fbpx
BSKY
BJD MS SKY
BJD YOUTH SKY
Browsing Category

Top Stories

ବାଇକକୁ ଧକ୍କାଦେଲା ଆମ୍ବୁଲାନ୍ସ: ବାପା-ମାଆଙ୍କ ମୃତ୍ୟୁ, ଅନାଥ ହୋଇଗଲେ ଦୁଇ ଛୋଟ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା କେତେବେଳେ ଓ କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ । ଅନେକ ସମୟରେ ଅଚାନକ ଦୁର୍ଘଟଣା ଘଟି ବହୁ ପରିବାରକୁ ବର୍ବାଦ କରିଦେଇଥାଏ । ତେବେ ଏହା ମଧ୍ୟରେ ବୌଦ୍ଧରୁ ଆସିଛି ଏକ…

ପୁଣି ମୁଣ୍ଡ ନେଲାଣି ‘ବ୍ଲୁ ହ୍ୱେଲ୍’ ଗେମ୍; ଚ୍ୟାଲେଞ୍ଜ୍ ହାରିବା ପରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, 'ବ୍ଲୁ ହ୍ୱେଲ୍ ଗେମ୍' ଚ୍ୟାଲେଞ୍ଜ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଗେମ୍ ଖେଳୁଥିବା…

ଆଧାର ସେବା କେନ୍ଦ୍ରରେ ନିଯୁକ୍ତି: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ମାସ ୧୩ ତାରିଖ…

ସବୁବେଳେ ଆପଣଙ୍କୁ ଆପଣଙ୍କ ପାର୍ଟନର ନିଜ ଦୁଃଖ ଯନ୍ତ୍ରଣା ବିଷୟରେ କହୁଛନ୍ତି କି? ସଂପର୍କରେ ଏପରି ସଂକେତକୁ କରନ୍ତୁନି ଅଣଦେଖା

ଓଡ଼ିଶା ଭାସ୍କର: ଯେ କୌଣସି ବି ସଂପର୍କ ହେଉ ତାହା ଭରସା ଓ ବିଶ୍ୱାସ ଉପରେ ଗଢି ଉଠିଥାଏ । କିନ୍ତୁ ବେଳେ ବେଳେ ବିଭିନ୍ନ କାରଣରୁ ସଂପର୍କର ମୂଳଦୂଆ ଦୂର୍ବଳ ହୋଇଯାଏ । ବେଳେ ବେଳେ ଆମେ ନିଜର ଚିନ୍ତା ଓ ଭାବନା ଉପରେ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁର ନିଲମ୍ବିତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟଙ୍କର କୁଳପତିଙ୍କ ନିର୍ଦ୍ଦେଶ ମତେ କୁଳ…

ଖରାପ ଷ୍ଟ୍ରାଇକ୍ ରେଟ୍ ଯୋଗୁଁ ଡିଫେନ୍ସ୍ ମିନିଷ୍ଟର୍ କହି କରିଲେ ଉପହାସ; ମୁହଁ ବନ୍ଦ କଲେ କେଏଲ୍ ରାହୁଲ

ମୁମ୍ଵାଇ: ଗତ ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଇକାନା ଷ୍ଟାଡିୟମରେ ଖେଳିଥିଲେ, ଯେଉଁଥିରେ ଏଲ୍ ଏସ୍ ଜି ୬ ବଲ୍ ବାକି ଥାଇ ୮ ଓ୍ଵିକେଟ୍ ରେ ସହଜରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ…

ପାକିସ୍ତାନରେ ଘଟିଲା ଏକ ବିରଳ ଘଟଣା: ଏକସଙ୍ଗେ ୬ ଜଣ ଶିଶୁଙ୍କୁ ଜନ୍ମଦେଲେ ଜଣେ ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଶିଶୁ ଜନ୍ମ ସହ ଜଡ଼ିତ ଏପରି କିଛି ମାମଲା ଘଟିଯାଏ, ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ପୂର୍ବରୁ ଏକାଧିକ ମୁଣ୍ଡ, ହାତ ଓ ଗୋଡ଼ ଥାଇ କିଛି ଶିଶୁ ଜନ୍ମଲାଭ କରିଥିବାର ଖବର…

ICICI ଓ YES ବ୍ୟାଙ୍କରେ ଅଛି କି ଆପଣଙ୍କ ଆକାଉଣ୍ଟ? ବଦଳିଲା ନିୟମ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ରାଇଭେଟ୍ ସେକ୍ଟର ICICI ଓ YES ବ୍ୟାଙ୍କ ସେଭିଂସ୍ ଆକାଉଣ୍ଟସ୍‌ରେ ସର୍ଭିସ୍ ଚାର୍ଜରେ ପରିବର୍ତ୍ତନ କରିବାକୁ ଯାଉଛି । ଏହାସହିତ ଏହି ଦୁଇ ବ୍ୟାଙ୍କ କିଛି ଆକାଉଣ୍ଟ ବି ବନ୍ଦ କରିବାକୁ ଯାଉଛି । ଏହି…

ଟ୍ରାଫିକ କର୍ମଚାରୀ ପିନ୍ଧିଲେ AC ହେଲମେଟ୍; ପରୀକ୍ଷାମୂଳକ ଭାବେ ଆରମ୍ଭ କଲା କମିଶନରେଟ୍ ପୋଲିସ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପୋଲିସ ମୁଣ୍ଡରେ ଏସି ହେଲମେଣ୍ଟ । ଖରା ପାଇଁ ଏୟାର କୁଲିଙ୍ଗ୍ ହେଲମେଟ୍ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଟ୍ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୋଲିସ ।…

UGC ପକ୍ଷରୁ ସୂଚନା: ‘ପ୍ରଫେସର ଅଫ୍ ପ୍ରାକ୍ଟିସ୍’ ନିଯୁକ୍ତିରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷାରେ ଉନ୍ନତି ଆଣିବା, ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଏକ୍ସପର୍ଟଙ୍କୁ ନିଯୁକ୍ତି ଦିଆଯିବ । ଚଳିତ ବର୍ଷରୁ ‘ପ୍ରଫେସର ଅଫ୍…