Browsing Category

Top Stories

ଗୁରୁଙ୍କ ଅତିଚାରୀ ଗତିରେ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବେ ଏହି ୩ ରାଶି, ଏବେଠାରୁ ରୁହନ୍ତୁ ସତର୍କ

ଓଡ଼ିଶା ଭାସ୍କର: ୧୪ ମେ'ରେ ବୃହସ୍ପତି ବୃଷ ରାଶି ଛାଡି ମିଥୁନ ରାଶିରେ ପ୍ରବେଶ କରିବେ। ଶତ୍ରୁ ରାଶିରେ ବୃହସ୍ପତିଙ୍କ ଏହି ଭ୍ରମଣ ଅନେକ ଲୋକଙ୍କ ଜୀବନରେ ଉତ୍ଥାନ ପତନ ଆଣିପାରେ। ଯଦିଓ ଜ୍ୟୋତିଷ ଶାସ୍ତ୍ରରେ…

ସମ୍ପୂର୍ଣ୍ଣ ଭାବେ ଭଲ ହୋଇପାରିବ କି ଆସ୍ଥମା ରୋଗ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ପ୍ରତିବର୍ଷ ମେ ମାସର ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆସ୍ଥମା ଦିବସ ଭାବେ ପାଳନ କରାଯାଏ, ଯାହାର ଲକ୍ଷ୍ୟ ହେଉଛି ଆସ୍ଥମା ରୋଗ ସମ୍ପର୍କରେ ସଚେତନତା ବଢ଼ାଇବା ଓ ଏହାର ନିରାକରଣ ଓ ପରିଚାଳନା ପାଇଁ ସଠିକ ଶିକ୍ଷା ପ୍ରଦାନ…

world asthma day 2025: କୋଭିଡ ପରେ ଆସ୍ଥମା ରୋଗୀଙ୍କ ସଂଖ୍ୟା ବୃଦ୍ଧି, ବିପଦରେ ଛୋଟ ଛୁଆ

ନୂଆଦିଲ୍ଲୀ: ପ୍ରତିବର୍ଷ ମେ ମାସର ପ୍ରଥମ ମଙ୍ଗଳବାର ବିଶ୍ୱ ଆସ୍ଥମା ଦିବସ ପାଳନ କରାଯାଏ। ୨୦୨୫ ମସିହାରେ ଆଜି ଏହି ଦିବସ ପାଳିତ ହେଉଛି । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆସ୍ଥମା ସମ୍ବନ୍ଧରେ ସଚେତନତା ବୃଦ୍ଧି…

ମମତାଙ୍କ ବଡ଼ ଚ୍ୟାଲେଞ୍ଜ: ଦୀଘା ମନ୍ଦିର ସାମ୍ନାରେ ଲଗାଗଲା ସ୍ଥାୟୀ ‘ଜଗନ୍ନାଥ ଧାମ’ ହୋର୍ଡିଂ

କୋଲକାତା: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନି। ଆଜି ମମତା ବାନାର୍ଜୀ ନାଲି ଆଖି ଦେଖାଇବା ଭଳି ଏକ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି…

250 ଲୋକ ଥିଲେ ରାଜସ୍ବ ଗାଁର ମାନ୍ୟତା: ସୁରେଶ ପୂଜାରୀ

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁ ପଡା ଗାଁରେ 250ରୁ ଅଧିକ ଲୋକ ଥିବେ ସେହି ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଏନେଇ ମଧ୍ୟ ଏକ ସର୍ତ୍ତ ରହିଛି । ମୂଳ ଗାଁ…

Met Gala 2025: ବେବି ବମ୍ପ ସହ Kiara Advani ହେଲେ ପ୍ରଥମ ଭାରତୀୟ ଅଭିନେତ୍ରୀ, ହୃଦୟ ଛୁଇଁନେବ ଅନ୍ଦାଜ

ନୂଆଦିଲ୍ଲୀ: ନ୍ୟୁୟର୍କରେ ହେଉଥିବା ଫ୍ୟାଶନର ସବୁଠୁ ବଡ଼ ଇଭେଣ୍ଟ, ମେଟ ଗାଲା ୨୦୨୫ରେ ଏଥର ଭାରତୀୟ ଅଭିନେତ୍ରୀ କିଆରା ଆଡଭାନୀ ନିଜର ପ୍ରଥମ ଡେବ୍ୟୁ ସହ ସମସ୍ତଙ୍କ ମନ ମୋହିନେଇଛନ୍ତି। ଗ୍ଲାମର ଏବଂ ମାତୃତ୍ୱର ଏଭଳି…

SBI ରିସର୍ଚ୍ଚର ବଡ଼ ଦାବି: କମିଯିବ ହୋମ ଏବଂ କାର ଲୋନର EMI,ଏତିକି ଶସ୍ତା ହୋଇଯିବ ଋଣ

ନୂଆଦିଲ୍ଲୀ: ହୋମ୍‌-କାର ଲୋନ ନେଇଥିବା ଲୋକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ହୋମ ବା କାର ଲୋନର ଇଏମଆଇ କମିଯିବ। ଏସବିଆଇ ରିସର୍ଚ୍ଚରେ ଏହି ଦାବି କରାଯାଇଛି। ରିସର୍ଚ୍ଚ ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…

ସୁପ୍ରିମକୋର୍ଟର ଐତିହାସିକ ପଦକ୍ଷେପ, ସାର୍ବଜନୀନ ହେଲା ବିଚାରପତିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ନ୍ୟାୟପାଳିକା ପ୍ରତି ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବା ଦିଗରେ ସୁପ୍ରିମକୋର୍ଟ ଏକ ଐତିହାସିକ ପଦକ୍ଷେପ ନେଇଛି ଏବଂ ବିଚାରପତିମାନଙ୍କ ସମ୍ପତ୍ତି ଏବଂ ଦାୟିତ୍ବ ସାର୍ବଜନୀନ କରାଯାଇଛି ।…

ଆମେରିକାରେ ବୁଡ଼ିଲା ଡଙ୍ଗା: 3ଜଣଙ୍କ ମୃତ୍ୟୁ, ନିଖୋଜଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ

ନୂଆଦିଲ୍ଲୀ: ସନ ଡିଏଗୋ ସହର ଉତ୍ତରରେ ଥିବା ଟୋରେ ପାଇନ୍ସ ଷ୍ଟେଟ୍ ବିଚ୍ ନିକଟରେ ଏକ ମର୍ମନ୍ତୁଦ ସାମୁଦ୍ରିକ ଦୁର୍ଘଟଣା ହୋଇଛି । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଚାରି ଜଣ ଆହତ ହୋଇଛନ୍ତି ଏବଂ ନଅ ଜଣ ନିଖୋଜ…

ଗୋଟିଏ ପଟେ MHA ମକ୍ ଡ୍ରିଲ୍ ନିର୍ଦ୍ଦେଶ, ଅନ୍ୟପଟେ ଥରୁଛି ପାକିସ୍ତାନ! ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ: ୨୨ ଏପ୍ରିଲ୍ ୨୦୨୫ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରଠାରୁ, ପାକିସ୍ତାନ ସର୍ବଦା ଭୟଭୀତ ହୋଇ ରହିଛି । ପଡ଼ୋଶୀ ଦେଶରେ ଏତେ ଭୟ ଅଛି ଯେ ସେ ବାରମ୍ବାର ଗୋଟିଏ କଥା କହୁଛି ଯେ ଭାରତ ଯେକୌଣସି ସମୟରେ ଆକ୍ରମଣ…