Browsing Category
Top Stories
ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ବୋମାମାଡ, ବାଇକରେ ଆସି ବୋମାମାଡ଼ କଲେ 3 ଦୁର୍ବୃତ୍ତ
ପୁରୀ: ମୋଚିସାହି ନିକଟ ନୂଆତୋଟାରେ ବୋମା ମାଡ଼ । ଶୁକ୍ରବାର ଏହି ବୋମାମାଡ ହୋଇଛି । ବାଇକରେ ଆସି ଜାଗାଘର ଉପରକୁ 3 ଦୁର୍ବୃତ୍ତଙ୍କୁ ବୋମାମାଡ଼ କରିଛନ୍ତି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା…
ଚଳନ୍ତା ବସ୍ ଉପରେ ପଡ଼ିଗଲା ଗଛ, ୫ ମୃତ, ଫଶି ଯାଇଥିବା ମହିଳା କହିଲେ- ଜୀବନ ବଞ୍ଚାଇବା ଆଗ, ଆପଣ ଭିଡିଓ କରୁଛନ୍ତି..
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାବଂକୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀବାହୀ ଚଳନ୍ତା ବସ୍ ଉପରେ ଏକ ଗଛ ପଡ଼ିଯାଇଛି। ସୂଚନାଯୋଗ୍ୟ ଯେ, ଏଠାରେ ପ୍ରବଳ ବର୍ଷା ଜାରି ରହିଛି।
ଏହି ଦୁର୍ଘଟଣାରେ ୫ଜଣଙ୍କର…
ନାବାଳିକା ଝିଆରୀକୁ ଗର୍ଭବତୀ କଲା ପିଉସା, ମାଙ୍କଡ଼ ଘଉଡ଼ାଇବା ବାହାନାରେ କରିଥିଲା ଦୁଷ୍କର୍ମ
ବସ୍ତା: ପିଉସା –ଝିଆରୀର ସମ୍ପର୍କ ବାପା-ଝିଅର ସମ୍ପର୍କ ପରି । କିନ୍ତୁ ଆଜିର ଦୁନିଆରେ ଏଭଳି ଏକ ଘଟଣା ଘଟିଛି ଯାହା ଦେଖିବା ପରେ ସମ୍ପର୍କ ଉପରୁ ଭରସା ତୁଟି ଯାଇଛି । ତେବେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ…
ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ପିନ୍ଧିବାକୁ ହେବ ଓଭରକୋଟ୍, ଏହି ରାଜ୍ୟରେ ଲାଗୁ ହେଲା ନୂଆ ନିୟମ
ନୂଆଦିଲ୍ଲୀ: ଏଣିକି ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ଓଭରକୋଟ୍ ପିନ୍ଧିବାକୁ ପଡିବ । ପୁଡୁଚେରୀ ସରକାର ସ୍କୁଲରେ 'ଓଭରକୋଟ୍' ପିନ୍ଧିବା ପାଇଁ ଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି…
(video) ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ପସନ୍ଦ ଦକ୍ଷିଣୀ ପୁଅ, ଏ ପ୍ରେମର ନାଁ କ’ଣ ଦେବେ?
ମୁମ୍ବାଇ: ଏବେ ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ମୃଣାଲ ଠାକୁର। ସେ ପୁଣି ସାଉଥ ସୁପରଷ୍ଟାରଙ୍କ ସହ। ଏହି ଡେଟିଂ ସେଟିଂକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଅଭିନେତ୍ରୀ ମୃଣାଲ ଠାକୁର ତାଙ୍କ ସମ୍ପର୍କକୁ ନେଇ ବହୁତ ଦିନ…
ହାତୀ ଖୁଆଡ଼ରେ ପଡ଼ିଲା ଛୁଆ; ନିଜ ଶୁଣ୍ଢରେ ଟେକି ପରିବାରକୁ ଦେଲେ ଗଜରାଜ, ହୃଦୟ ଜିତିବ ଏହି ଭିଡିଓ
ନୂଆଦିଲ୍ଲୀ: ହାତୀ ଏକ ବିଶାଳ ପ୍ରାଣୀ। ହାତୀର ହୃଦୟ ତା'ର ଶରୀର ଅପେକ୍ଷା ବହୁତ ବଡ଼। ଏହାକୁ ପ୍ରମାଣିତ କରୁଥିବା ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ, ହାତୀର ହୃଦୟ କେତେ…
(ଭିଡ଼ିଓ): ଦୋକାନରେ ଶୋଇଥିଲେ ମହିଳା, ହଠାତ ପ୍ୟାଣ୍ଟ ଭିତରେ ପଶିଗଲା ମୂଷା, ଭିଡ଼ିଓ ଭାଇରାଲ
ଭିଏତନାମ: ଅଜବ ଘଟଣା, ଶୋଇଥିବାବେଳେ ମହିଳାଙ୍କ ପ୍ୟାଣ୍ଟ ଭିତରେ ପଶିଗଲା ମୂଷା। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଡ୍ରେସ ଦୋକାନ…
ଟଙ୍କା-ସୁନାରେ ହାତ ବି ମାରିଲାନି; 30 ଲିଟର ନଡ଼ିଆ ତେଲ ନେଇ ଫେରାର ହେଲା ଚୋର, ସତ ଜାଣିଲେ ଉଡ଼ିଯିବ ହୋସ୍
କେରଳ: କୋଚି (କେରଳ)ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଅଳଙ୍କାର କିମ୍ବା ଟଙ୍କା ନୁହେଁ, ନଡ଼ିଆ ତେଲ ଚୋରି କରି ଫେରାର ହୋଇଛି। ଏହା ଶୁଣିବାକୁ ଯଦିଓ ଅଜବ ଲାଗୁଛି, କିନ୍ତୁ ଏହି ଚୋରି ପଛର…
ଲୁଟ୍ କରିବ ତ ଏମିତି… ୪ ଜଣ ମହିଳାଙ୍କ ପ୍ରେମ ଜାଲରେ ଫସିଲେ ୮୦ ବର୍ଷୀୟ ବୃଦ୍ଧ, ଲୁଟିନେଲେ ୯ କୋଟି ଟଙ୍କା
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଅଜଣା ବନ୍ଧୁତା ମୁମ୍ବାଇର ଜଣେ 80 ବର୍ଷୀୟ ବୃଦ୍ଧଙ୍କ ଜୀବନକୁ ବହୁତ ଦୋହଲାଇ ଦେଇଛି । ପ୍ରେମ, ସହାନୁଭୂତି ଏବଂ ମିଥ୍ୟା ବାଧ୍ୟବାଧକତା ନାମରେ, ବୃଦ୍ଧାଙ୍କ ଠାରୁ ପ୍ରାୟ 8.7 କୋଟି…
ଘର ଭିତରେ ରହିଛି ସିକ୍ରେଟ ରୁମ, ସେଠାରେ ନାଗ ନାଗୁଣୀ କରନ୍ତି ରୋମାନ୍ସ
ମହାରାଷ୍ଟ୍ର: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଅବସ୍ଥିତ ଶେତପାଲ ଗାଁ, ଯାହାକୁ 'ସାପଙ୍କ ଗାଁ' ମଧ୍ୟ କୁହାଯାଏ। ଏକ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଏହି ଗାଁ ପ୍ରସିଦ୍ଧ। ଏଠାରେ ଲୋକମାନେ ବିନା ଡରରେ ବିଷାକ୍ତ…