fbpx
Browsing Category

Top Stories

ଏନଟିଏ ଜାରି କଲା JEE Main 2024 ପାଇଁ ଗାଇଡଲାଇନ ଏବଂ ଡ୍ରେସ କୋଡ, ଜାଣନ୍ତୁ ପରୀକ୍ଷା ଦିନ କଣ କରିବେ

ନୂଆଦିଲ୍ଲୀ: JEE Main ୨୦୨୪ ସେସନ ୨ ପରୀକ୍ଷା ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ଏପ୍ରିଲ ୪ ରୁ ୧୨ ଏପ୍ରିଲ ମଧ୍ୟରେ ହେବାକୁ ଯାଉଛି। ପ୍ରାର୍ଥୀମାନେ ଅନୁସରଣ କରିବାକୁ ଥିବା ନିର୍ଦ୍ଦେଶାବଳୀ ସହିତ ଏଜେନ୍ସି…

ଗୌତମ ଅଦାନୀ ନିଜ ନାତୁଣୀକୁ ଧରି କହିଲେ- ଏହି ଆଖିର ଜ୍ୟୋତି ସାମ୍ନାରେ ଧନ ସଂପତ୍ତି କିଛି ନୁହେଁ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ଲୋକଙ୍କ ତାଲିକାରେ ସାମିଲ ଭାରତର କୋଟିପତି ଏବଂ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ କ୍ୟାଣ୍ଡିଡ ମୋମେଣ୍ଟ ସାମ୍ନାକୁ ଆସିଛି । ଗୌତମ ଅଦାନୀ ଆଜି ଏକ୍ସର ଏକ ପୋଷ୍ଟ…

ଛତିଶଗଡରେ ନକ୍ସଲଙ୍କ ପାଇଁ ବଡ ଅପରେସନ୍: ଏପର୍ଯ୍ୟନ୍ତ ୯ ନିହତ, ଏନକାଉଣ୍ଟର ଜାରି

ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀଙ୍କ ଦ୍ୱାରା କରାଯାଇଥିବା ଏନକାଉଣ୍ଟରରେ ୯ ନକ୍ସଲଙ୍କ ମୃତ୍ୟୁ ଘଟିଛି ଏବଂ ଏବେବି ଏନକାଉଣ୍ଟର ଜାରି ରହିଛି । ମଧ୍ୟପ୍ରଦେଶର ବାଲାଘଟରେ ମଧ୍ୟ ଦୁଇ ନାମୀ ନକ୍ସଲଙ୍କୁ…

କଂଗ୍ରେସରେ ଯୋଗ ଦେଲେ ଅଜୟ ନିଶାଦ, ବିଜେପି ବିରୋଧରେ କରିଛନ୍ତି ଗୁରୁତର ଅଭିଯୋଗ

ପାଟନା: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟା ମଧ୍ୟରେ ବିହାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ମୁଜାଫରପୁର ଲୋକସଭା…

କୋଲୋନ୍ କ୍ୟାନ୍ସରକୁ କିପରି ଚିହ୍ନିବେ ? ଜାଣନ୍ତୁ ଏହାର ଲକ୍ଷଣ

ବଡ଼ ଅନ୍ତନଳୀ (Colon) ବା ରେକ୍ଟମରେ କୋଲୋନ୍ କର୍କଟ ସୃଷ୍ଟି ହୁଏ । ଏହା ସାଧାରଣତଃ ଏକ ପଲିପ୍ ଭାବରେ ଦେଖାଯାଏ, ଯାହା କୋଲନ୍ କିମ୍ବା ରେକ୍ଟମ୍ ର ଭିତର ଲାଇନ ରେ ଥିବା ଏକ ଛୋଟ କୋଷ ଅଟେ ଯାହା ଶେଷରେ କର୍କଟ ରୋଗରେ…

ବିବାହ ପାଇଁ ଯୋଜନା କରୁଛନ୍ତି କି ? ତେବେ ଜାଣନ୍ତୁ ଏପ୍ରିଲ୍ ମାସରେ ବିବାହ ପାଇଁ କେଉଁ ତାରିଖ ଓ ସମୟ ଶୁଭ

ବର୍ତ୍ତମାନ ସମୟରେ ଖରମାସ ଚାଲିଛି, ଯାହା ୧୩ ଏପ୍ରିଲରେ ଶେଷ ହେବ । ଖରମାସ ସମୟରେ କୌଣସି ଶୁଭ କାମ କରାଯାଏ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁ ଓ ଶୁକ୍ର ଗ୍ରହ ଅସ୍ତ ହେବା ସମୟରେ ବିବାହ କିମ୍ବା କୌଣସି ଶୁଭ…

ଭିସ୍ତାରା ଏୟାରଲାଇନ୍ସର ୧୦୦ ରୁ ଅଧିକ ବିମାନ ବାତିଲ , କେନ୍ଦ୍ର ସରକାର ମାଗିଲେ ଜବାବ

ନୂଆଦିଲ୍ଲୀ : ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ବାତିଲ କରାଯାଇଥିଲା । ଅନେକ ବିମାନ ବିଳମ୍ବରେ ଉଡାଣ ଭରିଥିଲା । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ।…

ସୂର୍ଯ୍ୟପରାଗ ସମୟରେ କରନ୍ତୁ ନାହିଁ ଏହି ଭୁଲ୍: ନଚେତ୍ ଜୀବନରେ ବଢ଼ିଯିବ ସମସ୍ୟା

୨୦୨୪ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୮ ରେ ଲାଗିବାକୁ ଯାଉଛି ଏବଂ ଏହାର ୧୨ ଘଣ୍ଟା ପୂର୍ବରୁ ସୂତାକ ଅବଧି ଆରମ୍ଭ ହେବ । ଲୋକମାନେ ସୂର୍ଯ୍ୟ ଗ୍ରହଣ ସମୟରେ ଅନେକ ଜିନିଷକୁ ଧ୍ୟାନରେ ରଖିବା ଜରୁରୀ । ବିଶେଷକରି…

ଆପ୍ ସଂସ୍ଥାପକ ଦିନେଶ ବାଘେଲାଙ୍କ ନିଧନ, ଆଜି ଗୋଆରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍) ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୋମବାର ପାନାଜୀ ସ୍ଥିତ ବାସଭବନରେ ଆପ୍ ସଂସ୍ଥାପକ ଦିନେଶ ବାଘେଲାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅସୁସ୍ଥ ଥିଲେ ।…

ଆଜି ବିଶ୍ୱ ଅଟିଜିମ୍‍ ଦିବସ: ଜାଣନ୍ତୁ ଏହି ରୋଗରେ ପୀଡିତ ଶିଶୁଠାରେ ଦେଖାଦିଏ କେଉଁ ଲକ୍ଷଣ

ଆଜି ବିଶ୍ୱ ଅଟିଜିମ୍‍ ଦିବସ । ଅଟିଜିମ ରୋଗ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ରୋଗ ସାଧାରଣ ଭାବେ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ଏହି ରୋଗର ଶିକାର ହୋଇଥିବା…