
Browsing Category
Top Stories
ସଂଜୟ ଭଣ୍ଡାରୀଙ୍କୁ ଭଗୋଡ଼ା ଆର୍ଥିକ ଅପରାଧୀ ଘୋଷଣା କଲେ ଦିଲ୍ଲୀ କୋର୍ଟ, ବ୍ରିଟେନରେ ରହୁଛନ୍ତି ଅସ୍ତ୍ରଶସ୍ତ୍ର ବ୍ୟବସାୟୀ
ନୂଆଦିଲ୍ଲୀ: ଦିଲ୍ଲୀର ଏକ ସ୍ୱତନ୍ତ୍ର ନ୍ୟାୟାଳୟ ଶନିବାର ବ୍ରିଟେନରେ ରହୁଥିବା ଅସ୍ତ୍ର ବ୍ୟବସାୟୀ ସଂଜୟ ଭଣ୍ଡାରୀଙ୍କୁ ଭଗୋଡ଼ା ଆର୍ଥିକ ଅପରାଧୀ (Fugitive Economic Offender) ଭାବେ ଘୋଷଣା କରିଛି। ଏହି ନିଷ୍ପତ୍ତି…
ଗାଭାସ୍କରଙ୍କ ୫୪ ବର୍ଷର ପୁରୁଣା ମହାରେକର୍ଡକୁ ଭାଙ୍ଗିଦେଲେ ଶୁଭମନ ଗିଲ୍, ପୁଣି ଶତକ ମାରି ରଚିଲେ ଇତିହାସ
ନୂଆଦିଲ୍ଲୀ: ଅଧିନାୟକ ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିବା ଶୁଭମନ ଗିଲଙ୍କ ବ୍ୟାଟରୁ ଖାଲି ରନ ବର୍ଷା ହେଉଛି। ପ୍ରଥମେ ସେ ଲିଡ୍ସ ଟେଷ୍ଟରେ ଶତକ ହାସଲ କରିଥିଲେ। ତା'ପରେ ସେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ…
କପିଲ ଶର୍ମା ୬୩ ଦିନରେ କେମିତି କମାଇଲେ ୧୧ କିଲୋ ଓଜନ, ଫିଟନେସ୍ କୋଚ୍ ଖୋଲିଦେଲେ ରାଜ୍
ନୂଆଦିଲ୍ଲୀ: କମେଡି କିଙ୍ଗ କପିଲ ଶର୍ମା ବର୍ତ୍ତମାନ ନିଜର ଟ୍ରାନ୍ସଫର୍ମେସନକୁ ନେଇ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହାର ଖୁଲାସା ହୋଇଛି। କପିଲ ଶର୍ମାଙ୍କ ଫିଟନେସ୍ କୋଚ ୟୋଗେଶ ଭାଟେଜା ତାଙ୍କ ଫିଟନେସ୍…
ଭାରତରେ କେତେ ଶିଶୁ ସମୟ ପୂର୍ବରୁ ଜନ୍ମ ନିଅନ୍ତି? ୧୭% ନବଜାତଙ୍କ ଓଜନ ମଧ୍ୟ ରହୁଛି କମ; ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା
ଭାରତରେ ଶିଶୁ ସ୍ୱାସ୍ଥ୍ୟ ଓ ମାତୃ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଛି। ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-5, 2019-21) ଅନୁଯାୟୀ, ଭାରତରେ ୧୩% ଶିଶୁ ସମୟ…
ଟିମ୍ ଇଣ୍ଡିଆ ୧୩ ମାସ ଯାଏଁ ଯିବନି ଏହି ଦେଶ, ବଡ଼ ସିରିଜକୁ ସ୍ଥଗିତ ରଖିଲା BCCI
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ଅଫିସିଆଲ ଭାବେ ସ୍ଥଗିତ ହୋଇଛି। ଭାରତୀୟ ଟିମକୁ ଅଗଷ୍ଟ ମାସରେ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ବାଂଲାଦେଶ ଗସ୍ତ କରିବାକୁ ଥିଲା, ହେଲେ ବର୍ତ୍ତମାନ ଏହି ସିରିଜକୁ ୧୩ ମାସ…
୬ ଜଣଙ୍କୁ ହତ୍ୟା, ପରେ ଦିଅରକୁ ବିବାହ, ସମ୍ପତ୍ତି ପାଇଁ ସବୁ ସୀମା ପରି କରିଦେଲେ ଏହି ମହିଳା
ନୂଆଦିଲ୍ଲୀ: ଆପଣ ଫିଲ୍ମରେ ଦେଖୁଥିବେ କିଏ ସଂପତ୍ତି ଲୋଭରେ ପରିବାରକୁ ହତ୍ୟା କରୁଛି। ହେଲେ ଏମିତି ଏକ ଘଟଣା ସତ ଜୀବନରେ ଘଟିଛି।
ନେଟଫ୍ଲିକ୍ସରେ ଆସିଥିବା ଏକ ଡକ୍ୟୁମେଣ୍ଟ୍ରୀ ଫିଲ୍ମ ‘Curry & Cyanide: The…
ଇନଷ୍ଟାଗ୍ରାମରେ କେତେ ଲାଇକ୍ ଓ ଫଲୋଅର୍ସରେ ମିଳେ ଟଙ୍କା? ଜାଣନ୍ତୁ କେବେ ହୁଏ ମୋନେଟାଇଜେସନ
ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ କେବଳ ଫଟୋ ଓ ଭିଡିଓ ଶେୟାର କରିବାର ପ୍ଲାଟଫର୍ମ ନୁହେଁ, ବରଂ ଏକ ରୋଜଗାରର ମାଧ୍ୟମ ମଧ୍ୟ ହୋଇଛି। ଲକ୍ଷାଧିକ ଉପଭୋକ୍ତା ଇନଷ୍ଟାଗ୍ରାମ ମାଧ୍ୟମରେ ନାଁ ଓ ଟଙ୍କା ଦୁଇଟି ରୋଜଗାର…
ଭଙ୍ଗା ଓ ଖରାପ ହେଲମେଟରୁ ମୁକ୍ତି ପାଇବେ ଗାଡ଼ିଚାଳକ, ରାଜ୍ୟମାନଙ୍କୁ କେନ୍ଦ୍ରର ବଡ଼ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଗାଡ଼ିଚାଳକଙ୍କ ପାଇଁ ଖୁସି ଖବର। ଆଗକୁ ଏମାନଙ୍କୁ ଖରାପ ବା ନିମ୍ନମାନର କ୍ୱାଲିଟିର ହେଲମେଟରୁ ମୁକ୍ତି ମିଳିବାକୁ ଯାଉଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ବାଇକ ଚାଳକଙ୍କର ସୁରକ୍ଷାକୁ ଦୃଷ୍ଟି ରଖି ଖରାପ…
ସ୍ମୃତି ମନ୍ଧାନା ହାସଲ କଲେ ଐତିହାସିକ ରେକର୍ଡ, ଅଷ୍ଟ୍ରେଲିଆର ଏହି ଖେଳାଳିଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତୀୟ ମହିଳା ଟିମ ମଧ୍ୟରେ ପାଞ୍ଚଟି ମ୍ୟାଚର ଟି୨୦ ସିରିଜର ତୃତୀୟ ମୁକାବିକା Kennington Oval ଲଣ୍ଡନରେ ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ମହିଳା ଟିମ ପକ୍ଷରୁ ସ୍ମୃତି ମନ୍ଧାନା ଶାନଦାର…
ଗଡ଼ିଲା ତିନି ରଥ, ବାହୁଡୁଛନ୍ତି ୩ ଠାକୁର, ବଡ଼ଦାଣ୍ଡରେ ଲହଡ଼ି ମାରୁଛି ଜନସମୁଦ୍ର
ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ମାଉସୀ ମାଆଙ୍କ ଘରେ ରହଣୀ ପରେ ମହାପ୍ରଭୁ ବଡ଼ଭାଇ ଏବଂ ଭଉଣୀ ସହ ଶ୍ରୀମନ୍ଦିର ବାହୁଡ଼ୁଛନ୍ତି। ତେବେ ବର୍ତ୍ତମାନ ୩ ରଥ ଅର୍ଥାତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ଗଡ଼ିବା ଆରମ୍ଭ…