fbpx
Browsing Category

Top Stories

ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି; ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ଅଧ୍ୟକ୍ଷତାରେ ଆଜି…

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ…

ଖରାରେ ଟ୍ୟାନିଂ ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ସବୁବେଳେ ଖରାରେ ଯିବା ଆସିବା କରିବା ଯୋଗୁଁ ସୂର୍ଯ୍ୟକିରଣ ସଂସ୍ପର୍ଶ କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ ।…

ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେପି: ୨୭ ଜଣ ସଦସ୍ୟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଜେପି ସମେତ…

(Video)ଧୋନୀ ଚଲାଇଲେ ଫୋଲ୍ଡିଂ ସାଇକେଲ୍‌, କ’ଣ ରହିଛି ଖାସ୍ ଜାଣନ୍ତୁ

ଓଡ଼ିଶା ଭାସ୍କର:ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ଲଗଜୁରୀ କାର୍ ଓ ବାଇକ୍‌ର ବହୁତ ସଉକ ରହିଛି । ତାଙ୍କ ଗ୍ୟାରେଜ୍‌ରେ ଏକାଧିକ ଶକ୍ତିଶାଳୀ ଗାଡି ରହିଛି । କିନ୍ତୁ ଧୋନୀଙ୍କୁ…

ପଞ୍ଜାବ ଲଢେଇ ପୂର୍ବରୁ ସୁପର ଜିଆଣ୍ଟସକୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଜି ଆଇପିଏଲ ୨୦୨୪ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ତେବେ ଏହି ମ୍ୟାଚ ପୂର୍ବରୁ ସୁପର ଜିଆଣ୍ଟସକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ଡାଭିଡ…

ଶରୀରରେ ଥିବା ମାଇକ୍ରୋପ୍ଲାଷ୍ଟିକ୍ ବଢ଼ାଇପାରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା: ଷ୍ଟଡୀରୁ ଖୁଲାସା

ମାଇକ୍ରୋପ୍ଲାଷ୍ଟିକ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ, ଏହା ତ ଆମେ ସମସ୍ତେ  ଜାଣୁ  । କିନ୍ତୁ ନିକଟରେ ଏହି ବିଷୟ ଉପରେ ଏକ ଅଧ୍ୟୟନ କରାଯାଇଥିଲା ଯେଉଁଥିରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । …

ରାତି ଅଧରେ ମଶାଣି କାହିଁକି ଯାଆନ୍ତି ସଦଗୁରୁ? ଜଳନ୍ତା ଚିତାରୁ ଉଠାଇ ଆଣନ୍ତି ହାଡ଼, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସଦଗୁରୁ ଜାଗି ବାସୁଦେବଙ୍କ ସ୍କୁଲ ସମୟରେ ଏକ ଅଦ୍ଭୁତ ଅଭ୍ୟାସ ଥିଲା। ସେ ମଧ୍ୟରାତ୍ରିରେ ମୁସଲମାନ ଶ୍ମଶାନରେ ପହଞ୍ଚି ସେଠାରେ ଘଣ୍ଟା ଘଣ୍ଟା ଧରି ଶବଗୁଡିକ ପୋତା ଯିବାର ଦେଖୁଥିଲେ। ପେଙ୍ଗୁଇନ୍ ଦ୍ୱାରା…

ଟିସିଏସରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୧୧ ଲକ୍ଷ ଟଙ୍କାର ପ୍ୟାକେଜ୍, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ ଚଳିତ ବର୍ଷ ଫ୍ରେଶର୍ ନିଯୁକ୍ତି କରୁଛି । କମ୍ପାନୀ ଏହାର ୩.୫ ଲକ୍ଷ କର୍ମଚାରୀଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯଥା ଏଆଇ ସ୍କିଲରେ…

ଏଗଜିଟ୍ ପୋଲ୍ ଉପରେ ଲାଗିଲା ପ୍ରତିବନ୍ଧ , ନିର୍ବାଚନ କମିଶନ ଜାରି କଲେ ବିଜ୍ଞପ୍ତି

ନୂଆଦିଲ୍ଲୀ:ଦେଶରେ ଏକା ସମୟରେ ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି…

ଲୋକସଭା ନିର୍ବାଚନ ୨୦୨୪: ୪୪% ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ, ୫% ବିଲିୟନେୟାର – ADR

ନୂଆଦିଲ୍ଲୀ: ବର୍ତ୍ତମାନର ୫୧୪ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୨୫ ଜଣ (୪୪%) କହିଛନ୍ତି କି, ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ସାଂସଦଙ୍କ ଦ୍ୱାରା ଦିଆଯାଇଥିବା ଆଫିଡେଭିଟ୍ ବିଶ୍ଳେଷଣ ଉପରେ ଆଧାର କରି…