Browsing Category

Top Stories

ପିଏମ ମୋଦୀଙ୍କୁ ମିଳିଲା ସାଇପ୍ରସର ସର୍ବୋଚ୍ଚ ସମ୍ମାନ, “ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ Makarios-III”

ନୂଆଦିଲ୍ଲୀ: ସାଇପ୍ରସରେ ପିଏମ ମୋଦୀ ପୁଣିଥରେ ଦୁନିଆକୁ ଭାରତର ଅଗ୍ରଗତି ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସାଇପ୍ରସର ଲିମାସୋଲ ସହରରେ ଏକ ବ୍ୟବସାୟିକ ଗୋଲମେଜ ସମ୍ମିଳନୀରେ…

ଏବେ ବର୍ଷକୁ ଦୁଇଥର ହେବ ନର୍ସିଂ ଅଫିସର ରିକ୍ରୁଟମେଣ୍ଟ କମନ ଏଲିଜିବିଲିଟି ଟେଷ୍ଟ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଘୋଷଣା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ନର୍ସିଂ ଅଫିସର ରିକ୍ରୁଟମେଣ୍ଟ କମନ ଏଲିଜିବିଲିଟି ଟେଷ୍ଟ (NORCET) ଏବେ ବର୍ଷକୁ ଗୋଟିଏ ଥର ବଦଳରେ ଦୁଇଥର ଆୟୋଜିତ ହେବ। ଏହି ନିଷ୍ପତ୍ତି…

ଏଣିକି ମା’ମାନେ ସ୍କୁଲ ମଧ୍ୟାହ୍ନ ଭୋଜନର କରିବେ ଯାଞ୍ଚ, ଶିକ୍ଷା ବିଭାଗ ଜାରି କଲା ଚିଠି

ଭୁବନେଶ୍ୱର: ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ଏ ନେଇ ନିର୍ଦ୍ଦେଶ ଜାରି କରିଛି ଶଇକ୍ଷା ବିଭାଗ । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗର ଚିଠି ଜାରି ।…

୩୦ ବର୍ଷ ବୟସ ପରେ କାହିଁକି କିଛି ମହିଳା PCOSର ହୁଅନ୍ତି ଶିକାର ? ଏହାକୁ କିପରି କରିବେ କଣ୍ଟ୍ରୋଲ

ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ (PCOS) ଏକ ସାଧାରଣ ହରମୋନ ସମ୍ବନ୍ଧୀୟ ରୋଗ, ଯାହା ବିଶେଷ କରି ୩୦ ବର୍ଷ ବୟସ ପରେ ଅନେକ ମହିଳାଙ୍କୁ ପ୍ରଭାବିତ କରୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଭାରତରେ ପ୍ରତି ୫ ଜଣ…

ଅହମଦାବାଦରେ କ୍ରାସ ହୋଇଥିବା ବିମାନର CVR ଉଦ୍ଧାର, ଜାଣନ୍ତୁ ଏହାଦ୍ୱାରା କେଉଁ ସୂଚନା ମିଳିପାରିବ ?

ଅହମଦାବାଦ: ଜୁନ ୧୨, ୨୦୨୫ରେ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ (ଫ୍ଲାଇଟ AI171)ର କକପିଟ ଭଏସ ରେକର୍ଡର (CVR) ଉଦ୍ଧାର ହୋଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ…

ଗୁଗୁଲ୍ ଦେଉଛି ମାଗଣା AI କୋର୍ସ: ଘରେ ବସି ପାଠ ପଢ଼ି ଆପଣ ପାଇପାରିବେ ସାର୍ଟିଫିକେଟ

ନୂଆଦିଲ୍ଲୀ: ଗୁଗୁଲ୍ ଏକ ନୂଆ ଉଦ୍ୟୋଗରେ ସାରା ବିଶ୍ୱରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ମାଗଣା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କୋର୍ସ ଆରମ୍ଭ କରିଛି। ଏହି କୋର୍ସ ଅନଲାଇନ ମାଧ୍ୟମରେ ଘରେ ବସି ପଢ଼ିବାର ସୁଯୋଗ ପ୍ରଦାନ…

6 ବର୍ଷର ପ୍ରେମ, 6 ମାସ ପରେ ଧରାପଡିଲା ହତ୍ୟାକାରୀ ପ୍ରେମିକ

ବେଙ୍ଗାଲୁରୁ: ରହସ୍ୟ ଉପରୁ ଉଠିଲା ପରଦା। 6 ମାସ ଧରି ଯେଉଁ ରହସ୍ୟ, ରହସ୍ୟ ହୋଇ ରହିଥିଲା ଏବେ ସେହି ରହସ୍ୟ ଉପରୁ ପରଦା ଉଠାଇଛି ପୋଲିସ। ଘଟଣାଟି କର୍ଣ୍ଣାଟକର ଗଡଗ ଜିଲ୍ଲାର। ରହସ୍ୟ ଉପରୁ ଉଠିଲା ପରଦା:…

ଏୟାର ଇଣ୍ଡିଆର ଆଉ ଏକ ଡ୍ରିମଲାଇନର ବିମାନରେ ତ୍ରୁଟି: ଫେରିବାକୁ ପଡ଼ିଲା ହଂକଂରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟ

ହଂକଂ/ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ, ଫ୍ଲାଇଟ ନମ୍ବର AI315, ହଂକଂରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟି ହେତୁ ହଂକଂ ବିମାନବନ୍ଦରକୁ…

ଲାଭିଜାନର ଅତି ସୁରକ୍ଷିତ ବଙ୍କରରେ ଇରାନର ସର୍ବୋଚ୍ଚ ନେତା ଖାମେନେଇ, ସେଠାରେ ଚାହିଁଲେ ବି ଆକ୍ରମଣ କରିପାରିବ ନାହିଁ ଇସ୍ରାଏଲ

ତେହେରାନ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ରାଜନୈତିକ ଓ ସାମରିକ ଉତ୍ତେଜନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ତେହେରାନର ସବୁଠାରୁ ସୁରକ୍ଷିତ ସ୍ଥାନ ଲାଭିଜାନସ୍ଥିତ ଏକ ଭୂମିଗତ ବଙ୍କରକୁ…

ଅପମାନରୁ ଆତ୍ମସମର୍ପଣ: ଏବେ ଚାଲିଛି ବିରୋଧୀ ଦଳମାନଙ୍କର କ୍ଷମା ପ୍ରାର୍ଥନା ରଣନୀତି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ସାକେତ ଗୋଖଲେ ପୂର୍ବତନ କୂଟନୀତିଜ୍ଞ ଲକ୍ଷ୍ମୀ ମୁର୍ଦେଶ୍ୱର ପୁରୀଙ୍କୁ ଏକ ଦୀର୍ଘ ଚାଲିଥିବା ଅପମାନନା ମାମଲାରେ ଅବଶେଷେ ନିଃଶର୍ତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛନ୍ତି।…