fbpx
Browsing Category

Top Stories

Paytm ଆଣିଲା ଶାନଦାର ଅଫର: ବିଜୁଳି ବିଲ ପେମେଣ୍ଟ କରିବା ପରେ ଫେରସ୍ତ ପାଆନ୍ତୁ ସମସ୍ତ ଅର୍ଥ!

ନୂଆଦିଲ୍ଲୀ: ପେଟିଏମ୍ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର । ପେଟିଏମରେ ଏବେ Bijlee Days ଅଫର ଜାରି ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଅନେକ ବେନିଫିଟ୍ ମିଳୁଛି । ପେଟିଏମରେ ବିଜୁଳ ବିଲ୍ ପେମେଣ୍ଟ କରି ସାରିବା ପରେ…

ପୁରୀ ସହରରେ ବ୍ୟାପିଲା ଝାଡ଼ାବାନ୍ତି, ସେବାୟତ ପରିବାରର ମହିଳା ମୃତ ଅଭିଯୋଗ

ଭୂବନେଶର: ଜଗନ୍ନାଥ ଧାମ ପୁରୀରେ ବିଶାକ୍ତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ଜୀବନ ହରାଇଛନ୍ତି ଜଣେ ସେବାୟତଙ୍କ ପରିବାର ସଦସ୍ୟ। ପେଟ ରୋଗରେ ପିଡ଼ିତ ହୋଇ ବାସନ୍ତୀ ଦାଶ ଆଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ…

ପ୍ରତ୍ୟକ୍ଷ ପ୍ରମାଣ ନଥିଲେ ବି ଦଣ୍ଡିତ ହେବେ ସରକାରୀ ଅଧିକାରୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବା ସରକାରୀ ବାବୁଙ୍କୁ ଆଉ ନିସ୍ତାର ନାହିଁ । ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ପାଇଁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭ୍ରଷ୍ଟାଚାର…

ଭୋଟର ପରିଚୟ ପତ୍ର ଆଧାର ସହିତ ଲିଙ୍କ୍ କରିନାହାନ୍ତି କି ? ବଡ ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭୋଟର ପରିଚୟପତ୍ର ଆଧାର ସହ ସଂଯୋଗ କରି ନଥିବା ଲୋକମାନଙ୍କ ପାଇଁ ବଡ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ସରକା ସଂସଦରେ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନଙ୍କର ଭୋଟର ପରିଚୟପତ୍ର ଆଧାର ସହ ସଂଯୋଗ…

ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ: ବିଜେପି

ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ହିଂସା ଘଟଣାରେ ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କର ଲାଇସେନ୍ସ ସଚଳ କରିବା ନିମନ୍ତେ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରିବା ଲାଗି ଆଜି ବିଜେପିର ୫ ଜଣ ସାଂସଦ…

ବାଂଲାଦେଶକୁ ୫୧୩ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ, ଚାରି ବର୍ଷ ପରେ ଶତକ ହାସଲ କଲେ ଚେତେଶ୍ୱର ପୂଜାରା

ନୁଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚଟଗାଁଓରେ ଖେଳାଯାଉଥିବା ଟେଷ୍ଟ୍ ମ୍ୟାଚ୍ ର ଆଜି ତୃତୀୟ ଦିନ। ଭାରତ ଦଫବୀଟିୟା ପାଳି ଘୋଷଣା କରି ବାଂଲାଦେଶ ଆଗରେ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତ…

ସରକାରୀ ଚାକିରିରେ OBC ସଂରକ୍ଷଣ ବଢ଼ିବ ନାହିଁ: ସୁପ୍ରିମକୋର୍ଟରେ ଖାରଜ ହେଲା ୟାଚିକା

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ନିରାଶାଜନକ ଖବର । ସରକାରୀ ଚାକିରିରେ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ସଂରକ୍ଷଣ ପ୍ରତିଶତ ବୃଦ୍ଧି ହେବ ନାହିଁ । ଏନେଇ ସୁପ୍ରିମକୋର୍ଟରେ ଆଗତ ହୋଇଥିବା…

ରିସର୍ଚ୍ଚରୁ ବଡ ଖୁଲାସା: ସ୍ମାର୍ଟଫୋନ କାରଣରୁ ଖରାପ ହେଉଛି ୮୮ ପ୍ରତିଶତ ଲୋକଙ୍କ ବୈବାହିକ ସମ୍ପର୍କ

ନୂଆଦିଲ୍ଲୀ: ଆଜିକାଲି ଟେକନୋଲୋଜି ଏବଂ ସ୍ମାର୍ଟ ଫୋନ ପ୍ରତ୍ୟେକ ବ୍ୟକ୍ତି ଜୀବର ଏକ ଅଶଂ ପାଲଟି ଯାଇଛି । ଯାହାର ଅନେକ ଖରାପ ପ୍ରଭାବ ବର୍ତ୍ତମାନ ସାମ୍ନାକୁ ଆସିଛି । ଫଳରେ ଅନେକ ସମ୍ପର୍କ ଖାସ କରି ବୈବାହିକ ସମ୍ପର୍କ…

OPSC ପକ୍ଷରୁ ବାହାରିଲା ୩୪୮୧ଟି ପଦବୀ, ଜାଣନ୍ତୁ ଡିଟେଲ୍ସ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶା ସରକାରଙ୍କ ତରଫରୁ ୩୪୮୧ଟି ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ…

ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରିତ ସିଂଙ୍କୁ ସମନ କଲା ଇଡି

ନୂଆଦିଲ୍ଲୀ: ଟଲିଉଡ୍‌ରେ ଡ୍ରଗ୍ସ ତଥା ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ରକୁଲ ପ୍ରୀତଙ୍କୁ ଏହି ମାମଲାରେ ୧୯…