Browsing Category
Top Stories
ଘରୁ ବାହାରୁଥିବା ଅଳିଆରେ ଫିଙ୍ଗାଯାଉଛି ସୁନା, ଲୁଟୁଛି ପାକିସ୍ତାନ
ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ କରାଚୀରେ ଥିବା ଏକ ଏନଜିଓର ଏକ ବ୍ୟାନର ସେଠାକାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବ୍ୟାନରରେ ଲେଖା ଯାଇଛି, ଅଳିଆ ଦିଅ, ସୁନା ନିଅ । ଗୁଲ ବହାଭ ଟ୍ରଷ୍ଟ ନାମକ ଏନଜିଓ ଏହି ନାରା…
(Video) 294 କୋଟିର ଆଲିସାନ ବଙ୍ଗଳାରେ ରହିବେ ମସ୍କଙ୍କ ଛୁଆ, ନମ୍ବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ସମସ୍ତେ ଗୋଟିଏ ଛୁଆ ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଆପଣ ଗୋଟେ କଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ବର ସବୁଠାରୁ ଧନୀ ମଣିଷର 11ଟି ସନ୍ତାନ ରହିଛି । କଥାଟି ବିଶ୍ବାସ…
ସ୍ପେନରେ ଉକ୍ରଟ ହେଉଛି ବନ୍ୟା ସ୍ଥିତି, ଆଜି ପୁଣି ଭାରି ବର୍ଷା ପାଇଁ ସତର୍କତା ଜାରି
ନୂଆଦିଲ୍ଲୀ: ସ୍ପେନରେ ବନ୍ୟା ତାଣ୍ଡବ ରଚି ଚାଲିଛି । ଏହି ବନ୍ୟାରେ ୯୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ବନ୍ୟାରେ ବାସଶୂନ୍ୟ ହୋଇଛନ୍ତି । ସ୍ପେନବାସୀଙ୍କ କହିବା କଥା, ସେମାନଙ୍କ ଜୀବନରେ ଆଗରୁ କେବେ ଏମିତି…
ଇଜରାଇଲ ଆକ୍ରମଣରେ ଘାଇଲା ହିଜବୁଲ୍ଲାହ, ଯୁଦ୍ଧ ବିରାମ ପ୍ରସ୍ତାବକୁ କରିଛି ଅପେକ୍ଷା
ନୂଆଦିଲ୍ଲୀ: ଇଜରାଇଲ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇପଡିଲାଣି ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହ । ତାର ଅବସ୍ଥା ଦେଖି ଲାଗୁଛି, ଖୁବ ଶୀଘ୍ର ସଂଗଠନ ଇଜରାଇଲ ନିକଟରେ କରିପାରେ ଆତ୍ମସମର୍ପଣ । ବୁଧବାର ଦିନ ସଂଗଠନର ନୂଆ…
ହତ୍ୟା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କୁ ମିଳିଥିଲା କି ପୂର୍ବାଭାସ? ଘର ଲୋକଙ୍କୁ କହିଥିଲେ ଏହି କଥା
ନୂଆଦିଲ୍ଲୀ: ଭାରତର ଇତିହାସରେ ୩୧ ଅକ୍ଟୋବରର ତାରିଖ ଏକ ଦୁଃଖର ଦିନ। ଏହି ଦିନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ନିଜର ଦୃଢ ନିଷ୍ଠା ପାଇଁ ଜଣାଶୁଣା ଏବଂ ବିନା ଭୟରେ ସବୁଠୁ…
ୟୁନିଟ୍ ୧ ମାର୍କେଟରୁ ପତ୍ନୀଙ୍କ ସହ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ କେନ୍ଦୁଝର ଗସ୍ତକୁ ଯିବେ । ଏହା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ଫୁଟପାଥରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ…
ଅଧାରେ ରହିଲା ଦୀପାବଳି ସେଲିବ୍ରେସନ, ଅଟୋ-ଟ୍ରାକ୍ଟର ଧକ୍କାରେ ଲିଭିଗଲା ୬ଜଣଙ୍କ ଜୀବନ ଦୀପ
ନୂଆଦିଲ୍ଲୀ: ଦୀପାବଳିରେ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଟୋ ଏବଂ ଟ୍ରାକ୍ଟର ଧକ୍କା ହେବା କାରଣରୁ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ 5ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ…
ବାନ୍ଧବଗଡ ରିଜର୍ଭ ଫରେଷ୍ଟରେ ହାତୀ ମଡକ: ୪ ମୃତ, ୫ ଅସୁସ୍ଥ
ଭୋପାଲ: ମଧ୍ୟପ୍ରଦେଶର ବାନ୍ଧବଗଡ ଟାଇଗର ରିଜର୍ଭ ଫରେଷ୍ଟରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକା ସାଙ୍ଗରେ ୪ ହାତୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ବନ ବିଭାଗର କର୍ମଚାରୀ । ଅନ୍ୟ ୫ ହାତୀଙ୍କୁ ଅଚେତ…
ମୋମୋ ଟ୍ରାଜେଡି: ୧ ବର୍ଷ ପାଇଁ ମାୟୋନିଜ୍ ଉପରେ ଲାଗିଲା ବ୍ୟାନ୍, ମୋମୋ ଖାଇ ମହିଳାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ମୋମୋ ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ ସୁଆଦିଆ ମୋମୋ । କହିବାକୁ ଗଲେ ଧୀରେ ଧୀରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମୋମୋର ଚାହିଦା…
(Video) ବିରାଟକାୟ ଆଖି ଧରି ମାଡି ଆସୁଛି ବଡ ବାତ୍ୟା! ଅକ୍ଟୋବର ଶେଷରେ ପୁଣି ମାଡ ହୋଇପାରେ
ନୂଆଦିଲ୍ଲୀ: ବାତ୍ୟା ଦାନାକୁ ଲୋକେ ଭୁଲି ନଥିବା ବେଳେ ଏକ ପୁଣି ଆଉ ଏକ ବାତ୍ୟା ଡରାଉଛି । ଅକ୍ଟୋବର ଶେଷରେ ଆଉ ଏକ ବାତ୍ୟା ମାଡ ହୋଇପାରେ । ବିଶାଳ ଆଖି ଧରି ବାତ୍ୟା ମୁହାଁଇଛି । ଘଣ୍ଟାପ୍ରତି ପବନର ବେଗ 250 କିମି…