Browsing Category
Top Stories
ଡ୍ୟୁଟିରେ ଥିବାବେଳେ ନିଜ ସହକର୍ମୀଙ୍କୁ ହତ୍ୟା କଲେ ଯବାନ, ରାଇଫଲରୁ କଲେ ୧୩ ରାଉଣ୍ଡ ଫାୟରିଙ୍ଗ
ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ମୁର୍ଶୀଦାବାଦ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିଏସଏଫର ଯବାନ ନିଜ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ବିଏସଏଫ ଯବାନ ନିଜ ସହକର୍ମୀ ରତନ…
ଅହମଦାବାଦ ବିମାନ ଦୁର୍ଘଟଣା: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ କଲା DNA ମ୍ୟାଚ୍
ନୂଆଦିଲ୍ଲୀ: ବିଜୟ ରୂପାନୀଙ୍କ DNA ମ୍ୟାଚ୍ । ପରିବାରକୁ ଡିଏନଏ ମ୍ୟାଚ୍ ନେଇ ଦିଆଗଲା ସୂଚନା । ଅହମଦାବାଦ ବିମାନ ଦୁର୍ଘଟଣାରେ ହୋଇଥିଲେ ମୃତ୍ୟୁ । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜୟ ରୂପାନୀ ।…
କେବଳ ତମାଖୁ ନୁହେଁ, ଏହି କାରଣରୁ ମଧ୍ୟ ମୁହଁରେ ଘର କରୁଛି କର୍କଟ: ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ
ନୂଆଦିଲ୍ଲୀ: ଭାରତରେ ମୁଖ କର୍କଟ (ଓରାଲ କ୍ୟାନ୍ସର) ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଏକ ଦଶନ୍ଧି ମଧ୍ୟରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟାରେ ନାମମାତ୍ର ବୃଦ୍ଧି ଦେଖାଯାଇଛି। ଏହାର ମୁଖ୍ୟ…
“ଅଣସେବାୟତ ରଥରେ ଚଢ଼ିଲେ ହେବେ ଗିରଫ”, ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସମସ୍ତ ସାଜସଜା କାର୍ଯ୍ୟ ଆରମ୍ଭ ହୋଇଛି। ରଥକାର୍ଯ୍ୟ ମଧ୍ୟ ଆଉ ଅଳ୍ପ ରହିଛି। ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସରଘରେ ଅଛନ୍ତି। ତେବେ ଏହାରି…
ଯାଜପୁର ଡାଇରିଆ ଆତଙ୍କ, ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ 14 ଜଣିଆ କେନ୍ଦ୍ରୀୟ ଟିମ୍
ଯାଜପୁର: ଜିଲ୍ଲାରେ ହଇଜା ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ସମୀକ୍ଷା କରୁଛନ୍ତି 14 ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଜିଲ୍ଲା…
ଗ୍ୟାସ ସିଲିଣ୍ଡରରେ କ’ଣ ରହିଛି ଏକ୍ସପାୟାରୀ ଡେଟ୍ ! ଅସାବଧାନତା ହୋଇପାରେ ମାରାତ୍ମକ, ଜାଣନ୍ତୁ ଯାଞ୍ଚ ପଦ୍ଧତି
ନୂଆଦିଲ୍ଲୀ: ଆପଣଙ୍କ ରୋଷେଇ ଘରେ ଥିବା LPG ଗ୍ୟାସ ସିଲିଣ୍ଡର ଦେଖୁଥିବା ସାଧାରଣ ଜିନିଷ ହେଲେ ମଧ୍ୟ ଏହାର ଏକ ଏକ୍ସପାୟାରୀ ଡେଟ୍ ଥାଏ, ଯାହା ଅଜଣା ରହିଲେ ବଡ଼ ବିପଦ ଡାକି ଆଣିପାରେ। ଗ୍ୟାସ ଲିକେଜ କିମ୍ବା ବିସ୍ଫୋରଣ…
ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ: “ଆମକୁ ଆକ୍ରମଣ କଲେ ଛାଡ଼ିବୁନି”
ୱାଶିଂଟନ: ଇରାନକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । “ଆମକୁ ଆକ୍ରମଣ କଲେ ଛାଡ଼ିବୁନି । ଆମକୁ ଆକ୍ରମଣ କଲେ ଆମେରିକୀୟ ସେନା ନିଜର ଶକ୍ତି ଦେଖାଇବ”ବୋଲି…
କେନ୍ଦ୍ରିୟ ଡେପୁଟେସନରେ ଯିବେ 2 ଓଡ଼ିଆ କ୍ୟାଡର IPS
ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ ଯିବେ 2 ଓଡିଶା କ୍ୟାଡର IPS । ରେଖା ଲୋହାନି ଓ ସଞ୍ଜୟ କୁମାର ଡେପୁଟେସନରେ ଯିବେ । କେନ୍ଦ୍ରୀୟ ଡେପୁଟେସନରେ ADG ସ୍ତରୀୟ ଦାୟିତ୍ୱରେ ରହିବେ ରେଖା ଲୋହାନି ଓ ସଞ୍ଜୟ କୁମାର । 38…
କଡ଼ ଲେଉଟାଉଛି ମୌସୁମୀ, ଏହି 4 ଜିଲ୍ଲାରେ ପ୍ରବଳ ଛେଚିବ
ଭୁବନେଶ୍ବର: କଡ଼ ଲେଉଟାଉଛି ମୌସୁମୀ । ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ । ଆଜି 4 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ…
ବେଙ୍ଗାଲୁରୁ ଦଳାଚକଟା ପରେ BCCIର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମ୍ୟାଚ ପରେ ଉତ୍ସବରେ କଟକଣା
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଜିତ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏକ ବଡ଼ ପଦକ୍ଷେପ ଗ୍ରହଣ…