fbpx
Browsing Category

Top Stories

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଜି ନବୀନ ନିବାସରେ ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କଲେ ସିରିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ ରାଷ୍ଟଦୂତ ରେଡ୍ କାମେଲ ଆବାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆବାସ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ,…

ଲକ୍ଷ୍ନୌ ଓ ନୋଏଡାରେ ପୋଲିସ କମିସନର ବ୍ୟବସ୍ଥାକୁ ଯୋଗୀଙ୍କ ମଞ୍ଜୁରୀ

ଲକ୍ଷ୍ନୌ,୧୩ ।୧: ଉତ୍ତରପ୍ରଦେଶ ଓ ନୋଏଡାରେ ପୋଲିସ କମିସନର ବ୍ୟବସ୍ଥାକୁ ମଞ୍ଜରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ଲକ୍ଷ୍ନୌରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ସବୁଜ ସଂକେତ…

ଘର ଭିତରୁ ୨ଟି ମୃତଦେହ ଉଦ୍ଧାର

କେନ୍ଦୁଝର,୧୩ ।୧(ଓଡିଶା ଭାସ୍କର): କେନ୍ଦୁଝର ନୂଆବନ୍ଧ ଗାଁରେ ଜଣଙ୍କ ଘର ଭିତରୁ ୨ଟି ମୃତ ଦେହ ଉଦ୍ଧାର କରାଯାଇଛି । ଗୋଟିଏ ମହିଳା ଓ ପୁରୁଷଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ…

ଇରାକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଅପିଲ୍

ବାଗଦାଦ୍,୧୩ ।୧: ଇରାକରେ ଥିବା ଆମେରିକା ଏୟାରବେସ୍  ଉପରେ ଆକ୍ରମଣ କରିଛି ଇରାନ୍ । ଆକ୍ରମଣକୁ ନେଇ ଆମେରିକା ଅସନ୍ତୋଷ ଥିବା ବେଳେ ଇରାକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍ କରିଛି । ତେବେ ଗତକାଲି ଉତ୍ତର ବାଗଦାଦର…

୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀ ଓ ସୋନପୁରରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଇଛି । ସେହିପରି ଟିଟିଲାଗଡରେ ୭.୧ ଓ…

ଆମେରିକାର ଏୟାରବସ୍ ଉପରେ ପୁଣି ଇରାନର ଆକ୍ରମଣ

ବାଗଦାଦ,୧୨ ।୧: ଦିନକୁ ଦିନ ଆମେରିକା ଓ ଇରାନ ଉପରେ ତିକ୍ତତା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ଏୟାରବେସ୍ ଉପରେ ପୁଣି ଆକ୍ରମଣ କରିଛି ଇରାନ୍ । ଉତ୍ତର ବାଗଦାଦର ଅଲ-ବଲାଦବ ଏୟାରବେସ୍  ଉପରେ ହୋଇଛି ବଡ…