fbpx
Browsing Category

Top Stories

OAS ଅଧିକାରୀ ସ୍ତରରେ ଅଦଳବଦଳ, ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ହେଲେ ଧରମ ହାଂସଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଏସ ଆଣ୍ଡ ଏମଇ ବିଭାଗର ଅତିରିକ୍ତ ସଚିବ ଧରମ ହାଂସଦାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ…

କରୋନାର ଦୁଇଟି ନୂଆ ଭାରିଆଣ୍ଟକୁ ନେଇ ଆକ୍ସନ ମୁଡ଼ରେ ଭାରତ ସରକାର: ସ୍ୱାସ୍ଥ୍ୟ ମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏଥର କରୋନାର ଦୁଇଟି ନୂଆ ଭାରିଆଣ୍ଟ XBB ଓ XBB.1 ଚିହ୍ନଟ ହୋଇଛି । ଏହାକୁ ନେଇ ଦେଶରେ ହାଇ ଆଲର୍ଟ ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି…

୨୬ ବର୍ଷ ବୟସରେ ମନ୍ତ୍ରୀମଣ୍ଡଳରେ ରୋମାନୀଆ ପର୍ମୋଖତରୀ, ନିଜ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଭାରତ ଭଳି ଦେଶରେ ୪୦ ବର୍ଷ ପାର ତଥା ୫୦ ବର୍ଷ ବୟସ୍କମାନେ ଯୁବନେତା କହିବୁଲୁଛନ୍ତି । କିନ୍ତୁ ପ୍ରକୃତରେ ଯୁବନେତା କିପରି ହୋଇଥାନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଏବେ ସ୍ୱୀଡେନ୍ ଦେଶରେ ଦେଖିବାକୁ ମିଳିଛି ।…

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୪୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ…

ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବେ ଏହି ୨ ଦଳ: ଏବେଠୁ ହେଲା ଘୋଷଣା!

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପର କ୍ୱାଲିଫାୟାର ମୁକାବିଲା ଆରମ୍ଭ ହୋଇସାରିଛି । ୱାର୍ମ-ଅପ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇ ନିଜ ଦମ ଦେଖାଇଛି ଟିମ ଇଣ୍ଡିଆ । ତେବେ ଟୁର୍ଣ୍ଣାମେଣ୍ଟର…

IIT Roorkee ବୈଜ୍ଞାନିକଙ୍କ କମାଲ: ଏଣିକି ଶ୍ୱାସ ପରୀକ୍ଷଣ ଦ୍ୱାରା ବ୍ରେଷ୍ଟ, ଫୁସଫୁସ ଓ ମୁହଁ କ୍ୟାନସରକୁ ସହଜରେ କରିହେବ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କ୍ୟାନସରର ମାମଲା ବଢ଼ିବାରେ ଲାଗିଛି । ଏହି ବିମାରୀର ଲକ୍ଷଣ ଲୋକଙ୍କ ମଧ୍ୟରେ ଜଣାପଡ଼ୁ ନଥିବାରୁ ଏହା ରୋଗୀ ସଂଖ୍ୟା ବଢ଼ାଇବାରେ ମୁଖ୍ୟ କାରଣ ସାଜିଥାଏ । ତେବେ ଏହି ସମସ୍ୟା ଉପରୁ ଏବେ…

ରାଜଧାନୀରେ ଦୃର୍ବୃତ୍ତଙ୍କ ଆତଙ୍କ ରାଜ୍: ଦାଦାବଟି ପାଇଁ ଯୁବକଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ…

ଦାଦାବଟି ପାଇଁ ରାଜଧାନୀରେ ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବିଚ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ । ଏଭଳି ଅମାନବୀୟ କାଣ୍ଡ ଦେଖାଯାଇଛି ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା…

ଶେଷ ଯାତ୍ରା ହେଲା କେଦାରନାଥ: ହେଲିକପ୍ଟର କ୍ରାସରେ ଜଳିଗଲେ ୬ ଜଣ ଶ୍ରଦ୍ଧାଳୁ

ତୀର୍ଥଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ କାଳ ପାଲଟି ଯାଇଛି । ମୃତ୍ୟୁ ଯେ କେଉଁ ରୂପରେ ଆଉ କେଉଁ ସମୟରେ କାହା ପାଇଁ ଆସିଯିବ, ତାହା କେହି ବି ଅନୁମାନ ବି ଲଗାଇ ପାରିବେନି । କାରଣ ମୃତ୍ୟୁ ଦେଖି ନଥାଏ ଧନୀ ଗରୀବ, ସ୍ଥାନ…

ଛୋଟ ପିଲାଙ୍କୁ ବାଇକ୍ ଦିଅନ୍ତୁ ନାହିଁ: ନାବାଳକ ପୁଅ ଧରାପଡ଼ିଲେ ବାପା ଗଣିବେ ଟଙ୍କା ଆଉ ଯିବେ ଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଅଳ୍ପ ବୟସର ପିଲାମାନେ ଦାମି ଗାଡ଼ି ଧରି ରାଜରାସ୍ତାରେ ହାଇସ୍ପିଡରେ ଯାଉଥିବା ଦେଖାଯାଉଛି । ବୟସ ହେବ ୧୫-୧୬, ମାତ୍ର ଗାଡ଼ିର ସ୍ପିଡ ୮୦-୧୦୦ ଟପି ଯାଉଛି । ଅନେକ ନାବାଳକ…

ଆଜି ହିଁ ବ୍ରେକଫାଷ୍ଟରେ ସାମିଲ କରନ୍ତୁ ଗଜା ମୁଗ: ଫାଇବର ଠାରୁ ପ୍ରୋଟିନ୍ ପର୍ଯ୍ୟନ୍ତ ମିଳିବ ଚମତ୍କାର ଫାଇଦା

ଗଜାମୁଗ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି କାରଣ ଏଥିରୁ ବହୁତ ଫାଇଦା ମିଳିଥାଏ। ଏଥିରେ କ୍ୟାଲୋରୀ,ଫାଇବର, ଓ ପ୍ରୋଟିନ ଭରପୁର ରହିଛି। ଏହା ବ୍ୟତୀତ ଆଇରନ, କପର , ଫୋଲେଟ୍ ଓ ମାଙ୍ଗାନିଜ ମଧ୍ୟ ରହିଛି। ତେବେ…