fbpx
Browsing Category

Top Stories

ରାଶିଫଳ(ବୁଧବାର,୨୩ ନଭେମ୍ବର,୨୦୨୨)

ମେଷ - ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ, ଭାତୃ ସହଯୋଗ ଦ୍ବାରା ଭୁମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ…

ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ! ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ…

୧୨ ଘଣ୍ଟା ପାଇଁ ଓଡ଼ିଶାର ଏହି ସହର ବନ୍ଦ: ଜାରି ରହିବ ଜରୁରୀକାଳୀନ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ସହର ବନ୍ଦ ରହିବ । ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ୧୨ ବନ୍ଦ ପାଳନ କରାଯାଉଛି । ହାଇକୋର୍ଟ ବେଞ୍ଚ ସ୍ଥାପନ, ସମ୍ବଲପୁର…

କମାଲ କରୁଛି ‘ଦୃଶ୍ୟମ୍-୨’: ଜାଣନ୍ତୁ ଏହି ଫିଲ୍ମ ପାଇଁ କେତେ ଟଙ୍କା ନେଇଛନ୍ତି ଅଜୟ ଦେବଗନ୍ ?

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦୃଶ୍ୟମ୍-୨’କୁ ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ପ୍ରଥମେ ଅଜୟ ଦେବଗନ ଫିଲ୍ମର ଟିଜର ସେୟାର କରିବା ସହ ପରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା ।…

ଏଲନ ମସ୍କ ଭାରତୀୟଙ୍କ ପାଇଁ ଆଣିଲେ ଖୁସି ଖବର, ଛଟେଇ ପରେ ନୂଆ ମାଲିକ ବନାଇଲେ ଏହି ପ୍ଲାନ

ନୂଆଦିଲ୍ଲୀ: ଟ୍ୱିଟରର ନୂଆ ମାଲିକ ହେବାପରେ ଏଲନ ମସ୍କ କିଛି କଡା ପଦକ୍ଷେପ ନେଉଛନ୍ତି । ସେ ଟ୍ୱିଟରରେ ଥିବା ଅନେକ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛନ୍ତି । ନୂଆ ମାଲିକ ହେବାପରେ ସେ ୭ହଜାର କର୍ମଚାରୀଙ୍କୁ…

ଏଣିକି ବଜାରରେ ମିଳିବ ଲ୍ୟାବ୍ ତିଆରି ମାଂସ: ଆମେରିକାର ବଡ଼ ନିଷ୍ପତ୍ତି

ଆମେରିକା ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସେଠାରେ ଲ୍ୟାବରେ ପ୍ରସ୍ତୁତ ମାଂସ ବିକ୍ରି ଏବଂ ବ୍ୟବହାରକୁ ଅନୁମତି ଦିଆଯାଇଛି । ଏଭଳି କରିବାରେ ଆମେରିକା ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି । ଆମେରିକାର ଖାଦ୍ୟ…

ଶୀତରେ ଥରିବ ସାରା ଓଡିଶା: ୨ ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ, ଦୁଇ ଦିନ ହେବ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି । ଫଳରେ ଶୀତର ପ୍ରକୋପ କମ ରହିଛି । ତେବେ ଆଜିଠାରୁ ପୁଣି ସାରା ରାଜ୍ୟରେ ଶୀତ ଅନୁଭୁତ…

୨୬ ବର୍ଷ ପୂର୍ବେ ଟାଇଟାନିକ୍ ପାଖରୁ ମିଳିଥିଲା ସିଗ୍ନାଲ

୧୪-୧୫ ଏପ୍ରିଲ ୧୯୧୨ ମସିହା ରାତିର ଘଟଣା । ଆଟଲାଣ୍ଟିକ୍ ମହାସାଗରରେ ଅନେକ ଜାହାଜ ଯାଆସ କରୁଥିଲେ । ଏହି ସମୟରେ ଆଉ ଏକ ବିରାଟ ଜାହାଜ ମଧ୍ୟ ଯାଉଥିଲା, ଟାଇଟାନିକ୍ । କୁହାଯାଉଥିଲା ଏହି ଜାହାଜ କେବେବି ବୁଡିବନି ।…

ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ କନ୍ଦମୂଳ: ରକ୍ତଚାପକୁ କରେ ନିୟନ୍ତ୍ରିତ

କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍…

ପେନସନ ପାଇଁ ଚକବନ୍ଦୀ କର୍ମଚାରୀଙ୍କ ଚାକିରି ଯୋଗଦାନକୁ ହିସାବକୁ ନିଅ: ହାଇକୋର୍ଟ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଜିତ ପଞ୍ଚାୟତ ମଞ୍ଜୁରୀ ଗ୍ରାମର ରବିନ୍ଦ୍ର କୁମାର ମିଶ୍ରଙ୍କୁ ପେନସନ ପ୍ରଦାନ ପାଇଁ ଚାକିରିରେ ଯୋଗଦାନ ସମୟ ଠାରୁ କାର୍ଯ୍ୟକାଳ ହିସାବ କରିବାକୁ ଓଡିଶା ହାଇକୋର୍ଟ…