗି ୩୫ ପ୍ରତିଶତ ସଂରକ୍ଷଣ ଦେବାକୁ ନଭେମ୍ବର ୫ (ମଙ୍ଗଳାବର)ରେ ଘୋଷଣା କରାଯାଇଛି ।…

ବ୍ରେନକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

ମାନବ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ। ଶରୀରର ସମସ୍ତ ଅଙ୍ଗକୁ ପରିଚାଳିତ କରିଥାଏ ଏହି ଅଙ୍ଗ। କେବଳ ଏତିକି ନୁହେଁ, ମସ୍ତିଷ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ହୃଦ…

ପ୍ରୋଟିନ୍ ଅଭାବ ହେଲେ ଏହି ସମସ୍ୟାରେ ଘାଣ୍ଟି ହେବେ ମହିଳା, ଜାଣନ୍ତୁ ଲକ୍ଷଣ

ମହିଳାମାନେ ସାଧାରଣତଃ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ଅଫିସ୍, ଘର କାମ, ପିଲାମାନଙ୍କ ଖାଇବା-ପଢିବା ଆଦି କଥା ବୁଝୁ ବୁଝୁ ସେମାନେ ନିଜର ଯତ୍ନ ନେବାକୁ ସମୟ ପାଆନ୍ତିନି। ଏହି ସବୁ ଅବହେଳା ଧିରେ…

ପାଣିପାଗ ବିଭାଗର ସୂଚନା: ଆସନ୍ତା ସପ୍ତାହରୁ ରାଜ୍ୟରେ ଆରମ୍ଭ ହେବ ଶୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଥିବା ବେଳେ ଏହା ମଧ୍ୟରେ ପାଗରେ ପରିବର୍ତ୍ତନ ହେବାକୁ ଯାଉଛନ୍ତି । ଖୁବଶୀଘ୍ର ରାଜ୍ୟବାସୀ ଶୀତକୁ ସାମ୍ନା କରିବେ ।…

ବଡ଼ ଦୁଃଖ ଖବର: ପରଲୋକରେ ଲୋକ ଗାୟିକା ଶାରଦା ସିହ୍ନା, ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନା ଆଉ ନାହାନ୍ତି । ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିବା ଶ୍ରୀମତୀ ସିହ୍ନା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଦିଲ୍ଲୀ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ହିତାଧିକାରୀ ପିଛା ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ…

ଦେଶରେ ବଢୁଛି ଟିବି ରୋଗୀଙ୍କ ସଂଖ୍ୟା, ଫେଲ୍ ମାରିଲା ସରକାରୀ ଅଭିଯାନ…

ନୂଆଦିଲ୍ଲୀ: ଦେଶକୁ ୨୦୨୫ ସୁଦ୍ଧା ଟିବି ବା ଟୁ୍ୟବରକୁଲୋସିସ୍ ରୋଗରୁ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ସରକାର । କିନ୍ତୁ ଏବେ ଏହା ସଫଳ ହେଲା ଭଳି ଲାଗୁନାହିଁ । କାରଣ ଏବେ ଚିନ୍ତା ବଢ଼ାଇ ଦେଇଛି, ଡବ୍ଲୁ୍ୟଏଚ୍ଓ…

ଗୁଜରାଟରେ ଭୁଶୁଡ଼ିଲା ବୁଲେଟ୍ ଟ୍ରେନ୍ ପାଇଁ ନିର୍ମାଣ ହେଉଥିବା ପୋଲ; ଫସିଛନ୍ତି ଅନେକ ଶ୍ରମିକ

ନୂଆଦିଲ୍ଲୀ: ଗୁଜରାଟର ଆନନ୍ଦର ଭାସାଦଠାରେ ବୁଲେଟ୍ ଟ୍ରେନ୍ ର ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି । ଜାତୀୟ ଗଣମାଧ୍ୟମ କହିବା ଅନୁସାରେ, ନିର୍ମାଣାଧୀନ ପୋଲର ଏକ ଅଂଶ ଏବଂ କିଛି ପିଲର୍ ଭୁଶୁଡ଼ି ପଡ଼ିଛି ଏବଂ ଅତି କମ୍…

ଟ୍ରମ୍ପ ବନାମ ହାରିସ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିଲେ ଭାରତକୁ ଅଧିକ ଫାଇଦା ମିଳିବ?

ନୂଆଦିଲ୍ଲୀ: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଛି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ତେବେ…

ମହିଳାଙ୍କୁ ମାସିକ ୨୫୦୦, ୪୫୦ ଟଙ୍କାରେ ମିଳିବ ସିଲିଣ୍ଡର…, ଝାଡ଼ଖଣ୍ଡରେ ଏପରି ୭ଟି ଗ୍ୟାରେଣ୍ଟି ଦେଲା I.N.D.I.A

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଇଏନଡିଏ ବ୍ଲକ ପକ୍ଷରୁ ଆଜି (ନଭେମ୍ବର ୦୫) ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ମେଣ୍ଟର ଏହି ଇସ୍ତାହାରରେ ମହିଳାଙ୍କ ପାଇଁ ମାସିକ ୨୫୦୦ ଟଙ୍କା, ୪୫୦…