Browsing Category

Top Stories

କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏଣ୍ଟ୍ରାନ୍ସ କରିବ NTA, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା କୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି । ବାକି ପ୍ରତି ଯୋଗିତା ମୂଳକ…

ରିଲାଏନ୍ସ ରିଟେଲ ଷ୍ଟୋରରେ ଲାଗିଛି ୬ ଉନ୍ନତମାନର ଏଲଇଡି ଟିଭିର ବଜାର, ଦାମ ରହିଛି ବହୁତ ଶସ୍ତା

ମୁମ୍ବାଇ- ଦେଶର ସର୍ବ ବୃହତ୍ତ ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ ଶସ୍ତାରେ ହୋମ ଥିଏଟର ଏଲଇଡି ଟିଭି ସମ୍ଭାରର ଶୁଭାରମ୍ଭ କରିଛି । ଏଥିରେ ୬ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟିଭି ରହିଛି । ବଜାରରେ ଅଡିଓ ଉପକରଣ…

ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଲା ବସ୍, ଉଡିଗଲା 6ଜଣଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ-ଟ୍ରକ ଧକ୍କାରେ 6ଜଣଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି । ଗୁଜୁରାଟ ଭାବାନଗର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ମର୍ମନ୍ତୁଦ…

ନୂଆ ଅଧିବେଶନରୁ NCERT ପୁସ୍ତକଗୁଡ଼ିକରେ ହେବ ଭାରୀ ରିହାତି, ପ୍ରବେଶ ବୃଦ୍ଧି ପାଇଁ Mou ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଏନସିଇଆରଟି ୯ ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ବହିର ମୂଲ୍ୟ ୨୦% ହ୍ରାସ କରିଛି । ପ୍ରଥମ ଥର ପାଇଁ ଏନସିଇଆରଟି ବହିଗୁଡ଼ିକରେ ଏଭଳି ରିହାତି ଦିଆଯାଇଛି । ଏନସିଇଆରଟି ଅଧିକ କାଗଜ କିଣି ଏବଂ ନୂତନ ପ୍ରିଣ୍ଟିଂ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର, ୧୮ ମାସର DA ବକେୟା ଆସିବ ଖାତାକୁ

ନୂଆଦିଲ୍ଲୀ- କେନ୍ଦ୍ର ସରକାର ଅଧୀନରେ କାମ କରୁଥିବା କର୍ମଚାରୀ ତଥା ପେନସନଭୋଗୀ ପାଇବେ ୧୮ ମାସର ବକେୟା । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, କେନ୍ଦ୍ର ସରକାର କେନ୍ଦ୍ରୀୟ ପେନସନଭୋଗୀ ତଥା କର୍ମଚାରୀଙ୍କ ୧୮ ମାସର…

ଭାରତୀୟଙ୍କୁ ମିଳିବ ଭିସା-ଫ୍ରି ଟ୍ରାଭେଲ୍ ସୁଯୋଗ! ଏହି ଦେଶକୁ ଯିବାକୁ ହେଲେ ଲାଗିବନି…

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟମାନେ ବିନା ଭିସାରେ ବିଦେଶ ଯାତ୍ରା କରିପାରିବେ । ଆସନ୍ତା ବର୍ଷ ଆଉ ଋଷ ଯିବା ଭିସାର ଆବଶ୍ୟକତା ପଡିବ ନାହିଁ । ଏନେଇ ଭାରତ ଏବଂ ଋଷ ମଧ୍ୟରେ ଆଲୋଚନା ସରିଥିବା ବେଳେ 2025 ସୁଦ୍ଧା ଏହା…

କି ଯୁଗ ଆସିଲା! ଟଙ୍କା ପାଇଁ ସେକ୍ସ କରୁଛନ୍ତି ଶିକ୍ଷକ ଓ ଡାକ୍ତର, ଏହି ଦେଶରେ ଶିକ୍ଷିତ ମହିଳାଙ୍କର ଏ କି ଦୁର୍ଦ୍ଦଶା

ଏହି କାହାଣୀ ମିଆଁମାରରୁ ଆସିଛି । ପରିସ୍ଥିତି ଏପରି ହୋଇଛି ଯେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ପର୍ଯ୍ୟନ୍ତ ଅନେକ ମହିଳା ବର୍ତ୍ତମାନ ପରିବାର ଚଳାଇବା ପାଇଁ ନିଜ ଶରୀର ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।…

ଅଲ୍ଲୁ ଅର୍ଜୁନଙ୍କ ଉପରେ ଲାଗିଥିବା ଅଭିଯୋଗରେ ଆସିଲା ନୂଆ ମୋଡ଼, ପୋଲିସ ଖୁଲାସା କଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ସାଉଥର ମେଗାଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ‘ପୁଷ୍ପା୨’ ବ୍ୟତୀତ ଅନେକ ଦିନରୁ ସଂଧ୍ୟା ଥିଏଟର ଦଳାଚକଟା ମାମଲାକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଅଲ୍ଲୁ ଅର୍ଜୁନଙ୍କୁ ପୁଷ୍ପା୨: ଦ ରୁଲ ର ସ୍କ୍ରିନିଂ…

ସୁନା କିଣିବାକୁ ପ୍ଲାନ୍ କରୁଥିଲେ ଖୁସିଖବର: ୪ ଦିନରେ ୧୯୦୦ ଟଙ୍କା ହୋଇଗଲା ଶସ୍ତା, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ନ୍ୟୁୟର୍କରୁ ନେଇ ଭାରତ ପର୍ଯ୍ୟନ୍ତ ସୁନା ମୂଲ୍ୟରେ ହ୍ରାସ ଘଟିଛି । ସର୍ବପ୍ରଥମେ, ଯଦି ଆମେ ଭାରତ ବିଷୟରେ କହିବା, ତେବେ ଡିସେମ୍ବର ୧୧ ରୁ ସୁନା ମୂଲ୍ୟରେ ୧୯୦୦ ରୁ ଅଧିକ ହ୍ରାସ ପାଇଛି । ଅନ୍ୟପକ୍ଷରେ…

ଶିକାରୀଙ୍କ ଉପରେ ନଜର ରଖିବା ପାଇଁ ଦେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା

ଭୁବନେଶ୍ୱର: ଶିକାରୀଙ୍କୁ ଧରିବାକୁ ଏବେ ଜଙ୍ଗଲରେ ଲାଗିବ ସ୍ୱାଏ କ୍ୟାମେରା । ପାଇଲଟ୍ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଲାଗିଛି ସ୍ପାଏ କ୍ୟାମେରା । ଖୁବ୍ ଶୀଘ୍ର ଦେବ୍ରିଗଡ଼ରେ  ଓ ଅନ୍ୟ ଅଭୟାରଣ୍ୟରେ ବି…