Browsing Category

Top Stories

ସାପ କାମୁଡାରେ ଚାଲିଗଲା ଶିଶୁକନ୍ୟାର ପ୍ରାଣ, ଘରେ ଶୋଇଥିବା ବେଳେ ଅଘଟଣ

ବାଲିଆପାଳ: ସାପ କାମୁଡ଼ାକୁ ନେଇ ପୁଣି ଏକ ବଡ଼ ଖବର। ସାପ କାମୁଡ଼ାରେ ଏକ ୩ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କୁନିଝିଅକୁ କାମୁଡ଼ି ଦେଇଥିଲା। ସୂଚନାନୁଯାୟୀ, ଏହି ଘରେ କେବଳ…

“ତାଙ୍କର ପିଲା ଦିନରୁ..”, ରିସେପ୍ସନରେ ସ୍ତ୍ରୀ କାହିଁକି ପକାଇଥିଲେ ଓଢ଼ଣା, କାରଣ କହିଦେଲେ ଖାନ୍ ସାର୍‌

ନୂଆଦିଲ୍ଲୀ: ନିକଟରେ ହାତକୁ ଦିହାତ ହୋଇଥିଲେ ବିହାରର ଲୋକପ୍ରିୟ ଅନଲାଇନ ଶିକ୍ଷକ ଖାନ ସାର ବିବାହ କରିଥିଲେ। ସେ ନିଜ ରିସେପ୍ସନ ୨ ଜୁନରେ ପାଟଣାରେ ଦେଇଥିଲେ। ଏହି ସମୟରେ ଖାନ ସାରଙ୍କ ସ୍ତ୍ରୀ ନିଜ ମୁହଁକୁ ଓଢ଼ଣାରେ…

ଅଦିନିଆ ରଥଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ, ବନ୍ଦ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଆଇନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ବନ୍ଦ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆଇନ ମନ୍ତ୍ରୀଙ୍କ କହିବା ଅନୁସାରେ, "ଶ୍ରୀ…

ICC ଜାରି କଲା ୨୦୨୫ ODI ୱାଲର୍ଡ କପର କାର୍ଯ୍ୟସୂଚୀ, ଜାଣନ୍ତୁ ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମହିଳା କ୍ରିକେଟ ୱାର୍ଲଡ କପ ୨୦୨୫ର କାର୍ଯ୍ୟସୂଚୀ ଜାରି କରିଛି। ଏହି ୱାର୍ଲଡ କପ ୮ଟି ଟିମ ଭାଗ ନେଉଛି ଏବଂ ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ-ରବିନ ଫର୍ମାଟରେ ଖେଳାଯିବ।…

Reliance Jioର ସର୍ଭର ଡାଉନ! କଲିଂ-ଇଣ୍ଟରନେଟରେ ସମସ୍ୟା ଭୋଗୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ମଧ୍ୟରୁ ଗୋଟିଏ ରିଲାଏନ୍ସ ଜିଓ ଆଜି ଅନେକ ସ୍ଥାନରେ ହଠାତ୍ ଏହାର ସେବା ବନ୍ଦ କରିଦେଇଛି। ବିଶେଷକରି କେରଳର ଉପଭୋକ୍ତାମାନେ ମୋବାଇଲ୍ ନେଟୱାର୍କ ଏବଂ ବ୍ରଡବ୍ୟାଣ୍ଡ…

Video: ରାପିଡୋ ଡ୍ରାଇଭରଙ୍କ ଗୁଣ୍ଡାଗିରି, ରାସ୍ତା ମଝିରେ ମହିଳା ଯାତ୍ରୀଙ୍କୁ ଚାପୁଡ଼ା ମାରିଲେ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜୟନଗରର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ରାପିଡୋ ବାଇକ୍ ଚାଳକ ଜଣେ ମହିଳା ଯାତ୍ରୀଙ୍କୁ ଆକ୍ରମଣ କରୁଥିବାର ଦେଖାଯାଉଛି। ସୂଚନା ଅନୁଯାୟୀ, ମହିଳା ଜଣକ ମଝିରେ ବାଇକରୁ ଓହ୍ଲାଇବା…

ଆଲିଆ ଭଟ୍ଟ ବଦଳାଇ ଦେଲେ କି ନିଜ ସରନେମ୍‌? ଅଭିନେତ୍ରୀଙ୍କ ଭାଇରାଲ ପୋଷ୍ଟରୁ ମିଳିଲା ହିଣ୍ଟ

ନୂଆଦିଲ୍ଲୀ: ଆଲିଆ ଭଟ୍ଟ କାନ୍ସ ଫିଲ୍ମ ଫେଷ୍ଟିଭାଲ 2025ରେ ଡେବ୍ୟୁ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଲୁକରେ ଏହି କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଥିଲେ। ଏହି କାର୍ଯ୍ୟକ୍ରମର…

ରଜରେ ଘଟିଲା ବଡ଼ ଅଘଟଣ, ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର

ଭୁବନେଶ୍ବର: ରଜରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗାଁରେ ଭୟାବହ ପରିସ୍ଥିତି ଦେଖାଯାଇଛି । ଜଣେ ମହିଳାଙ୍କୁ ଏକ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି । ଝିଅ ସାମ୍ନାରେ ମାଆକୁ ଟାଣି ନେଇଗଲା- ଆଳିରୁ ସାମ୍ନାକୁ ଆସିଛି…

ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, LIC ହାଉସିଂ ଫାଇନାନ୍ସରେ ବାହାରିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ:ଯଦି ଆପଣ ସ୍ନାତକ ସମାପ୍ତ କରିଛନ୍ତି ଏବଂ ଭାରତୀୟ ଜୀବନ ବୀମା ନିଗମ (LIC) ରେ ଯୋଗ ଦେଇ ଆପଣଙ୍କର କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ସ୍ୱତନ୍ତ୍ରମ। LIC ହାଉସିଂ…

ପିଏମ ମୋଦୀଙ୍କୁ ମିଳିଲା ସାଇପ୍ରସର ସର୍ବୋଚ୍ଚ ସମ୍ମାନ, “ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ Makarios-III”

ନୂଆଦିଲ୍ଲୀ: ସାଇପ୍ରସରେ ପିଏମ ମୋଦୀ ପୁଣିଥରେ ଦୁନିଆକୁ ଭାରତର ଅଗ୍ରଗତି ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସାଇପ୍ରସର ଲିମାସୋଲ ସହରରେ ଏକ ବ୍ୟବସାୟିକ ଗୋଲମେଜ ସମ୍ମିଳନୀରେ…