fbpx
BSKY
BJD MC SKY
BJD YOUTH SKY
Browsing Category

Top Stories

କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ, ଇଡିକୁ ଜାରି କଲେ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଇଡିର ଗିରଫଦାରୀ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ବଡ ପଦକ୍ଷେପ…

ଲୋକଙ୍କ ବଡ଼ ଭୁଲ ବିଷୟରେ କହିଲା Google : ୨ ମିନିଟରେ ଖାଲି ହୋଇପାରେ ଆକାଉଣ୍ଟ, ଏପରି ରୁହନ୍ତୁ ସୁରକ୍ଷିତ

ଅନଲାଇନ୍ ଠକେଇର ଆଶଙ୍କା ଅନେକ ମାତ୍ରାରେ ବୃଦ୍ଧି ପାଇଛି । ସାଇବର ଅପରାଧୀମାନେ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ନୂଆ ଉପାୟରେ ପ୍ରତାରଣା କରୁଛନ୍ତି । ଅନଲାଇନ୍ ପ୍ଲାଟଫର୍ମରେ କରାଯାଇଥିବା ଏକ ଛୋଟ ଭୁଲ ବ୍ୟକ୍ତିଗତ ତଥ୍ୟ…

ତିହାରରେ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କେଜ୍ରିୱାଲଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣର୍ ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ରହୁଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକାରର ଆରମ୍ଭ ଦିନ ୧୨ଟା…

(Video): ପ୍ରଥମ ଥର ଭୋଟରଙ୍କୁ ରେୱନ୍ତ ରେଡ୍ଡୀଙ୍କ ପରାମର୍ଶ, ନିଷ୍ପତ୍ତି ଉପରେ ବିଚାର କରନ୍ତୁ ଏବଂ ଭାବିଚିନ୍ତି ଭୋଟ୍ ଦିଅନ୍ତୁ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ନିକଟରେ ରଜତ ଶର୍ମାଙ୍କ ଦ୍ୱାରା ଆୟୋଜିତ ଏକ ଶୋ ‘ଆପ୍ କି ଅଦାଲତ’ରେ ନଜର ଆସିଥିଲେ । ଏହି ଶୋ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଯୁବ ଭୋଟରଙ୍କୁ…

‘ପଦ୍ମ ପୋଖରୀ’ରେ ପାଦ ଦେଲେ ଜ୍ୟୋତି ପାଣିଗ୍ରାହୀ: ସ୍ୱାମୀ ସରୋଜ ପାଣିଗ୍ରାହୀଙ୍କ ସହ ବିଜେପିରେ ସାମିଲ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ ନିଜର କରିଛନ୍ତି । କିଛି ଦିନ ତଳେ ବିଜେଡିରୁ ବିଦାୟ ନେଇଥିବା…

(Video) ଆସ ଲୋ ଖାଇବା ସୁନା ଗୁପଚୁପ… ମାର୍କେଟରେ ମିଳିଲାଣି ସୁନା-ରୂପାରେ ତିଆରି ଗୁପଚୁପ: ଆପଣ ଦେଖିଲେଣି?

ଓଡ଼ିଶା ଭାସ୍କର: ଗୁପଚୁପ ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି । ଗୁପଚୁପ ସାଙ୍ଗକୁ ଖଟାପାଣିର ମଜା ବେଶ୍ ନିଆରା । ପିଲାଠୁ ବୁଢା ସମସ୍ତଙ୍କ ପ୍ରିୟ ଏହି ଗୁପଚୁପ । ଖରା, ବର୍ଷା ହେଉ କି ଶୀତ ସବୁ ଋତୁରେ ଗୁପଚୁପ…

କ’ଣ ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ,…

ସାରା ଦେଶରେ ଆଗାମୀ ୫ ଦିନ ମଧ୍ୟରେ ଏପରି ରହିବ ପାଣିପାଗ, ମୌସୁମୀର ଅଜବ ରୀତିକୁ ନେଇ IMD କଲା ଆକଳନ

ନୂଆଦିଲ୍ଲୀ: ଦେଶରେ ଏବେ ଦୁଇ ପ୍ରକାର ପାଣିପାଗ ଅନୁଭୂତ ହେଉଛି । ଏବେ ଦେଶର ଗୋଟିଏ ପଟେ ପ୍ରବଳ ତାତିରେ ଜୀବ ଜଗତ ଛଟପଟ ହେଉଥିବା ବେଳେ ଅନ୍ୟପଟେ ବର୍ଷା ସହ ବରଫପାତ ବି ହେଉଛି । ଓଡ଼ିଶା, ବିହାର, ଝାଡଖଣ୍ଡ,…

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଦଳିଯିବ ବିଶ୍ୱ, AI ଆଙ୍କିଲା ଭୟଙ୍କର ଚିତ୍ର

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚା ହେଉଛି କି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଗତି କରୁଛି । ବିଶେଷଜ୍ଞଙ୍କ ମତ ତୃତୀୟ ବିଶ୍ୱଯୁଦ୍ଧ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ…

ଗୋଟିଏ ପରିବାରରୁ ଭୋଟ ଦେବେ ୩୫୦ ଭୋଟର: ପ୍ରାର୍ଥୀଙ୍କ ନଜରରେ ୧୨୦୦ ସଦସ୍ୟ ଏହି ପରିବାର

ଓଡ଼ିଶା ଭାସ୍କର: ସାରା ଦେଶରେ ଏବେ ନିର୍ବାଚନକୁ ନେଇ ଜୋରଦାର ଆଲୋଚନା ହେଉଛି । ବିଭିନ୍ନ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଜନତାଙ୍କ ମନ ଜିତିବା ସହ ଭୋଟ ହାତେଇବା…