Browsing Category
Top Stories
ଏଥର ହେବନି ବିରଜାଶ୍ରୀ ମେଳା: ବିରୋଧ ପରେ ବନ୍ଦ କଲା ଜିଲ୍ଲା ପ୍ରଶାସନ
ଯାଜପୁର: ଯାଜପୁରର ପ୍ରସିଦ୍ଧ ବିରଜାଶ୍ରୀ ମେଳା ଉପରେ ଲାଗିଛି ରୋକ । ଲଗାତାର ବିରୋଧ ହେବା ପରେ ବିରଜାଶ୍ରୀ ମେଳା ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିରଜାଶ୍ରୀ ମେଳା…
୫ ଟିବି ପ୍ରବଣ ଦେଶ ଭିତରେ ରହିଛି ଭାରତ: WHO
ନୂଆଦିଲ୍ଲୀ: ଟ୍ୟୁବରକୁଲସିସ (ଟିବି)କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଚାଞ୍ଚଲ୍ୟକର ରିପୋର୍ଟ । ୨୦୨୩ରେ ୮୦ଲକ୍ଷ ଏହି ରୋଗରେ ସଂକ୍ରମିତ ହୋଇଥିଲେ । ଏଥିସହ ରିପୋର୍ଟରେ ଦର୍ଶା ଯାଇଛି କି, ଗତ ବର୍ଷ ୧.୨୫ ମିଲିୟନ…
Momo tragedy: ଏଠାରେ ମିଳୁଛି ବିଷାକ୍ତ ମୋମୋ! ଖାଇଲେ ଚାଲିଯାଇପାରେ ଜୀବନ, ମା’ ମୃତ 2 ଝିଅ ଗୁରୁତର
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ମୋମୋ । ଦିଲ୍ଲୀ-ଏନସିଆର ସମେତ ଅନେକ ମେଟ୍ରୋ ସିଟିରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପିଲାଠୁ ବୁଢା ସମସ୍ତଙ୍କର ପ୍ରିୟ ସାଜିଛି ମୋମୋ ।…
BSNLର ୧୯୯୯ ଟଙ୍କିଆ ପ୍ଲାନର ଦାମ୍ ହ୍ରାସ ପାଇଲା: ନଭେମ୍ବର ୭ରେ ସରିଯିବ ଏହି ଦୀପାବଳି ଅଫର୍
ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ତା’ର ଅଗଣିତ ଗ୍ରାହକଙ୍କୁ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଏଲ ବୋନସ୍ ଦେଇଛି । କମ୍ପାନୀ ତା’ର ୩୬୫ ଦିନିଆ ପ୍ଲାନକୁ ଶସ୍ତା କରିଦେଇଛି । ଏହାଫଳରେ ଗ୍ରାହକମାନେ ଦୀପାବଳୀ…
ସେୟାର ବଜାର: ପ୍ରତିରକ୍ଷା କମ୍ପାନୀରେ ଇନଭେଷ୍ଟ ପାଇଁ ନିବେଶଙ୍କ ମଧ୍ୟରେ ଆଗ୍ରହ
ନୂଆଦିଲ୍ଲୀ: ସେୟାର ବଜାରରେ ବେପାର ମାନ୍ଦା ଚାଲିଛି । ନିବେଶକ ଚିନ୍ତାରେ । ଏମିତି ସମୟରେ କିନ୍ତୁ ଡିଫେନ୍ସ କମ୍ପାନୀର ସେୟାରରେ ଭାରି ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେୟାର କିଣିବାକୁ ନିବେଶକଙ୍କ ମଧ୍ୟରେ ଲାଗିଛି…
ଯୋଗାଣ ମନ୍ତ୍ରୀଙ୍କ ସୂଚନା: ନଭେମ୍ବର ମାସରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ମାସରୁ ରାଜ୍ୟର ସମସ୍ତ ରାସନ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ଖାଦ୍ୟ ଓ…
ଦୀପାବଳି ପାଇଁ ଦୁଇଦିନ ଛୁଟି ଘୋଷଣା: ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଛୁଟି ନିଷ୍ପତ୍ତି ନେଲେ ୟୁପି ସରକାର
ନୂଆଦିଲ୍ଲୀ: ଆଲୋକପର ପର୍ବ ଦୀପାବଳି ପାଳନ ପାଇଁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରିବା ସହ ବାଣ ଓ ମିଠା କିଣାକିଣିରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର ।…
ସାମ୍ନାକୁ ଆସିଲା ଅଜବ ଘଟଣା, 19 ଜଣଙ୍କୁ HIV ସଂକ୍ରମିତ କଲା ଜଣେ ନାବାଳିକା!
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । 5 ମାସରେ 19ଜଣ ଯୁବକଙ୍କୁ ଏଚଆଇଭି ସଂକ୍ରମିତ କରାଇଲା ନାବାଳିକା । ତେବେ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଜଣେ ନାବାଳିକା ସହିତ ଶାରୀରିକ ସମ୍ପର୍କ…
ପ୍ରେମିକର ଜିଦି ମାନି ବ୍ଲାକମେଲର ଶିକାର ହେଲେ ଛାତ୍ରୀ, ଆଉ…
ନୂଆଦିଲ୍ଲୀ: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ଶାରୀରିକ ସମ୍ପର୍କ, ତା ପରେ ଯାହା ସବୁ ଘଟୁଛି ସମାଜକୁ ଅବସାଦଗ୍ରସ୍ତ କରିଦେଉଛି । ଦିନକୁ ଦିନ ଏମିତି ଘଟଣା ବ୍ୟାଧି ପରି ବ୍ୟାପିବାରେ ଲାଗିଛି । ଠିକ ଯେମିତି ଘଟିଛି ଉତ୍ତର…
ରିସର୍ଚ୍ଚ: ହୀରାକୁଦ ପଟୁରେ ଠାବ ହେଲା କର୍କଟ ସୃଷ୍ଟିକାରୀ ଧାତବ କଣିକା, ସାଜିପାରେ କର୍କଟ ଭଳି ମାରାତ୍ମକ ରୋଗର କାରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହୀରାକୁଦ ନଦୀବନ୍ଧର ପାଣି କେତେ ସୁରକ୍ଷିତ ଆପଣମାନେ ତାହା ଜାଣନ୍ତି କି? ପ୍ରତିବର୍ଷ ହୀରାକୁଦ ପାଣିକୁ ଚାଷୀମାନେ ବ୍ୟବହାର କରି ବିଭିନ୍ନ ପ୍ରକାରର ଫସଲ ଅମଳ କରୁଥିବା ବେଳେ…