Browsing Category

Top Stories

ବିବାହର ଚାରିଦିନ ପରେ ବୋହୂ ଫେରାର, ସାଙ୍ଗରେ ନେଇ ଚାଲିଗଲା ହୀରା ହାର ସହ ୧୭ ଭରି ସୁନା..

ରେୱାଡୀ: ହରିଆଣାର ରେୱାଡୀ ଠାରେ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି । ବିବାହର ୪ଦିନପରେ ଜଣେ ନବବଧୂ ଶାଶୁଘରୁ ଫେରାର ହୋଇଯାଇଛି । କୁହାଯାଉଛି ଯେ, ମହିଳାଙ୍କୁ ତାଙ୍କ ସ୍ୱାମୀ କଲେଜରେ ଛାଡ଼ିକି ଆସିବା ପରେ ସେ ଆଉ…

ପୁଣି ଚର୍ଚ୍ଚାରେ ଏହି ମହିଳା, ବ୍ୟକ୍ତିଗତ ଜୀବନକୁ ନେଇ ଖୋଲିକରି କହିଲେ କିଛି ଏପରି କଥା

ନୂଆଦିଲ୍ଲୀ: ଜଣେ ୩୭ ବର୍ଷ ବୟସ୍କା ମହିଳା ତାଙ୍କ ଦାଢୀ ପାଇଁ ବହୁ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ତାଙ୍କ ଖବର ପ୍ରକାଶ ପାଇଛି । କିନ୍ତୁ ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରକାଶ କରିଛନ୍ତି। ସେ…

ଏହି ଲେକମାନେ ବାଇଗଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଯିବାକୁ ପଡିବ ମେଡିକାଲ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଅନେକ ଲୋକ ସକାଳୁ ଯୋଗ ବ୍ୟାୟାମ୍ କରିବା ସହ ଡାଇଟ୍ କରୁଥିବାବେଳେ କିଛି ଲୋକ ସୁଷମ ଏବଂ ସବୁଜ ପନିପରିବା ସେବନ…

ଜି-୨୦ ପୂର୍ବରୁ ଆମେରିକା ଯାତ୍ରା କରିପାରନ୍ତି ପ୍ରଧାନମନ୍ତ୍ରୀ, ହ୍ୱାଇଟ୍ ହାଉସରୁ ଆସିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ସୂଚନା ମୁତାବକ, ଜୋବାଇଡେନ ୨୦୨୩ର ଗ୍ରୀଷ୍ମଋତୁରେ ଆମେରିକା ଯାତ୍ରା କରିପାରନ୍ତି । ସୂତ୍ରରୁ ଜଣା ପଡ଼ିଛି…

ଚାଲିଛି ୨୦୨୩ -୨୪ ହିସାବ କିତାବ; ଆରମ୍ଭ ହେବ ଏହିସବୁ ନୂତନ ଯୋଜନା, ଶସ୍ତା ହେଲା ଏହି ସାମଗ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍ ୨୦୨୩ -୨୪ ପରିବେଶ ହେଉଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଛି । ଏଥିସହିତ ନୂତନ ଯୋଜନା ବିଷୟରେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଉଛନ୍ତି । ତେବେ ସରକାର…

ବଜେଟ ଅପଡେଟ: ମଧ୍ୟବିତ୍ତ ପରିବାରଙ୍କ ପାଇଁ ଖୁସି ଖବର, ବଦଳିଲା ଆୟକର ସୀମା

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ । ସରକାର ନେଇଥିବା ପଦକ୍ଷେପ ଉପରେ ନିଜର ଆଲୋଚନା ଉପସ୍ଥାପନ କରୁଛନ୍ତି ମନ୍ତ୍ରୀ । ତେବେ ଚଳିତ ବଜେଟରେ କଣ ସବୁ ମହଙ୍ଗା ହେଲା…

ଆସିଲା ବଜେଟ ଅପଡେଟ: ଜାଣନ୍ତୁ କଣ ସବୁ ହେବ ମହଙ୍ଗା

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ । ସରକାର ନେଇଥିବା ପଦକ୍ଷେପ ଉପରେ ନିଜର ଆଲୋଚନା ଉପସ୍ଥାପନ କରୁଛନ୍ତି ମନ୍ତ୍ରୀ । ତେବେ ଚଳିତ ବଜେଟରେ କଣ ସବୁ ମହଙ୍ଗା ହେଲା…

ଭାରତରେ ମଧ୍ୟ ପ୍ରାର୍ଥନା ସମୟରେ କେବେ ଭକ୍ତଙ୍କୁ ଏପରି ହତ୍ୟା କରାଯାଇ ନାହିଁ: ପେଶୱାର ମସଜିଦ ଆକ୍ରମଣ ଉପରେ ପାକ୍ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ :ପାକିସ୍ତାନର ପେଶୱାରର ଏକ ମସଜିଦରେ ପ୍ରାର୍ଥନା ବେଳେ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରିଛି। ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ୨୦୦ ରୁ ଅଧିକ। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ…

IND vs NZ 3nd T20I: ନରେନ୍ଦ୍ରମୋଦି କ୍ରିକେଟ୍ ଷ୍ଟାଡିୟମରେ ଦେଖିବାକୁ ମିଳିବ ଦମଦାର ମୁକାବିଲା

ନୂଆଦିଲ୍ଲୀ: ଆଜି ଅହମଦାବାଦର ନରେନ୍ଦ୍ରମୋଦି କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଫାଇନାଲ ଟି ୨୦ ମ୍ୟାଚ ଅନୁଷ୍ଠିତ ହେବ । ଫଳରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ତେବେ…

ସାତଟି ପ୍ରସଙ୍ଗକୁ ଅଗ୍ରାଧିକାର:ଆଦିବାସୀଙ୍କ ପାଇଁ ଖୋଲିବ ନୂତନ ସ୍କୁଲ, ଦିଆଯିବ ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ:ଚଳିତ ବଜେଟରେ ୭ଟି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି । ସାମଗ୍ରିକ ବୃଦ୍ଧି, ଚାଷୀସମସ୍ୟା ଦୂର,ଜମ୍ମକଶ୍ମୀର, ଲଦାଖ କୁ ବିଶେଷ ଗୁରୁତ୍ୱ ,ଭିତ୍ତିଭୂମି ବିକାଶ, ଯୁବଶକ୍ତି, ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ…