Browsing Category
Top Stories
ଆମର କୌଣସି ସମ୍ପର୍କ ନାହିଁ… ଆଦାନୀ ଗ୍ରୁପର ସେୟାରରେ ହ୍ରାସ ମଧ୍ୟରେ କହିଲେ ମୋଦୀ ସରକାର
ନୂଆଦିଲ୍ଲୀ: ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇବା ପରେ ସରକାରଙ୍କ ପକ୍ଷରୁ ଏକ ମନ୍ତବ୍ୟ ପ୍ରକାଶ ପାଇଛି । ଆଦାନୀ ଗ୍ରୁପ୍ ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସଂସଦୀୟ ବ୍ୟାପାର…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ବିକ୍ରମଦେବ ବିଶ୍ବବିଦ୍ୟାଳୟ ଖୋଲିବ ଅତ୍ୟାଧୁନିକ ଅଡିଟୋରିଅମ
ଜୟପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ…
କିଏ କରିଛି ନବ ଦାସଙ୍କ ହତ୍ୟା? ଜାଣନ୍ତୁ ସାମ୍ବାଦିକ ସମ୍ମିଳନୀରେ କ’ଣ କହିଲେ ପୋଲିସ ଡିଜି ସୁନୀଲ ବଂଶଲ
କଟକ: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ। ସାମ୍ବାଦିକ ସମ୍ମିଳନୀରେ ସୁନିଲ ବଂଶଲ କହିଛନ୍ତି ଯେ, ଘଟଣାର ଉପରେ ପ୍ରଥମ ଦିନରୁ…
ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସ୍ କୋଚିଂ ଦେବେ ସରକାର, ଫେବୃଆରୀ ୨୬ରେ ହେବ ପ୍ରବେଶିକା
ଭୁବନେଶ୍ୱର:ରାଜ୍ୟର ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ପୁଣି ଆରମ୍ଭ ହେବାକୁ ଯାଉଛି ୟୁପିଏସସି କୋଚିଙ୍ଗ । ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସିଭିଲ ସର୍ଭିସ୍ କୋଚିଂ ଉପଲବ୍ଧ କରିବାକୁ ଉଚ୍ଚଶିକ୍ଷା ବିଭାଗ…
ସଂସଦରେ ଆଦାନୀ ଝଡ଼, ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଅଡ଼ିବସିଲେ ବିରୋଧୀ
ନୁଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚର ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀ ଦଳ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସରକାରଙ୍କ ଉପରେ ଅଭିଯୋଗ…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ପରେ, PSO ଫେରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ଭୁବନେଶ୍ୱର:ପିଏସଓ ଫେରାଇଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଲେ ମୋର ଆଉ ପୋଲିସ ଅଫିସରଙ୍କ ଉପରେ ଭରଷା ନାହିଁ । ଯାହା ପାଇଁ ମୁଁ ମୋର ପିଏସଓ ଫେରାଉଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ…
BBC ଡକ୍ୟୁମେଣ୍ଟାରୀ ବିବାଦର ଶୁଣାଣି: କେନ୍ଦ୍ରକୁ ଏପରି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ୍ କରିବାକୁ କେନ୍ଦ୍ର ନେଇଥିବା ନିଷ୍ପତ୍ତିର ଯାଞ୍ଚ କରିବେ ସୁପ୍ରିମକୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ପରବର୍ତ୍ତୀ…
ଭାରତକୁ ଟି-୨୦ବିଶ୍ୱକପ ଜିତାଇଥିବା ଖେଳାଳି ଯୋଗୀନ୍ଦର ଶର୍ମା ନେଲେ କ୍ରିକେଟ ରୁ ଅବସର,କହିଲେ
ନୂଆଦିଲ୍ଲୀ: ୨୦୦୭ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଜିତିଥିଲା। ସେହି ବିଶ୍ୱକପରେ ଫାଇନାଲର ହିରୋ ଥିବା ଯୋଗୀନ୍ଦର ଶର୍ମାଙ୍କୁ ସମସ୍ତେ ମନେ ରଖିଛନ୍ତି। ଯୋଗୀନ୍ଦର ଶର୍ମା…
ସିଏନ୍ଜି ଗ୍ୟାସରେ ଶବଦାହ, ୧୫ ଦିନ ମଧ୍ୟରେ କଟକରେ କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ ଶବଦାହ ଗୃହ
କଟକ: ଖୁବଶୀଘ୍ର କାର୍ଯ୍ୟକରୀ ହେବ କଟକର ଖାନନଗର ଠାରେ ୩.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଶବଦାହ ଗୃହ। ଏହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଆସନ୍ତା ୧୫ ଦିନ ମଧ୍ୟରେ…
ତିର୍ତ୍ତୋଲ ବିଧାୟକଙ୍କ ନାଁରେ ମାମଲା ରୁଜୁ, ପୂର୍ବରୁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ
ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୋମାଲିକାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହୋଇଥିବା ନେଇ ଜଗତସିଂହପୁର ଏସଡିପିଓ…