Browsing Category
Top Stories
ପିଲାପିଲି ହେଉନଥିବାରୁ ଆଶ୍ରମ ଯାଇଥିଲେ ମହିଳା, ବନ୍ଦ କୋଠରୀକୁ ନେଇ, ବାବା କରିଦେଲେ ଦୁଷ୍କର୍ମ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫିରୋଜାବାଦରେ ସନ୍ତାନ ନ ହେଉଥିବାରୁ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ହାଥରସର ଏହି ମହିଳା ସନ୍ତାନ ପାଇବାର ଇଚ୍ଛାରେ ଫିରୋଜାବାଦର ନାର୍ଖି ଅଞ୍ଚଳରେ ଥିବା ଏକ ଆଶ୍ରମରେ…
‘କେବଳ ମୋତେ ଦେଖିବା ପାଇଁ ୧୧,୬୦୦ କିମି ପାରି କରି ଆସିଲେ ମୋ ବାପା’, ଦେଖନ୍ତୁ ବାପା-ଝିଅଙ୍କ ଏହି ଇମୋସନାଲ ଭିଡିଓ
ନୂଆଦିଲ୍ଲୀ: ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଭାବପ୍ରବଣ ହୋଇ କାନ୍ଦି ପକାଇବେ। ଏହି ଭିଡିଓଟି ବାପା-ଝିଅଙ୍କର।
ନିଜ ଝିଅକୁ ହଗ୍ ଦେବା ଲାଗି ତାଙ୍କ ବାପା ୧୧,୬୦୦…
୪୪ ଲକ୍ଷ ସରକାରୀ କର୍ମଚାରୀଙ୍କ ଦରମାରେ ବଡ଼ ବୃଦ୍ଧି, କେବେଠୁ ମିଳିବ ବର୍ଦ୍ଧିତ ଦରମା ? ସାମ୍ନାକୁ ଆସିଲା ତାରିଖ
ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ୮ମ ବେତନ ଆୟୋଗର ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ କ୍ୟାବିନେଟ୍ ୨୦୨୫ ଜାନୁଆରୀ ୧୬ରେ…
ସିଙ୍ଗଡ଼ା-ଜିଲାପୀ ଖାଇବା କ’ଣ ସିଗାରେଟ ପିଇବା ପରି ମାରାତ୍ମକ? ସରକାରଙ୍କ ପକ୍ଷରୁ ଜାରି ହେଲା ସତର୍କତା
ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରି ସିଙ୍ଗଡ଼ା, ଜିଲାପୀ ଏବଂ ଅନ୍ୟାନ୍ୟ ଅତ୍ୟଧିକ ତେଲ ଓ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଉପରେ ସ୍ୱାସ୍ଥ୍ୟ ସମ୍ପର୍କୀୟ ସତର୍କତା…
ଚିନ୍ତାରେ ପକାଇଲା NCERT: ବଢ଼ିଲା ଅଭିଭାବକଙ୍କ ମୁଣ୍ଡବିନ୍ଧା, କ୍ଲାସରେ ଗଣିତ ପଢ଼ିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ସ୍କୁଲରେ ଗଣିତ ପଢାକୁ ନେଇ ପିଲାଙ୍କ ଚିନ୍ତା ବଢିଯାଇଛି । ଗଣିତ ପଢିବା ବହୁତ କଷ୍ଟକର। ଗଣିତ ବିଷୟରେ ଏହି ଭୟ ଧୀରେ ଧୀରେ ପିଲାମାନଙ୍କ ମନରେ ବଢ଼ିବାରେ ଲାଗିଛି।
NCERT (ଜାତୀୟ ଶିକ୍ଷା ଗବେଷଣା ଏବଂ…
ପରିବାରେ ଲାଗିଛି କରେଣ୍ଟ, ଆକାଶ ଛୁଇଁଲା ଦର
ଭୁବନେଶ୍ୱର: ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏଥିପାଇଁ ପରିବା ଦର ଆକାଶ ଛୁଇଁଛି। ସବୁ ପରିବା ଦର କିଲୋଗ୍ରାମ ପିଛା ୭୦-୮୦ ଟଙ୍କା ଉପରେ। କେଉଁ ପରିବା ଦର ୫୦ ତଳକୁ ନାହିଁ। ଏଥିସହ ଖୁଚୁରା ବ୍ୟବସାୟୀ ପରିବାକୁ…
କାଲି ଘରକୁ ଫେରୁଛନ୍ତି ଶୁଭାଂଶୁ, କାଉଣ୍ଟଡାଉନ୍ ହୋଇସାରିଲାଣି ଆରମ୍ଭ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା । ସଫଳତାର ସହ ଶେଷ ହେଲା ଅନଡକିଂ ପ୍ରକ୍ରିୟା ।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଅଲଗା ହେଲା ଡ୍ରାଗନ ସ୍ପେଶକ୍ରାଫ୍ଟ । କାଲି ସୁଦ୍ଧା…
ନିପା ଭାଇରସ: କେରଳରେ ଦ୍ୱିତୀୟ ମୃତ୍ୟୁ ପରେ ଆତଙ୍କ, ୬ ଜିଲ୍ଲାରେ ହାଇ ଆଲର୍ଟ ଜାରି
ତିରୁଅନନ୍ତପୁରମ: କେରଳରେ ନିପା ଭୂତାଣୁ (Nipah Virus) ପୁନର୍ବାର ଆତଙ୍କ ଖେଳାଇଛି। ପଲକ୍କଡ଼ ଜିଲ୍ଲାରେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନିପା ଭୂତାଣୁ ସଂକ୍ରମଣର ସନ୍ଦେହ କରାଯାଉଛି, ଯାହା ରାଜ୍ୟରେ ଏହାର…
ଟିମ ଇଣ୍ଡିଆ ହାତରୁ ଖସୁଛି ବିଜୟ, ପନ୍ତ-ରାହୁଲଙ୍କ ପରେ ଏବେ ୱାଶିଂଟନ ବି ଆଉଟ୍
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜି ଟେଷ୍ଟ ମ୍ୟାଚ୍ର ପଞ୍ଚମ ଦିନ। ଭାରତୀୟ ଦଳକୁ ଜିତିବା ପାଇଁ 193 ରନ୍ର ଟାର୍ଗେଟ ଦେଇଛି ଇଂଲଣ୍ଡ।
ପନ୍ତ ଆଉଟ୍…
ବିହାର ଭଳି ଭୋଟର ତାଲିକାର ଗଭୀର ପରୀକ୍ଷଣ ଏଣିକି ସାରା ଦେଶରେ ହେବ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ସାରା ଦେଶରେ ମତଦାତା ସୂଚୀର ଗଭୀର ପରୀକ୍ଷଣର ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ବିହାରରେ ଚାଲୁଥିବା ଗଭୀର ମତଦାତା ପରୀକ୍ଷଣ ଏବଂ ସୁପ୍ରିମକୋର୍ଟରେ ବିହାର ମାମଲାର ଶୁଣାଣି ମଧ୍ୟରେ ଆୟୋଗ…