Browsing Category

Top Stories

୯.୫ କୋଟି କଣ୍ଡୋମ ମାଗଣାରେ ବାଣ୍ଟିବେ ସରକାର: କେଉଁଠି ଓ କାହିଁକି ଏହି ନିଷ୍ପତ୍ତି ନିଆଗଲା

ନୂଆଦିଲ୍ଲୀ: ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡେ । ଏହି ଅବସରରେ ପ୍ରେମ ସପ୍ତାହକୁ ପ୍ରେମୀଯୁଗଳମାନେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ତେବେ ଏଥର ପ୍ରେମ ସପ୍ତାହ ଖୁବ୍ ଜମିବ । ସରକାର ଏଥର ମାଗଣାରେ କଣ୍ଡୋମ…

୨୦୧୯ରୁ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୨୩ କୋଟି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦ୍ୱିତୀୟ ଥର ସରକାରରେ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ପରଠାରୁ ୨୧ ଟି ବିଦେଶ ଗସ୍ତ କରିଛନ୍ତି ଏବଂ ଏଥିପାଇଁ ୨୨.୭୬ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି ବୋଲି ସରକାର ଗୁରୁବାର ରାଜ୍ୟସଭାରେ…

ବଡ଼ ଖୁଲାସା: ଅଦାନୀ ଗ୍ରୁପକୁ SBI ଦେଇଛି ୨୧୦୦୦ କୋଟିର ଲୋନ: ସମସ୍ତ ବ୍ୟାଙ୍କକୁ ରିପୋର୍ଟ ମାଗିଲା RBI

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଭାବେ ପରିଗଣିତ ହେଉଥିବା ଗୌତମ ଅଦାନୀଙ୍କ ଅବସ୍ଥା କହିଲେ ନସରେ । ଏହା ମଧ୍ୟରେ ବିଶ୍ୱର ଟପ-୧୦ ଧନୀ ତାଲିକାରୁ ଅଦାନୀ ଆଉଟ୍ ହୋଇଯାଇଥିବା ବେଳେ କମ୍ପାନୀର ଶେୟାର ତଳକୁ…

(Video) ଟୁକୁଡ଼ା କାଗଜ ଖୋଲିବ ନବ ଦାସ ହତ୍ୟା ରହସ୍ୟ: କାଗଜରେ କ’ଣ ଲେଖିଛନ୍ତି ଗୋପାଳ, ଏହା ପଛରେ ଆଉ କାହାର ସମ୍ପୃକ୍ତି ଅଛି କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଖୋଲୁଛି ନୂଆ ନୂଆ ଗୁମର । କ୍ରାଇମବ୍ରାଞ୍ଚ, ଫରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ…

ଡେଲିଭରୀ ପାଇଁ ଡାକ୍ତରଖାନା ଯାଉଥିଲେ ମହିଳା: ହଠାତ୍ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରାସ୍ତାରେ ଯାଉଥିବା ଏକ କାର୍‌ରେ ନିଆଁ ଲାଗିବାରୁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ପୋଲିସ ଦେଇଥିବା ସୂଚନା ମୁତାବକ ଏହି ଘଟଣାରେ…

ମୋ କ୍ୟାରିୟରର ଅନ୍ତିମ ସମୟ ଆସିଯାଇଛି: ଫୁଟବଲକୁ ଅଲବିଦା ନେଇ ସଙ୍କେତ ଦେଲେ ମେସି

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ମ୍ୟାଜିକ ଦେଖିବାକୁ କୋଟି କୋଟି କ୍ରୀଡ଼ାପ୍ରେମୀ ପାଗଳ ହୋଇଥାନ୍ତି । ତେବେ ଖୁବଶୀଘ୍ର ଆର୍ଜେଣ୍ଟିନାର ଏହି ମହାନ୍ ଫୁଟବଲ ଖେଳାଳିଙ୍କୁ ଆଉ…

ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍, ଚାର୍ଜସିଟିରେ ଦାବି କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆମ ଆଦମୀ ପାର୍ଟି(ଆପ)। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗୁରୁବାର ଏଭଳି ସାଂଗାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା…

ବଦଳିଲା ଓଡ଼ିଶା ଅଗ୍ନିଶମ ବାହିନୀର ନାଁ, ବିଧିବଧ ଭାବେ ପ୍ରକାଶ ପାଇଲା ଗାଜେଟ୍‌

ଭୁବନେଶ୍ୱର: 'ଓଡ଼ିଶା ଅଗ୍ନିଶମ ସେବା' ବିଧିବଧ ଭାବେ 'ଓଡିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା' ହୋଇଛି। ଏନେଇ ରାଜ୍ୟ ସରକାର ବିଧିବଧ ଭାବେ ଗାଜେଟ୍‌ ପ୍ରକାଶ କରିଛନ୍ତି। କୌଣସି ବିପଦ କିମ୍ବା ବିପଦ ସମୟରେ ଉଦ୍ଧାର,…

ଏହିସବୁ ଲକ୍ଷଣକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା; ନଚେତ ଆପଣ ହୋଇପାରନ୍ତି କ୍ୟାନ୍ସରର ଶିକାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନିୟମିତ ଖାଦ୍ୟଶୌଳୀ କାରଣରୁ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ…

Aaj Takକୁ ମିଳିଲା ବଡ଼ ସଫଳତା: YouTube ସବସ୍କ୍ରାଇବର୍ସ ୫ କୋଟି ଟପିଲା

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଆଜ ତକ ଏକ ନୂଆ ସଫଳତା ହାସଲ କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଆଜ ତକ ୫ କୋଟି ସବସ୍କ୍ରାଇବର୍ସ ପାର କରିଛି । ପ୍ରଥମ ନ୍ୟୁଜ ଚ୍ୟାନେଲ ଭାବେ ଆଜ ତକ ଏହି…