Browsing Category
Top Stories
ନାଗାଲାଣ୍ଡ ବାଛିବ ନୂଆ ସରକାର: BJP-NDPP ମେଣ୍ଟ ଆଗକୁ ମାଡ଼ି ଚାଲିଛି
ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି । ରାଜ୍ୟ ବିଧାନସଭାର ମୋଟ ୬୦ଟି ସିଟ୍ ପାଇଁ ଗତ ମାସ ୨୭ ତାରିଖରେ ଭୋଟ୍ ଅନୁଷ୍ଠିତ ହୋଇଥିଲା । ତେବେ ଏଥର ନିର୍ବାଚନରେ ବିଜେପି- ନ୍ୟାସନାଲ…
ବିଶ୍ୱବାସୀଙ୍କ ହୃଦୟରେ ପହଞ୍ଚିବ ମାଣ୍ଡିଆ: ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ହେଲା ମ୍ୟୁଜିକ୍ ଭିଡିଓ, ସମସ୍ତେ ଶୁଣିବେ ମାଣ୍ଡିଆ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଣ୍ଡିଆ ଚାଷର ଉନ୍ନତି କରିବା ସହିତ ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ନଭେମ୍ବର…
ଟିକଟୋକ ଉପରେ ରୋକ ଲଗାଇବେ ଆମେରିକା ରାଷ୍ଟ୍ରପତି, ବିଲକୁ ମଞ୍ଜୁରୀ ଦେଲା ହାଉସ ପ୍ୟାନେଲ!
ନ୍ୟୁୟର୍କ: ଆମେରିକାର ଗୃହ ବୈଦେଶିକ ବ୍ୟାପାର କମିଟି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚୀନ ମାଲିକାନା ଟିକଟୋକ୍ ଉପରେ ପ୍ରତିବନ୍ଧ ଲଗାଇବାକୁ କ୍ଷମତା ପ୍ରଦାନ କରିଛନ୍ତି । ଏହା ଯେକୌଣସି ସୋସିଆଲ ମିଡିଆ ଆପ୍…
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର, ବଦଳିଯିବ ବ୍ୟାଙ୍କ ଖୋଲିବା ସମୟ ;ଲାଗୁହେବ ନୂଆ ନିୟମ! ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଯଦି ଆପଣ ନିଜେ ଜଣେ ବ୍ୟାଙ୍କ କର୍ମଚାରୀ କିମ୍ବା ଆପଣଙ୍କ ପରିବାରରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ।କାରଣ ଖୁବ ଶୀଘ୍ର ବ୍ୟାଙ୍କ କର୍ମଚାରୀଙ୍କ ଦୀର୍ଘ ଦିନର ଦାବି…
ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ: ୨୦୦ଟି ASO ପଦବୀ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶାର ପିଲାଙ୍କ ପାଇଁ ରାଜ୍ୟ ହାଇକୋର୍ଟରେ ୧୯୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦରେ…
ପୁଣି ମାତିଲା Adeno Virus: ଚାଲିଗଲା ୧୦ ଶିଶୁଙ୍କ ଜୀବନ, ରୋଗୀକୁ ଛୁଇଁଲେ, ହାତ ମିଳାଇଲେ ସଂକ୍ରମଣ ବ୍ୟାପୁଛି, ଲକ୍ଷଣ କ’ଣ
ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବା ପରେ ଏହା ମଧ୍ୟରେ ନୂଆ ନୂଆ ଭାଇରସ୍ ସାମ୍ନାକୁ ଆସୁଛି । ତେବେ ନିକଟରେ ଏଡିନୋ ଭାଇରସକୁ ନେଇ ଭାରତରେ ନୂଆ ବିପଦ ସୃଷ୍ଟି ହୋଇଛି । ଗତ ୪୮ ଘଣ୍ଟା…
ରାଶିଫଳ(ଗୁରୁବାର,୦୨ ମାର୍ଚ୍ଚ,୨୦୨୩)
ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ…
ଧାରଣା ଆଉ ବିକ୍ଷୋପ କରିବା ପୂର୍ବରୁ ଜାଣି ନିଅନ୍ତୁ ବିଶ୍ୱବିଦ୍ୟାଳୟ ନୂଆ ନିୟମ, ଜରିମାନା ସହ ଦଣ୍ଡବିଧାନ ସ୍ଥିର
ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣ କରିବା ଏବଂ ହିଂସା ପାଇଁ ଛାତ୍ରଛାତ୍ରୀଙ୍କୁ ୨୦,୦୦୦ ଟଙ୍କା ଜରିମାନା କରାଯାଇପାରେ, ସେମାନଙ୍କ ଆଡମିଶନ ବାତିଲ…
ମଣ୍ଟୁ ଛୁରିଆଙ୍କୁ ଚକମା ଦେଲେ ସାଇବର ଫ୍ରଡ: ଅଭିଯୁକ୍ତ ମଣ୍ଟୁଙ୍କ ନାଁରେ ଯୁବତୀଙ୍କ ସହ ଚାଟିଂ କରୁଥିଲା, ପବ୍ ଜି ଖେଳୁଥିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଗରିବ, ଧନୀ, ଶିକ୍ଷିତ, ଅଶିକ୍ଷିତ କାହାକୁ ଛାଡ଼ୁନାହାନ୍ତି ଏହି ଅଦୃଶ୍ୟ ଠକମାନେ । ଗତ ଫେବୃଆରୀ ମାସରେ ଏହି ଅଦୃଶ୍ୟ ଠକମାନେ…
Assembly Election Result:ତ୍ରିପୁରା-ମେଘାଳୟ-ନାଗାଲାଣ୍ଡରେ କିଏ ଗଢ଼ିବ ସରକାର? ସମସ୍ତ ତିନୋଟି ରାଜ୍ୟରେ ଭୋଟ୍ ଗଣନା ଆରମ୍ଭ
ନୂଆଦିଲ୍ଲୀ:ଆଜି ଆସିବ ତିନି ବିଧାନ ସଭା ନିର୍ବାଚନର ଫଳ। କଡ଼ା ସୁରକ୍ଷା ମଧ୍ୟରେ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ତିନୋଟି ଉତ୍ତର-ପୂର୍ବ ରାଜ୍ୟରେ ଭୋଟ୍ ଗଣତି ଆଜି ଆରମ୍ଭ ହୋଇଛି। ସମସ୍ତ ତିନୋଟି ରାଜ୍ୟରେ ୬୦ ଜଣ…