Browsing Category

Top Stories

(Video) କ୍ରିକେଟ ଜଗତ ଦେଖିବ ବଣମଲ୍ଲୀର ମହକ! ଜାହିର ଖାନଙ୍କ ପରି ବୋଲିଂ କରୁଥିବା ୧୨ ବର୍ଷୀୟା ଝିଅର ଭାଗ୍ୟ ବଦଳାଇଲେ ସଚିନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଗରିବ ତଥା ସାଧାରଣ ବର୍ଗର କମ୍ ବୟସର ପିଲାଙ୍କର ବିରଳ ପ୍ରତିଭା ସୋସିଆଲ ମିଡ଼ିଆ ଜରିଆରେ ସାମ୍ନାକୁ ଆସିଥାଏ । ବଣରେ ଫୁଟି ସେହିଠାରେ ହିଁ ମଉଳି ଯାଉଥିବା ଏପରି କୁନି ପ୍ରତିଭାଙ୍କ ଜୀବନ…

ଏଥର ଫିକା ପଡ଼ିବ Zero Night, ଜାରି ହେଲା କଟକଣା, ଅମାନିଆଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଥର ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେଶନ୍ । କାରଣ ଜିରୋ ନାଇଟ୍ ପାଇଁ ଅବକାରୀ ବିଭାଗ କଟକଣା ଜାରି କରିଛି । ଆସନ୍ତା ୩୧ ତାରିଖରେ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ବାଧ୍ୟତାମୂଳକ ବୋଲି…

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍ କି? ଏହି ଅଭ୍ୟାସ ଥିଲେ ଜାଣି ରଖନ୍ତୁ ପରିଣାମ

ଓଡ଼ିଶା ଭାସ୍କର: ଜଳ ଜୀବନ ଲାଗି ନିହାତି ଆବଶ୍ୟକ । ଖରାଦିନେ ଆମେ ସମସ୍ତେ ଅଧିକ ପାଣି ପିଇବା ଉଚିତ । କିନ୍ତୁ ପାଣି ପିଇବାର ବି କିଛି ନିୟମ ରହିଛି । ଯେପରିକି ଛିଡା ହୋଇ ପାଣି ପିଇବା ଅନୁଚିତ, ରାତିରେ ଶୋଇବା…

ଗୁକେଶଙ୍କୁ ମିଳିଲା ବଡ଼ ଉପହାର: ୪.୬୭ କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଗୁକେଶଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ନିକଟରେ ଗୁକେଶ ୱାର୍ଲ୍ଡ ଚେସ ଚାମ୍ପିୟନଶିପ ଟାଇଟଲ ଜିତି ସ୍ୱଦେଶ ଫେରିଥିଲେ । ଚାମ୍ପିୟନ ହେବା ପରେ ଗୁକେଶଙ୍କୁ ୧.୩ ମିଲିୟନ…

ଲାଗୁ ହେଲା ନୂଆ ନିୟମ… ସାଇବର କ୍ରାଇମ୍ ରୋକିବ କଲର ଟ୍ୟୁନ୍, ନିର୍ଦ୍ଦେଶ ଜାରି କଲା ଟେଲିକମ୍ୟୁନିକେସନ ବିଭାଗ

ନୂଆଦିଲ୍ଲୀ: ସାଇବର କ୍ରାଇମକୁ ରୋକିବା ପାଇଁ ଲଗାତର ଭାବେ ସରକାରଙ୍କ ପକ୍ଷରୁ ପ୍ରୟାସ ଜରି ରହିଛି । ଏ ଦିଗରେ ବର୍ତ୍ତମାନ ଟେଲିକମ୍ ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଜିଓ, ଏୟାରଟେଲ, ଭୋଡାଫୋନ୍ ଏବଂ…

Year Ender; ୨୦୨୪ରେ ସତ ହୋଇଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ସବୁ ସମସ୍ୟା ସାମନା କରିଛି ପୃଥିବୀ, ଆଉ ଆଗକୁ…

ଓଡ଼ିଶା ଭାସ୍କର: ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ବ୍ରେକଜିଟ୍‌କୁ ନେଇ ଯାହା ଭବିଷ୍ୟବାଣୀ କରିଥିଲେ ତାହା ସତ ହୋଇଛି । ଏହା ସହିତ ସେ ୨୦୨୪କୁ ନେଇ ବି କିଛି ଭବିଷ୍ୟବାଣୀ କରିଥିଲେ । ଏବେ ଦାବୀ କରାଯାଉଛି କି…

ଟିମ ଇଣ୍ଡିଆକୁ ସରପ୍ରାଇଜ, BGT-2024ରେ ଏଣ୍ଟ୍ରି କରିବେ ମହମ୍ମଦ ଶାମୀ! ଅଶ୍ୱୀନଙ୍କ ସ୍ଥାନରେ ମିଳିବ ସୁଯୋଗ?

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ସିରିଜର ୩ଟି ମ୍ୟାଚ୍ ଶେଷ ହୋଇ ସାରିଥିବା ବେଳେ ଏହାପରେ ଉଭୟ ଦଳ ୧-୧ରେ ଫଳାଫଳ ବରାବର ରହିଛି । ତେଣୁ ଭାରତ ପାଇଁ ଆଗାମୀ ୨ଟି ଯାକ…

୨୦୨୫ ସିଜିନ୍ ପାଇଁ କୋପ୍ରା (ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆର୍ôଥକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି ।…

(Video) ମୁଁ Real Vampireକୁ ବାହା ହେଇଛି… ଅଜବ ଦମ୍ପତିଙ୍କ ଗଜବ ମ୍ୟାରେଜ୍: ଭାଇରାଲ ହେଉଛି କାହାଣୀ

ଓଡ଼ିଶା ଭାସ୍କର: ଭାମ୍ପାୟାର, ଏହି ନାଁ ଶୁଣିଲେ ହିଁ ମନରେ ଭୟ ସୃଷ୍ଟି ହେଉଛି । କାରଣ ଅନେକ ଫିଲ୍ମ ବା କାହାଣୀରେ ଏଭଳି ଚରିତ୍ରକୁ ଭୟଙ୍କର ଭାବରେ ଉପସ୍ଥାପନ କରାଯାଇଛି । କିନ୍ତୁ ଏ ତ ଥିଲା କାହାଣୀ, ଅସଲ ଜୀବନରେ…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ମାସରୁ ପ୍ରତି ମାସରେ ହିତାଧିକାରୀଙ୍କୁ ମିଳିବ ରାସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ତିନି ମାସ ବଦଳରେ ମାସିକିଆ ରାସନ ପାଇବେ ହିତାଧିକାରୀ । ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ…