fbpx
Browsing Category

Top Stories

ସେବାୟତଙ୍କୁ ପିଟିଲେ ବିଦେଶୀ ପର୍ଯ୍ୟଟକ, ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଭୁୁବନେଶ୍ୱର:ଆଜି ପୁରୀ ଶ୍ରୀମନ୍ଦିରରେ ପୁଣି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଏକ ଅଘଟଣ ଘଟିଯାଇଛି । ଶ୍ରୀମନ୍ଦିରରେ ସେବାୟତଙ୍କୁ ପିଟିଛନ୍ତି ବିଦେଶୀ ପର୍ଯ୍ୟଟକ । ସେବାୟତ ହରିହରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ…

PGT ଜୀବ ବିଜ୍ଞାନ ସାକ୍ଷାତକାର ଟେଷ୍ଟ ତାରିଖ ଘୋଷଣା: ଯୋଗ୍ୟ ୫୭ ଜଣ ପ୍ରାର୍ଥୀଙ୍କର ଲିଷ୍ଟ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି ଜୀବ ବିଜ୍ଞାନ (ବାୟୋଲୋଜି) ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ…

୨୦୨୪ ନିର୍ବାଚନ ଜନତାଙ୍କ ପାଇଁ ଅଗ୍ନିପରୀକ୍ଷା: ଦେଶ ଓ ରାଜ୍ୟର ବିକାଶ ପାଇଁ ଭୋଟରମାନେ ପ୍ରକୃତ ନେତାଙ୍କୁ ଚୟନ କରିବା ଆବଶ୍ୟକ

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ୭ଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଚାରିଟି ପର୍ଯ୍ୟାୟରେ ଓଡ଼ିଶା ବିଧାନସଭା ପାଇଁ ମତାଦନ ଗ୍ରହଣ କରାଯିବ । ତେବେ ପୁଣି…

(Video)ସୁନୀତା କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟି ଏପରି ସାନ୍ତ୍ୱନା ଦେଲେ କଳ୍ପନା ସୋରେନ୍‌, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ:ଜେଲ୍‌ରେ ବନ୍ଦ ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଆଜି ଦିଲ୍ଲୀ ପହଞ୍ଚିଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା…

(Video) ରାସ୍ତାରେ ଦୁଇ ମାଙ୍କଡ଼ ଗୋଷ୍ଠୀ ମଧ୍ୟରେ ଲାଗିଲା ଯୁଦ୍ଧ, ଲୋକେ ଦେଖି ଦୌଡିଲେ ଏଣେତେଣେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ମାଙ୍କଡ଼ ଦଳ ଏତେ ସଂଖ୍ୟାରେ ଆସି ପହଁଚିଗଲେ ଯେ, ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଥାଇଲ୍ୟାଣ୍ଡର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଙ୍କଡଙ୍କ ସଂଖ୍ୟା ଏତେ ପରିମାଣରେ ବଢିଗଲାଣି ଯେ,…

ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି; ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ଅଧ୍ୟକ୍ଷତାରେ ଆଜି…

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ…

ଖରାରେ ଟ୍ୟାନିଂ ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ସବୁବେଳେ ଖରାରେ ଯିବା ଆସିବା କରିବା ଯୋଗୁଁ ସୂର୍ଯ୍ୟକିରଣ ସଂସ୍ପର୍ଶ କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ ।…

ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେପି: ୨୭ ଜଣ ସଦସ୍ୟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଜେପି ସମେତ…

(Video)ଧୋନୀ ଚଲାଇଲେ ଫୋଲ୍ଡିଂ ସାଇକେଲ୍‌, କ’ଣ ରହିଛି ଖାସ୍ ଜାଣନ୍ତୁ

ଓଡ଼ିଶା ଭାସ୍କର:ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ଲଗଜୁରୀ କାର୍ ଓ ବାଇକ୍‌ର ବହୁତ ସଉକ ରହିଛି । ତାଙ୍କ ଗ୍ୟାରେଜ୍‌ରେ ଏକାଧିକ ଶକ୍ତିଶାଳୀ ଗାଡି ରହିଛି । କିନ୍ତୁ ଧୋନୀଙ୍କୁ…

ପଞ୍ଜାବ ଲଢେଇ ପୂର୍ବରୁ ସୁପର ଜିଆଣ୍ଟସକୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଜି ଆଇପିଏଲ ୨୦୨୪ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ତେବେ ଏହି ମ୍ୟାଚ ପୂର୍ବରୁ ସୁପର ଜିଆଣ୍ଟସକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ଡାଭିଡ…