fbpx
Browsing Category

Top Stories

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌, ଅର୍ଚ୍ଚନା ନାଗ ମାମଲାକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର: ଶୀତକାଳୀନ ଅଧିବେଶନରେ ୨୦୨୨-୨୩ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ସରକାର। ଏଥିରେ ୧୬ ହଜାର ୮୦୦ କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି। ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ…

ଧାମନଗରବାସୀଙ୍କ ବିକାଶ ପ୍ରସଙ୍ଗ ଗୃହରେ ଉଠାନ୍ତୁ, ଆଶା ପୂରଣ କରନ୍ତୁ: ବିଧାୟକ ସୂର୍ଯ୍ୟଙ୍କୁ ଖୋଲା ଚିଠି

ଭୁବନେଶ୍ୱର: ବାପାଙ୍କ ପରେ ଏବେ ପୁଅଙ୍କ ସ୍ଵରରେ ଗୁଞ୍ଜି ଉଠିବ ବିଧାନସଭାର ଗୃହ। ନିଜ  ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଶାଣିତ ସ୍ଵରରେ ନିଜର ଦାବି ଉଠାଇବେ। ବାପାଙ୍କ ପରି ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ…

ମହଙ୍ଗା ହେବ ବୀମା: ଏଜେଣ୍ଟମାନଙ୍କର ହେବ ବମ୍ପର ରୋଜଗାର, ଜାଣନ୍ତୁ କେବେ ହେବ IRDAI ର ନୁଆ ନିୟମ

ନୂଆଦିଲ୍ଲୀ: ଜାରି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ ବୀମା ଗୁଡ଼ିକ ମଧ୍ୟ ମହଙ୍ଗା ହେବାକୁ ଯାଉଛି। କାରଣ ବୀମା ନିୟାମକ ଆଇଆରଡିଏଆଇ ଜୀବନବୀମା ନଥିବା କମ୍ପାନୀ ଗୁଡ଼ିକ ପାଇଁ ମ୍ୟାନେଜମେଣ୍ଟ ଖର୍ଚ୍ଚ(ଇଏମଓ) ଉପରେ ଏକ…

ବିଶ୍ୱ ମାନ୍ଦାବସ୍ଥା ମଧ୍ୟରେ ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ରହିବ ଭାରତ: OECD

ନୂଆଦିଲ୍ଲୀ: ବିଶ୍ୱ ମାନ୍ଦାବସ୍ଥା ମଧ୍ୟରେ ଚଳିତ ଆର୍ଥିକ ବର୍ଷରେ ୬.୬ ପ୍ରତିଶତ ଅଭିବୃଦ୍ଧି ହାର ସହ ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଭାରତ ରହିବ । ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (OECD) ନିଜର…

ଏହି ରାଶିର ଲୋକମାନେ ହୋଇଥାନ୍ତି ସୁପରହିଟ ଯୋଡ଼ି: ସୁଖ-ଦୁଃଖର ମିଶିକି କରନ୍ତି ସାମ୍ନା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ରାଶିର କିଛି ଖାସ ପ୍ରକୃତି ହୋଇଥାଏ । ସବୁ ରାଶି ଜଣେ ଆଉ ଜଣଙ୍କର ପ୍ରେମ ଜୀବନକୁ ପ୍ରଭାବିତ କରିଥାଏ । ଯଦି ଆପଣଙ୍କର ଓ ଆପଣଙ୍କ ସାଥିର ରାଶି ଜଣେ ଆଉ ଜଣଙ୍କ ସହିତ କମ୍ଫଟେବଲ ଅଛି…

ଗହମ ଓ ଚାଉଳକୁ ନେଇ ସରକାର ନେଲେ ବଡ଼ ନିଷ୍ପତ୍ତି ! ମାଗଣା ରାସନକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଗହମର ବଢ଼ୁଥିବା ମୂଲ୍ୟକୁ ନେଇ ସରକାର ବଡ଼ ଯୋଜନା କରୁଛନ୍ତି । ବୁଧବାର ଦିନ ସରକାର କହିଛନ୍ତି ଯେ, ଗହମର ମୂଲ୍ୟ ଉପରେ ନଜର ରହିଛି ଓ ସେଥିରେ ଆହୁରି ବୃଦ୍ଧି ଘଟିବ, କିନ୍ତୁ ସେଥିରେ ବ୍ରେକ୍ ଲଗାଇବାକୁ…

ଜାମା ମସଜିଦ ମହିଳାଙ୍କ ପାଇଁ ନୂଆ ନିୟମ; ଏକୁଟିଆ କିମ୍ବା ଗୋଷ୍ଠୀରେ ମହିଳା ମାନେ କରି ପାରିବେ ନାହିଁ ପ୍ରବେଶ

ନୂଆଦିଲ୍ଲୀ:ଦିଲ୍ଲୀର ଜାମା ମସଜିଦ ମହିଳା ମାନଙ୍କ ଉପରେ ପୁଣି ଏକ ପ୍ରତିବନ୍ଧକ ଲଗାଇଛି । ମସଜିଦ ଭିତରକୁ ମହିଳା ମାନଙ୍କୁ ଏକା କିମ୍ବା ମହିଳା ଗୋଷ୍ଠୀ ଭାବରେ ପ୍ରବେଶକୁ ନିଶେଧ କରାଯାଇଛି । ଏହାକୁ ନେଇ ଜାମା ମସଜିଦ…

୨୪ ଘଣ୍ଟା ମଧ୍ୟରେ କିପରି ଶେଷ ହେଲା ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରକ୍ରିୟା ? ସରକାରଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: 'ଯଦି ନିର୍ବାଚନ କମିଶନର ନିଯୁକ୍ତିକୁ ନେଇ ସରକାରଙ୍କର ପୁର୍ବରୁ ଆପତ୍ତି ରହିଥିଲା। ତେବେ କିପରି 'ସୁପରଫାଷ୍ଟ' ଫର୍ମୁଲାରେ ଆଇଏଏସ୍ ଅଧୀକାରୀ ଆରୁଣ ଗୋୟଲଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରାଗଲା।' ଆଜି…

କମ୍ ବୟସରେ ଗର୍ଭାଶୟ ବାହାର କରୁଛନ୍ତି ଭାରତୀୟ ମହିଳା: ବିଶେଷଜ୍ଞ କହିଲେ ଏହି ବିପଜ୍ଜନକ ଟ୍ରେଣ୍ଡର କାରଣ

ଭାରତୀୟ ମହିଳାମାନେ କମ୍ ବୟସରେ ଗର୍ଭାଶୟ ବାହାର କରିଦେଉଥିବାର ଅନେକ ମାମଲା ସାମ୍ନାକୁ ଆସୁଛି । ଏହା ସେମାନଙ୍କ ଶାରୀରିକ, ସାମାଜିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ…

୨ବର୍ଷର ଛୁଆକୁ ଫ୍ଲାଟରେ ଏକୁଟିଆ ଛାଡି, ମାଆ ବାପା ଚାଲିଗଲେ ଛୁଟି ମନାଇବା ପାଇଁ

ନ୍ୟୁୟର୍କ : ଆମେରିକାର ଏକ ଅଜବ କଥା ଘଟିଛି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏକ ଦୁଇ ବର୍ଷର ଛୋଟ ଛୁଆକୁ ମାଆ ବାପା ଏକୁଟିଆ ଛାଡି ଛୁଟି ମନାଇବାକୁ ଯାଇଥିଲେ । ବର୍ତ୍ତମାନ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି ।…