fbpx
Browsing Category

Top Stories

Facebookରୁ ଇସ୍ତଫା ଦେବେ ମାର୍କ ଜୁକରବର୍ଗ? କମ୍ପାନୀର କଠିନ ପରିସ୍ଥିତି, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟେକ୍ କମ୍ପାନୀଗୁଡ଼ିକର ସମୟ ଖରାପ ଚାଲିଛି । ସମୟ ଏପରି ଥିଲା ଏହି ସେକ୍ଟରେ ଚାକିରିର ବର୍ଷା ହେଉଥିଲା । ମାତ୍ର ଆଜି ସମୟ ବଦଳି ଯାଇଛି । ଟ୍ୱିଟର, ଗୁଗଲ, ଫେସବୁକ, ଆମାଜନ ପରି ଏକାଧିକ…

‘କାମ କର ନହେଲେ ବାହାରି ଯାଅ’: ଜୁଲାଇ ୨୦୨୧ରୁ ପ୍ରତି ୩ ଦିନରେ ଜଣେ ‘ନନ୍-ପରଫର୍ମର’ଙ୍କୁ ହଟାଉଛି ରେଲୱେ

ନୂଆଦିଲ୍ଲୀ: ଅଣ-ପ୍ରଦର୍ଶନକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୋଦୀ ସରକାର । । ରେଳ ମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବ ଏହା ସ୍ପଷ୍ଟ କରିଛନ୍ତି ଯେ, ଯଦି ଆପଣ…

ଭାରତର ବ୍ରହ୍ମାସ୍ତ୍ର Agni-3 ମିସାଇଲ: ୧୩ ମିନିଟରେ ବେଜିଂ, ଅଢ଼େଇ ମିନିଟରେ ପାକିସ୍ତାନ ଚିତପଟାଙ୍ଗ

ନୂଆଦିଲ୍ଲୀ: ଭାରତ ଅଗ୍ନି-୩ ମିସାଇଲର ସଫଳ ପରୀକ୍ଷଣ କରିଛି । ତେବେ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏହି ମିସାଇଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ଏହା ଏକ ଇଣ୍ଟରମିଡିଏଟ-ରେଞ୍ଜର ବାଲିଷ୍ଟିକ ମିସାଇଲ ହୋଇଥିବା…

ପୁରୁଷଙ୍କୁ ଗଣ ବଳତ୍କାର! ଗାଡ଼ିରେ ନେଲେ ବଳତ୍କାର କଲେ ଆଉ ରାସ୍ତା କଡରେ ଫିଙ୍ଗିଦେଲେ

ଜଲନ୍ଦର: ପଞ୍ଜାବରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଚାରି ଜଣ ଯୁବତୀ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ଉକ୍ତ ବ୍ୟକ୍ତି ଜଣକ କହିଛନ୍ତି ଯେ ଅଭିଯୁକ୍ତ ଯୁବତୀ…

ଭାରତର ଏମିତି ଏକ ଗୁପ୍ତ ଦୀପ, ଯେଉଁଠି କି ଯିବା ଉପରେ ଲାଗିଛି କଟକଣା, ଗଲେ ଫେରିବା ମୁସ୍କିଲ !

ନୂଆଦିଲ୍ଲୀ: ଭାରତରେ ଏମିତି ଏକ ଦ୍ଵୀପ ରହିଛି, ଯେଉଁଠି କି ଯିବା ବାସ୍ତବରେ ବିପଦଜ୍ଜନକ। ସରକାର ଏହି ଦ୍ଵୀପକୁ ଯିବା ଆସିବା ଉପରେ କଟକଣା ଲଗାଇଛନ୍ତି। ଦୁଇ ତିନି ବର୍ଷ ପୂର୍ବେ ଜଣେ କି ଦୁଇ ଜଣ ବିଦେଶୀ ଲୁଚି କି…

EPFO ଲାଗୁ କରିବ ନୂଆ ନିୟମ! କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ୨୧୦୦୦କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ସମସ୍ତ ଚାକିରିଆଙ୍କ ପାଇଁ ଏକ ଖୁସି ଖବର ଆସିଛି । ଖୁବଶୀଘ୍ର ଇପିଏଫଓ ପେନସନ୍ ଫଣ୍ଡ ବୃଦ୍ଧି ପାଇଁ ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛି । ତେବେ ଏହି…

ବିଗ ବସର ଘରୋଇ ଝଗଡା, ଚିରିକି ଫାଡ଼ିଦେବି ବୋଲି ଧମକ ଦେଲେ ଅର୍ଚ୍ଚନା ଗୌତମ

ମୁମ୍ବାଇ: ଏହି କିଛି ଦିନ ହେଲାଣି ବିଗ ବସର ଘରୋଇ ଝଗଡା ପ୍ରତିଦିନ ଦେଖିବାକୁ ମିଳୁଛି । ବର୍ତ୍ତମାନ ନୂଆ ଏପିସୋଡରେ ସାଜିଦ ଏବଂ ଅର୍ଚ୍ଚନାଙ୍କ ଭିତରେ ଝଗଡା ଲାଗୁଛି । ଏହି ଝଗଡା ମଧ୍ୟରେ ବାପା ମାଆଙ୍କୁ ନେଇ ମଧ୍ୟ…

ବଦଳିଲେ ପାକିସ୍ତାନ ସେନା ମୁଖ୍ୟ, କମର ବାଜୱାଙ୍କ ସ୍ଥାନ ନେଲେ ମୁନିର

 ପାକିସ୍ତାନ ର ସେନା ମୁଖ୍ୟଭାବେ ନିଯୁକ୍ତି ହେଲେ ସୟଦ ଆମିର ମୁନିର । ମୁନିର ଙ୍କୁ ନିଯୁକ୍ତି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସାରିଫ । ସେନାର ମୁଖ୍ୟଭାବେ ତାଙ୍କୁ ଦାୟୀତ୍ୱ ମିଳିଛି ।  ପାକିସ୍ତାନ ର ନୂତନ…

ଗ୍ଲୋବାଲ ଆର୍ଥିକ ସଙ୍କଟରୁ ଭାରତ ଅଲଗା, ଆଗକୁ ଆସିବ ନିଯୁକ୍ତିର ଅପୂର୍ବ ସୁଯୋଗ: Quess Corp Founder

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱର କିଛି ରାଷ୍ଟ୍ର ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି । ତେଣୁ ଆଗକୁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ ବୋଲି ଅନୁମାନ କରାଯାଉଛି । ମାତ୍ର ଏ କ୍ଷେତ୍ରରେ…

ମଶାଣୀରେ ବ୍ୟକ୍ତି କାଟିଲେ କେକ ପାଳିଲେ ଜନ୍ମଦିନ ,ସାମିଲ ହେଲେ ୧୦୦ ଗେଷ୍ଟ

ଥାନେ:ଦେଶରେ ଏଭଳି ବହୁତ କିଛି କାର୍ଯ୍ୟ ହେଉଛି ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପୁର୍ବରୁ କୌଣସି ସ୍ଥାନରେ ଜନ୍ମଦିନକୁ ନେଇ ବାରଣ ଥିବା ବେଳେ ଏବେ ସବୁ ଠାରେ ଲୋକମାନେ ଜନ୍ମଦିନ ପାଳନ କରୁଛନ୍ତି ।…