Browsing Category
Top Stories
ଏବର୍ଷ ଅଧିକ ଜଳିବ ଜଙ୍ଗଲ: ସତର୍କ କଲେ ପିସିସିଏଫ୍
ଭୁବନେଶ୍ୱର: ଜଙ୍ଗଲ ନିଆଁକୁ ନେଇ ବନ ବିଭାଗର ସତର୍କ ଘଣ୍ଟି । ଏବର୍ଷ ଖରାଦିନେ ଅଧିକ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ଏବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବ ବୋଲି ପିସିସିଏଫ୍ ସତର୍କ କରାଇଛନ୍ତି । ଦୀର୍ଘ ଦିନ…
Paytm ଏବଂ PhonePe ଶୀଘ୍ର ଆଣିପାରେ ଏହି ସେବା, ବିନା UPI ପିନ୍ ରେ ଆପଣ କରିପାରିବେ ପେମେଣ୍ଟ !
ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ UPI ଦେୟ ଦେବା ପାଇଁ ପେଟିଏମ୍ ଏବଂ ଫୋନ୍ ପେ ବ୍ୟବହାର କରନ୍ତି। ବର୍ତ୍ତମାନ ଉଭୟ କମ୍ପାନୀ ଏକ ନୂତନ ବୈଶିଷ୍ଟ୍ୟ ଉପରେ କାମ…
ପ୍ରଳୟ ଏବଂ ପ୍ରଳୟ: ପୁଣି ଥରିଲା ତୁର୍କୀ, ପ୍ରଥମ ଭୁମିକମ୍ପରେ ଗଲାଣି ୧୨୦୦ରୁ ଉର୍ଦ୍ଧ ଜୀବନ
ତୁର୍କୀ: ଶତାଦ୍ଧୀର ସବୁଠାରୁ ଶକ୍ତିଶାଳୀ ଭୁମିକମ୍ପରେ ତୁର୍କୀ ଏବଂ ସିରିୟାରେ ୧,୨୦୦ ରୁ ଉର୍ଦ୍ଧ ଲୋକ ଜୀବନ ହରାଇଛନ୍ତି । ଯେଉଁଥିରେ ହଜାର ହଜାର ଘର ଭୁଷୁଡ଼ି ପଡିଥିବା ବେଳେ ଅନେକ ୫ ହଜାରୁ ଉର୍ଦ୍ଧ ଲୋକେ ନିଖୋଜ…
(Video)ଏମିତି ଲଢେଇ ଆଗରୁ ଦେଖିଛନ୍ତି କି, ସିଂହ ଛୁଆ ସହ ଅଜଗରର; ଭିଡିଓ ହେଉଛି ଭାଇରାଲ୍
ଜଙ୍ଗଲରେ ରହିବା ପାଇଁ ହେଲେ ନିଜର ଜୀବନ ରକ୍ଷା କରିବା ସହ ପ୍ରତିଦିନ ଏହି ସଂଘର୍ଷ ଭିତରେ ଦିନ ବିତେଇବାକୁ ପଡିଥାଏ। ଏଠାରେ ବିପଦ ସିଧାସଳଖ ପଶୁମାନଙ୍କ ଜୀବନ ଉପରେ ଥାଏ ଏବଂ ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ…
ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି…
ଟ୍ରେନରେ ହ୍ୱାଟସ୍ଆପ୍ ମାଧ୍ୟମରେ ଏବେ ଖାଇବା ଅର୍ଡର କରିପାରିବେ ଯାତ୍ରୀ ! ଏହି ନମ୍ବର ସାହାର୍ଯ୍ୟରେ କରିପାରିବେ ଅର୍ଡର
ନୂଆଦିଲ୍ଲୀ :ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବର୍ତ୍ତମାନ ଯାତ୍ରୀମାନେ ସେମାନଙ୍କର PNR ନମ୍ବର ବ୍ୟବହାର କରି ଯାତ୍ରା ସମୟରେ ହ୍ୱାଟସ୍ ଆପ୍ ମାଧ୍ୟମରେ…
ବାଦାମ ଚମକାଇବ ଚେହେରା, ଜାଣନ୍ତୁ କିପରି କରିବେ ବ୍ୟବହାର ?
ମନସୁନରେ ଚେହେରାକୁ ଚମକାଇବା ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ବର୍ଷା ଓ ଆର୍ଦ୍ରତା କାରଣରୁ ଚେହେରା ସାଧାରଣତଃ ମଳିନ ଦେଖାଯାଇଥାଏ । ଏପରି କ୍ଷେତ୍ରରେ ତ୍ୱଚାକୁ ଚମକାଇଥାଏ ଚିନାବାଦାମ । ବାଦାମ ଫେସପ୍ୟାକ୍…
ଗ୍ରାମୀଣ ବିକାଶ ବିଭାଗରେ ଡ୍ରାଇଭର, ଆସିଷ୍ଟାଣ୍ଟ ସମେତ ଅନେକ ପଦବୀରେ ନିଯୁକ୍ତି: ୪୦ ହଜାର ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ
ନୂଆଦିଲ୍ଲୀ: ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ବାହାରିଛି । ପଶ୍ଚିମବଙ୍ଗ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିବା ବିସ୍ତୃତ କ୍ଷେତ୍ର ବିକାଶ ନିଗମ ଏକ…
କୋଟି କୋଟି ଲୋକ ଦାରିଦ୍ର୍ୟରୁ ବାହାରି ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି: ପିଏମ ନରେନ୍ଦ୍ର ମୋଦୀ
ବାଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ବାଙ୍ଗାଲୁରୁରେ ହେଉଥିବା ‘ଇଣ୍ଡିଆ ଏନର୍ଜି ୱିକରେ’ରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ…
ବଜାରରେ ଅଭାବୀ ବିକ୍ରିରୁ ହେଉଛି କ୍ଷତି, ୬,୬୦୦ କର୍ମଚାରୀଙ୍କୁ ଛଟେଇ କରିବ Dell
ନୂଆଦିଲ୍ଲୀ: ବିଶ୍ୱ ବଜାରରେ ବର୍ତ୍ତମାନ ଛଟେଇ ପର୍ବ ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛି କମ୍ପ୍ୟୁଟର ଉତ୍ପାଦନକାରୀ କମ୍ପାନୀ ଡେଲ୍ । ବଜାରରେ ଚାହିଦାକୁ ହ୍ରାସ ପାଇବା କାରଣରୁ ହେଉଥିବା କ୍ଷତି କାରଣରୁ 'ଡେଲ…