Browsing Category

Top Stories

ପରିବାର ସହ ଗ୍ରୀଷ୍ମ ଛୁଟି କଟାଇବାକୁ ଶିକ୍ଷକମାନେ ଯାଇ ପାରିବେ ନାହିଁ: ବିନା ସୂଚନା ଓ ଅନୁମତିରେ ଜିଲ୍ଲା ଛାଡ଼ି ପାରିବେନି

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଓ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶିକ୍ଷକଙ୍କର ଅବଦାନ ଅତୁଳନୀୟ । ସେଥିପାଇଁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷା ସହ ଜଡ଼ିତ କିଛି…

ଆସନ୍ତାକାଲି ପୂର୍ବାହ୍ନ ୧୧ ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଯେଉଁ ଆଶଙ୍କା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଲାଗି ରହିଥିଲା ତାହାର ଅନ୍ତ ଘଟିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ…

ଆଧାର କାର୍ଡ ନଥିଲେ ଗୁପଚୁପ୍ ଖାଇ ପାରିବେନି! କେବଳ ପୁରୁଷ ଖାଇ ପାରିବେ, ବୟସ ୧୮ ବର୍ଷ ହେବା ଜରୁରୀ

ନୂଆଦିଲ୍ଲୀ: ଆପଣମାନେ କେବେ ଗୁପଚୁପ ଖାଇଛନ୍ତି? ସ୍ୱାଦିଷ୍ଟ ଗୁପଚୁପ ଖାଇବାକୁ ଝିଅମାନେ ବେଶି ପସନ୍ଦ କରନ୍ତି । ତେବେ ଯଦି କୌଣସି ଦୋକାନୀ ଗୁପଚୁପ ଖାଇବା ପୂର୍ବରୁ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବ, ତେବେ ଆପଣ…

ଶିବଙ୍କ ଉପାସକ ଅଦୀନମ୍ ଙ୍କ ପଛରେ ରହିଛି ଏକ ଗୌରବମୟ ଇତିହାସ

ନୂଆଦିଲ୍ଲୀ:ଗତ ରବିବାର ନୂଆ ସଂସଦ ଭବନ ଉଦଘାଟନ ହୋଇଯାଇଛି । ଏହି ନୂଆ ସଂସଦ ଭବନ ଉଦଘାଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ସେନଗୋଲ ବା ରାଜଦଣ୍ଡର ସ୍ଥାପନ କରିଥିଲେ । କିନ୍ତୁ ଏହି…

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା, ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ପାର

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଲୋକମାନେ ଟହଳବିକଳ ହେଉଛନ୍ତି । ଦିନ ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ ହୋଇଛି । ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର…

ରେଲୱେ ଟ୍ରାକ କଡ଼ରେ କାହିଁକି ରହିଛି ଏହି ଆଲୁମିନିୟମ ବକ୍ସ? କାରଣ ଜାଣିବା ପରେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତୀୟ ରେଳ ପାଇଁ ଯାତ୍ରୀଙ୍କ ସୁରକ୍ଷା ସର୍ବାଧିକ। ଦୁର୍ଘଟଣାକୁ ରୋକିବା ଏବଂ ଦୁର୍ଘଟଣା ଚିହ୍ନଟ ପାଇଁ ରେଳବାଇ ଅନେକ ବ୍ୟବସ୍ଥା କରିଥାଏ। ସୁରକ୍ଷା ବ୍ୟବସ୍ଥାରେ କୌଣସି ବିଳମ୍ବ କରିନଥାଏ। ଟ୍ରେନ୍ ଚକ,…

ଚିଲିକାରୁ ଚିହ୍ନଟ ହେଲା ନୂତନ ପ୍ରଜାତିର କୋଚିଆ ମାଛ ‘କଳିଙ୍ଗ ଡୁଣା’: ZSI ଓ ଓଡ଼ିଶାର ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ହ୍ରଦରୁ ଏକ ବିରଳ ପ୍ରଜାତିର କୋଚିଆ ମାଛ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତିର ମାଛକୁ ‘କଳିଙ୍ଗ ଡୁଣା’ ବା ‘ପାଇସାଡାନାଫିସ୍ କଳିଙ୍ଗା’ ବୋଲି କୁହାଯାଉଛି । ଓଡ଼ିଶାର ଐତିହାସିକଙ୍କ…

ଓଡ଼ିଶାର ଏହି ଜିଲ୍ଲାର ଚାଷୀଙ୍କୁ ଖରିଫ ଋତୁ ପାଇଁ ଦିଆଗଲା କାଳିଆ ସହାୟତା ରାଶି

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩…

କୁନୋ ଜାତୀୟ ଉଦ୍ୟାନର ଜଙ୍ଗଲରେ ନୂତନ ‘ଅତିଥି’,ଏହାକୁ ନେଇ ଖୁସି ପ୍ରକାଶ କଲେ ବଣର ଅଧିକାରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ସବୁବେଳେ ଚିତା ସମ୍ବନ୍ଧୀୟ ଶୀର୍ଷରେଖାରେ ରହିଥାଏ । ନିକଟରେ ଏକ ଚିତାବାଘର ମୃତ୍ୟୁ ଲୋକଙ୍କୁ ନିରାଶ କରିଥିଲା । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନ ସହ ଜଡିତ ଏକ ଭଲ…

ଶ୍ରୀମନ୍ଦିରରେ ଆଜି ହେବ ରାଜେନ୍ଦ୍ରାଭିଷେକ ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ସଂଧ୍ୟାଧୂପ ନୀତି ଶେଷହେବା ପରେ ନୀତି ହେବ । ଆଜ୍ଞାମାଳ ପାଇ ମଦନମୋହନ ଖଟକୁ ବିଜେ କରନ୍ତି । ଜଗମୋହନ ଭିତର ଅନ୍ଧାର କରାଯାଇ ଏହି ନୀତି ହୁଏ ।…