fbpx
Browsing Category

Top Stories

୧୨ ଶହ ଛାତ୍ରଙ୍କୁ ଖାଦ୍ୟରେ ଦିଆଯାଇଛି ବିଷ! ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଇରାନରେ ଦେଖାଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ୧୨ଶହ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା । ଏହାପରେ ସେମାନଙ୍କର…

ଆଜିଠାରୁ ଲୋକସଭା ଶୀତ ଅଧିବେଶନ, ପ୍ରସ୍ତୁତ ହେଉଛି ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟରେ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇସାରିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବସିବା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ସଂସଦ…

ଜନତାଙ୍କ ମାମଲା ପଞ୍ଜିକରଣ କରିବେ ପୋଲିସ ଅଧିକାରୀ: ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ, ଡିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ଅନେକ ସମୟରେ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ସାଧାରଣ ନାଗରିକଙ୍କୁ ଅଣଦେଖା କରାଯିବା ସହ…

(VIDEO) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଠକେଇ ଅଭିଯୋଗ: ସହିଦନଗର ଥାନାରେ ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀତାଙ୍କ ପାରିବାରିକ ବିବାଦକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ତାଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ତେବେ ବର୍ଷାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି।…

ଦେଶବାସୀଙ୍କୁ ବଡ଼ ଝଟକା: ବଢ଼ିଲା Repo Rate, କାର, ହୋମ ଓ ପର୍ସନାଲ ସମସ୍ତ ଲୋନ୍ ହେବ ମହଙ୍ଗା

ନୂଆଦିଲ୍ଲୀ: ପୁଣି ଦେଶବାସୀଙ୍କୁ ଲାଗିଛି ବଡ଼ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରଯାଇଛି । ଆଜି ୦.୩୫ ପ୍ରତିଶତ ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରାଯାଇଥିବା ବେଳେ ମୋଟ ରେପୋ…

ରାଗିଂ ପାଇଁ ୭ ଛାତ୍ର ସସପେଣ୍ଡ; କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ପରି ଅପରାଧିକ ଘଟଣା ବଢିବାର ଲାଗିଛି । ପୂର୍ବରୁ ଏହି ରାଗିଂ ପାଇଁ ଅନେକ ଛାତ୍ର ଛାତ୍ରୀଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସେହିଭଳି ଏକ…

STF ଉପରକୁ ୧୫ ରାଉଣ୍ଡ ଫାୟାରିଂ! ଖସିଗଲେ ଗୋରୁ ଚାଲାଣକାରୀ, ଦୁଇ ଡ୍ରାଇଭର ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁଝରରେ ଏକ ବଡ଼ ଘଟଣା ଘଟିଯାଇଛି । ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉପରକୁ ଗୁଳିମାଡ଼ କରିଛନ୍ତି ଗୋରୁ ଚାଲାଣକାରୀ । ମୋଟ ୫ଟି ଗୋରୁ ବୋଝେଇ ଟ୍ରକ ଏସଟିଏଫ ଜବତ କରିଥିଲା । ପୋଲିସ…

ବାପା ଖୋଳିଥିବା ବୋରୱେଲରେ ପଡିଲା ପୁଅ; ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ପୁଣିଥରେ ବୋରୱେଲରେ ଫସିଛି ଜଣେ କଅଁଳ ଶିଶୁର ଜୀବନ । ୪୦୦ ଫୁଟ ଗଭିର ଥିବା ଗୋଟିଏ ବରୱେଲରେ ଜଣେ ୮ ବର୍ଷର ଶିଶୁ ପୁତ୍ର ଖସି ପଡିଛି । ଫଳରେ ସେ ୫୫ ଫୁଟରେ ଅଟକି ରହିଥିବା ବେଳେ ବର୍ତ୍ତମାନ ଉଦ୍ଧାର…

MCD Update: ଚାଲିଛି ଭୋଟ୍ ଗଣତି, BJP-AAP କଡ଼ା ଟକ୍କର, ବର୍ତ୍ତମାନ କିଏ ରହିଛି ଆଗରେ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୫୦ଟି ୱାର୍ଡର ୧,୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗତ ୪ ତାରିଖରେ ଏମସିଡି ନିର୍ବାଚନ ପାଇଁ ଜନସାଧାରଣ…

MCD ନିର୍ବାଚନ ୫ବର୍ଷରେ ଥରେ ହୁଏ, କିନ୍ତୁ ପ୍ରତିବର୍ଷ ଏହାର ଜଣେ ନୂଆ ମେୟର ନିର୍ବାଚିତ ହୁଅନ୍ତି..

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଭୋଟ ଗଣିବା ପାଇଁ ନିର୍ବାଚନ ଆୟୋଗ ୪୨ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଏଥର ଦିଲ୍ଲୀ ୨୫୦ ୱାର୍ଡରେ…