fbpx
Browsing Category

Top Stories

କୋଣାର୍କ ହେବ ରାଜ୍ୟର ପ୍ରଥମ ସୋଲାର ସିଟି, ୨୦୨୩ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କୋଣାର୍କ ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୋଲାର ସିଟି । ଆସନ୍ତା ୨୦୨୩ ମସିହା ଶେଷ ସୁଦ୍ଧା ଏହି ସୋଲାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବ ।…

Video: ସର୍ବସମ୍ମୁଖରେ ମହିଳାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ, ତଥାପି ଆଶୀର୍ବାଦ ପାଇଁ ମହିଳା ପାଦ ଛୁଇଁଲେ

କର୍ଣ୍ଣାଟକ: ମହିଳାଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମନ୍ତ୍ରୀ, ତଥାପି ମନ୍ତ୍ରୀଙ୍କ ପାଦ ଛୁଇଁ ଆଶିର୍ବାଦ ନେଲେ ମହିଳା। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ବିଜନଗର ଜିଲ୍ଲାରେ। ଏକ କାର୍ଯ୍ୟକ୍ରମ ସମୟରେ କର୍ଣ୍ଣାଟକର ଗୃହ…

SSBରେ ଖାଲି ଅଛି ୪୦୦ଟି ପଦବୀ, ନଭେମ୍ବର ୩ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ…

(Video) ଅପେକ୍ଷାର ଘଟିବ ଅନ୍ତ: ଦୀପିକା ପାଇଁ ଶାଢ଼ୀ, ଚୁଡ଼ି, ସିନ୍ଦୁର ନେଇକି ଆସୁଛି ଦିନେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅପେକ୍ଷାର ଘଟିବ ଅନ୍ତ । ଆସୁଛି ଦିନେଶ । ଦୀପିକା ସହ ଦିନେଶ ମନେଇବ ଦିପାବଳୀ । ଦୁହେଁ ମିଶିକି ଦୀପାବଳୀ ପାଳିବେ । ଦୀପିକାଙ୍କ ଖୁସି ପାଇଁ ଦୌଡି ଆସୁଛି ଦିନେଶ । ଦୀପିକାଙ୍କ ମନ ପସନ୍ଦର…

ମେଲବର୍ଣ୍ଣରେ ଭାରତୀୟ ବୋଲରଙ୍କ ଝଡ଼, ପାକିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୧୬୦

ମେଲବର୍ଣ୍ଣ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ମହାମୁକାବିଲା ମେଲବର୍ଣ୍ଣରେ ଜାରି ରହିଛି । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ…

ବରଗଡରେ କିଏ ପିନ୍ଧିବେ କଂସର ମୁକୁଟ? ଧନୁଯାତ୍ରା ପାଇଁ ଚୟନ ହେବେ ନୂଆ କଳାକାର

ବରଗଡ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ ୭୫ ବର୍ଷ ପୂରଣ ହେବ । ତେଣୁ ଏହି ଯାତ୍ରା ପାଇଁ ଚଳିତବର୍ଷ ନୂଆ କଳାକାର ବାଚିବାକୁ ନିଷ୍ପତ୍ତି ନେଇଛି ସଂଘ । ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚର ନାଟକ ପାଳନ…

ଖସିଲା ସୁନା ଦର , ଏହି ସୁଵର୍ଣ୍ଣ ସୁଯୋଗର ଫାଇଦା ଉଠେଇବା ପାଇଁ ଆଜି ଘରକୁ କିଣି ନିଅନ୍ତୁ ସୁନା

ନୂଆଦିଲ୍ଲୀ: ଦିୱାଲୀ ଶୁଭ ଅବସରରେ ଭାରତୀୟମାନେ ସୁନା କିଣିବାକୁ ପସନ୍ଦ କରନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏହି ଦିୱାଲୀକୁ ସୁନା ଓ ରୂପା କିଣିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଗତ…

ଆଜି ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନ, କାହିଁକି ୬ ହଜାର ବିବାହ ପ୍ରସ୍ତାବକୁ ରିଜେକ୍ଟ କରିଥିଲେ ବାହୁବଳୀ

ଆଜି ହେଉଛି ୪୩ତମ ଜନ୍ମ ଦିବସ ପାଳନ କରୁଛନ୍ତି ବାହୁବଳୀ ଫେମ ତଥା ପ୍ୟାନ ଇଣ୍ଡିଆ ଅଭିନେତା ପ୍ରଭାସ । ସେ ପ୍ରଭାସ ନାମରେ ବେଶ ଜଣାଶୁଣା ଥିବା ବେଳେ ଆଜି ବି କେହି କେହି ତାଙ୍କର ପୂରା ନାମ ଜାଣନ୍ତି ନାହିଁ । ତେବେ…

ଆଇନାରେ ନିଜକୁ ଦେଖି ଚମକି ପଡିଲା ଚିତାବାଘ: ଦେଖନ୍ତୁ କେମିତି ଦେଉଛି ରିଆକ୍ସନ

ପଶୁପକ୍ଷୀମାନଙ୍କର ଅନେକ ପ୍ରକାରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସବୁ ଭିତରେ କିଛି ଭିଡିଓ ସେମାନଙ୍କ ଶିକାର କରୁଥିବା ବେଳେ ରେକର୍ଡ କରାଯାଇଥାଏ । ସେହିପରି ସେମାନଙ୍କର ଆଉ କିଛି ମଜାଦାର ଭିଡିଓ…

Crackers Pollution:ଗୋଟିଏ ଛୋଟ ବାଣରୁ ନିର୍ଗତ ଧୂଆଁ ୨୯୩୨ ସିଗାରେଟ ଧୂଆଁ ସହ ସମାନ ,ଜାଣନ୍ତୁ କେତେ ପ୍ରଦୂଷଣ କରୁଛି ବାଣ

ନୂଆଦିଲ୍ଳୀ: ଦୀପାବଳି ଆସିଲା ମାନେ ସର୍ବପ୍ରଥମେ ମନକୁ ଯେଉଁ ଭାବନା ଆସେ ତାହା ହେଉଛି ବାଣ ଫୁଟାଇବା । କିନ୍ତୁ ଆପଣ ଜାଣନ୍ତି କିଛି ବାଣ ଅଛି ଯାହା ବାୟୁ ପ୍ରଦୂଷଣ ବା ଆମ ଶରୀର ପାଇଁ କେତେ କ୍ଷତିକାରକ ଅଟେ ।…