fbpx
Browsing Category

Top Stories

Electoral Bonds:ନିଜ ପସନ୍ଦର ପାର୍ଟିକୁ ଚାନ୍ଦା ଦେବାକୁ ଚାହାନ୍ତି କି ? ତେବେ ଜାଣନ୍ତୁ ଏହା କଣ, ଆଜିଠୁ ଏହାର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: କଣ ଆପଣ ନିଜ ପସନ୍ଦର ପାର୍ଟିକୁ ଚାନ୍ଦା ଦେବାକୁ ଚାହାନ୍ତି କି? ତେବେ ବ୍ୟାଙ୍କ ଯାଇ ଇଲେକ୍ଟୋରାଲ ବଣ୍ଡ କିଣି ପାରିବେ। ରାଜନୈତିକ ପାର୍ଟିଗୁଡିକୁ ଚାନ୍ଦା ଦେବା ପାଇଁ ବ୍ୟବହାର କରାଯାଉଥିବା…

କୋର୍ଟରେ ହାଜର ହେବେ ଅର୍ଚ୍ଚନା,ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ ଇଡି

ଭୁବନେଶ୍ୱର: ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡିବ୍ଲାକମିଲର ଅର୍ଚ୍ଚନା ନାଗଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଝାରପଡା ଜେଲରୁ ବ୍ୟାପକ କଡା ସୁରକ୍ଷା ଭିତରେ ତାଙ୍କୁ ଆଜି କୋର୍ଟରେ ହାଜର…

ଡୋମିନିକ ଲାପିୟରଙ୍କ ପରଲୋକ, ଭାରତର ସ୍ଵାଧୀନତା ଏବଂ ବିଭାଜନ ଉପରେ ଲେଖିଥିଲେ ପୁସ୍ତକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫ୍ରେଞ୍ଚ ଲେଖକ ଡୋମିନିକ ଲାପିୟରଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ସେ ଅନେକ ଐତିହାସିକ ଘଟଣାକୁ ପୁସ୍ତକ ଜରିଆରେ ଲୋକଲୋଚନକୁ ଆଣିବାରେ ଜଣେ ଅଗ୍ରଗଣ୍ୟ ଲେଖକ ଥିଲେ। ଲେଖକ ହିସାବରେ…

ଭିଡିଓ: ବିବାହ ବନ୍ଧନରେ ବାନ୍ଧି ହେଲେ ହଂସିକା

ନୂଆଦିଲ୍ଲୀ : ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିଛି । ଟଲିଉଡ଼ ଅଭିନେତ୍ରୀ ହଂସିକା ମୋଟୱାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନିଜ ସ୍ୱପ୍ନର ରାଜକୁମାରଙ୍କ ସହ । ଗତକାଲି ଡିସେମ୍ବର ୪ ତାରିଖରେ ହଂସିକା ତାଙ୍କ…

ଭୋଟ ଦେଲେ ମୋଦୀ ;ଲାଇନରେ ଛିଡା ହେଇ କରିଲେ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ଟି ଆସନରେ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ପର୍ଯ୍ୟାୟରେ ୬୧ ରାଜନୈତିକ ଦଳର ୮୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏହା…

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଜି-୨୦ ଅଧ୍ୟକ୍ଷତାକୁ ନେଇ ବୈଠକରେ ହେବେ ସାମିଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଜି-୨୦ ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସେ ଯୋଗ ଦେବେ ।…

ଗୁଜରାଟ ବିଧାନସଭା ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୩ ଆସନରେ ଲଢୁଛନ୍ତି ୮୩୩  ପ୍ରାର୍ଥୀ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ଟି ଆସନରେ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ପର୍ଯ୍ୟାୟରେ ୬୧ ରାଜନୈତିକ ଦଳର ୮୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି।…

କଂଗ୍ରେସର ୮ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା : ଜୋର ଧରିଲା ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି

ଭଦ୍ରକ:ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ । ବନ୍ଦ ଡାକରା ଦେଲା କଂଗ୍ରେସ । ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ଜୋର ଧରିଥିବା ଦେଖିବାକୁ ମିଳିଛି । ଯାହା ପାଇଁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ।…

ରାଶିଫଳ(ସୋମବାର,୦୫ ଡ଼ିସେମ୍ବର,୨୦୨୨)

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ…

ବୁଧଙ୍କ ବକ୍ର ଗତି: ବର୍ଷର ଶେଷ ଦିନରେ ଏହି ଗ୍ରହର ଗତିବିଧିରେ ହେବ ପରିବର୍ତ୍ତନ ! ଯାହା ଟଙ୍କା, ଚାକିରି-ବ୍ୟବସାୟ ଉପରେ ପକାଇବ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହ ଧନ, ବୁଦ୍ଧି, ଯୋଗାଯୋଗ ଏବଂ ବ୍ୟବସାୟର କାରକ ଭାବରେ ବିବେଚନା କରାଯାଏ। ଯଦି ବୁଧ ରାଶିରେ ଶୁଭ ଅଟେ, ତେବେ ବ୍ୟକ୍ତି ବ୍ୟବସାୟରେ ବହୁତ ସଫଳ ହୁଏ । ଆହୁରି ମଧ୍ୟ, ସେ ତୀକ୍ଷ୍ଣ…